କାନ୍ଦୁଥିବା ମହିଳାଙ୍କୁ ବୁଝାଇଲା ମାଙ୍କଡ଼, ଭିଡିଓ ଭାଇରାଲ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକାର ଏକ ଛୋଟିଆ ଗାଁରେ ମାଙ୍କଡ଼ ଓ ମଣିଷର ସମ୍ପର୍କକୁ ନେଇ ଏକ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା କାନ୍ଦୁଥିବା ବେଳେ ତାଙ୍କୁ ଗହଳି ଭିତରେ କେମିତି ଏକ ହନୁ ମାଙ୍କଡ଼ ସମବେଦନା ଜଣାଉଥିଲା, ତା’ର ଦୃଶ୍ୟ ରହିଛି। ନାରଗୁଣ୍ଡ ନାମକ ଏକ ସହରରେ ଏହି ଘଟଣା ଘଟିଛି। ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକ କାନ୍ଦୁଥିଲେ। ଏହି ସମୟରେ ଏକ ହନୁ ମାଙ୍କଡ଼ […]

u

u

Hemant Lenka
  • Published: Saturday, 20 April 2019
  • Updated: 20 April 2019, 04:22 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ଏକ ଛୋଟିଆ ଗାଁରେ ମାଙ୍କଡ଼ ଓ ମଣିଷର ସମ୍ପର୍କକୁ ନେଇ ଏକ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା କାନ୍ଦୁଥିବା ବେଳେ ତାଙ୍କୁ ଗହଳି ଭିତରେ କେମିତି ଏକ ହନୁ ମାଙ୍କଡ଼ ସମବେଦନା ଜଣାଉଥିଲା, ତା’ର ଦୃଶ୍ୟ ରହିଛି।

ନାରଗୁଣ୍ଡ ନାମକ ଏକ ସହରରେ ଏହି ଘଟଣା ଘଟିଛି। ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକ କାନ୍ଦୁଥିଲେ। ଏହି ସମୟରେ ଏକ ହନୁ ମାଙ୍କଡ଼ ସେଠାରେ ପହଞ୍ଚିଥିଲା। କେହି କିଛି ବୁଝିବା ଆଗରୁ ସେ ଗହଳି ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ଜଣେ ମହିଳାଙ୍କ ପାଖକୁ ଯାଇଥିଲା। ଏହାପରେ ମାଙ୍କଡ଼ଟି ମହିଳା ଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।

ଖାଲି ସେତିକି ନୁହେଁ ସାଧାରଣ ମଣିଷଙ୍କ ଭଳି ମାଙ୍କଡ଼ଟି ମହିଳାଙ୍କ ମୁଣ୍ଡକୁ ନିଜ କାନ୍ଧରେ ରଖି ସମବେଦନା ଜଣାଇଥିଲା। ମହିଳାଙ୍କ ହାତକୁ ଧରି ମାଙ୍କଡ଼ ସତେ ଯେମିତି ତାଙ୍କୁ ନ କାନ୍ଦିବାକୁ କହୁଥିଲା। କିଛି ସମୟ ମାଙ୍କଡ଼ଟି ସେଠାରେ ରହିବା ପରେ ଆପେଆପେ ଚାଲି ଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହନୁମାନ ଜୟନ୍ତୀ ଦିନ ହିଁ ଏହି ଘଟଣା ଘଟିଛି। ଏହାକୁ ସୋଶାଲ୍‌ ମିଡିଆରେ ଅନେକ ଲୋକ ଶେୟାର କରିଛନ୍ତି।

https://youtu.be/iWbUP1G2V2k

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story