ଛୋଟ ଝିଅକୁ ବୁଡ଼ିବାରୁ ବଞ୍ଚାଇ ଦେଲା କୁକୁର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପୋଷା କୁକୁର ଯେ କେତେ ବିଶ୍ୱସ୍ତ ଓ ବୁଦ୍ଧିମାନ ହୋଇଥାଏ, ତା’ର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଗୋଟିଏ ଜର୍ମାନ ଶେଫର୍ଡ କୁକୁର କେମିତି ଜଣେ ଛୋଟ ଝିଅଟିକୁ ପାଣିରେ ବୁଡ଼ିଯିବାରୁ ରକ୍ଷା କରୁଛି, ତା’ର ଦୃଶ୍ୟ ରହିଛି। ୧୬ ସେକେଣ୍ଡର ଏହି ଭିଡିଓରେ ଛୋଟ ଝିଅଟି ପ୍ରତି କୁକୁରର ଭଲ ପାଇବା ଓ ସ୍ନେହ ଦେଖିବାକୁ ମିଳୁଛି। ଛୋଟ ଝିଅଟିଏ ଏକ ବଡ଼ ଜଳାଶୟ […]

s

s

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 03:31 PM IST

Sports

Latest News

ନୂଆଦିଲ୍ଲୀ: ପୋଷା କୁକୁର ଯେ କେତେ ବିଶ୍ୱସ୍ତ ଓ ବୁଦ୍ଧିମାନ ହୋଇଥାଏ, ତା’ର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଗୋଟିଏ ଜର୍ମାନ ଶେଫର୍ଡ କୁକୁର କେମିତି ଜଣେ ଛୋଟ ଝିଅଟିକୁ ପାଣିରେ ବୁଡ଼ିଯିବାରୁ ରକ୍ଷା କରୁଛି, ତା’ର ଦୃଶ୍ୟ ରହିଛି। ୧୬ ସେକେଣ୍ଡର ଏହି ଭିଡିଓରେ ଛୋଟ ଝିଅଟି ପ୍ରତି କୁକୁରର ଭଲ ପାଇବା ଓ ସ୍ନେହ ଦେଖିବାକୁ ମିଳୁଛି।

ଛୋଟ ଝିଅଟିଏ ଏକ ବଡ଼ ଜଳାଶୟ ପାଖରେ ଖେଳୁଥିବା ସମୟରେ ତା'ର ବଲ୍ ପାଣିରେ ପଡ଼ିଯାଇଛି। ସେଇ ବଲ୍‌କୁ ଆଣିବା ପାଇଁ ଏହି ଶିଶୁ ଗଭୀର ଜଳରେ ପଶିବାକୁ ଉଦ୍ୟମ କରୁଛି। ହେଲେ ଛୋଟ ଝିଅଟିର ପରିବାରର ପୋଷା କୁକୁର ଏହା ଦେଖିବା ମାତ୍ରେ ଆକ୍ସନ ମୋଡ୍‌କୁ ଚାଲି ଆସୁଛି ଏବଂ ଦୌଡ଼ି ଯାଇ ପାଣିରେ ପଶିବାକୁ ଉଦ୍ୟମ କରୁଥିବା ଛୋଟ ଝିଅଟିର ଡ୍ରେସକୁ କାମୁଡ଼ି ଧରି ତାକୁ ସ୍ଥଳ ଭାଗକୁ ଟାଣି ଆଣିଛି। ମଣିଷ ଭଳି କୁକୁରଟି ତା’ର ଉପସ୍ଥିତ ବୁଦ୍ଧିକୁ ପ୍ରୟୋଗ କରି ଶିଶୁକୁ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରିଛି। ତା'ପରେ କୁକୁରଟି ନିଜେ ପାଣିରେ ପଶିଯାଇଛି ଏବଂ ବଲ୍‌ଟିକୁ ଉଦ୍ଧାର କରି ଆଣି ଝିଅକୁ ଦେଇଛି। ସୋଶାଲ୍ ମିଡିଆରେ ଏହି ଭିଡିଓକୁ ଏକାଧିକ ଲୋକ ଶେୟାର କରିବା ସହ ବେଶ ଭାବପ୍ରବଣ ମେସେଜ୍‌ ପୋଷ୍ଟ କରିଛନ୍ତି।

ଦେଖନ୍ତୁ ଭିଡିଓ
https://twitter.com/i/status/1140242193476702209

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story