ଭିଡିଓ ଦେଖି ରମେଶ କହିଲେ, “ବୀଣା ମୋ ସାନ ଭଉଣୀ ଭଳି”  

ବାଙ୍ଗାଲୁରୁ: ଖଚାଖଚ୍‌ ଭିଡ ଭିତରେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କିଛି ଦୁଷ୍ଟାମୀ ଧରାପଡିଛି କ୍ୟାମେରାରେ। ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜି ସାରିଥିବା ବେଳେ ହଠାତ୍‌ ଭାଇରାଲ ହୋଇଛି ଏମିତି ଭିଡିଓ। ଜଣେ ବରିଷ୍ଟ କଂଗ୍ରେସ କର୍ମୀ ସଭାମଞ୍ଚରେ ଜଣେ ମହିଳା ଏମ୍‌ଏଲ୍‌ଏଙ୍କ ହାତକୁ ଧରିବାକୁ ଚଷ୍ଟା କରୁଥିବା ଏହି ଭିଡିଓରୁ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଇଚଇ। ଦଳୀୟ ନେତା କହୁଛନ୍ତି ଏହା ବିରୋଧୀଙ୍କ ଚାଲ୍‌ । ନିର୍ବାଚନ […]

body

body

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 10:29 PM IST

ବାଙ୍ଗାଲୁରୁ: ଖଚାଖଚ୍‌ ଭିଡ ଭିତରେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କିଛି ଦୁଷ୍ଟାମୀ ଧରାପଡିଛି କ୍ୟାମେରାରେ। ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜି ସାରିଥିବା ବେଳେ ହଠାତ୍‌ ଭାଇରାଲ ହୋଇଛି ଏମିତି ଭିଡିଓ। ଜଣେ ବରିଷ୍ଟ କଂଗ୍ରେସ କର୍ମୀ ସଭାମଞ୍ଚରେ ଜଣେ ମହିଳା ଏମ୍‌ଏଲ୍‌ଏଙ୍କ ହାତକୁ ଧରିବାକୁ ଚଷ୍ଟା କରୁଥିବା ଏହି ଭିଡିଓରୁ ଦେଖିବାକୁ ମିଳିଛି।

ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଇଚଇ। ଦଳୀୟ ନେତା କହୁଛନ୍ତି ଏହା ବିରୋଧୀଙ୍କ ଚାଲ୍‌ । ନିର୍ବାଚନ ଆଗକୁ ଥିବାରୁ ସମ୍ପୃକ୍ତ ନେତାଙ୍କୁ ବଦନାମ୍‌ କରିବାକୁ ଏହା ସୁପରିକଳ୍ପିତ ଯୋଜନା। ଏଣେ ବିରୋଧିଙ୍କ ଅଭିଯୋଗ କଂଗ୍ରେସ ନେତାଏ ନାରୀକୁ ସମ୍ମାନ ଦେବା ଜାଣି ନାହାନ୍ତି।

ଘଟଣାଟି ହେଉଛି ଏମିତି, କର୍ଣ୍ଣାଟକରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଚଳିତ ବର୍ଷ ସ୍ୱାଧୀନତା ଦିବସର ବୋଲି କୁହାଯାଉଛି। ଏଥିରେ ପୁରୁଖା କଂଗ୍ରେସ ନେତା ତଥା ସିଲ୍କ ବୋର୍ଡ ଚେୟାରମ୍ୟାନ୍‌ ଟି.ପି. ରମେଶ ମଞ୍ଚାସୀନ ଥିବାବେଳେ ତାଙ୍କ ପାଖରେ ବସିଛନ୍ତି ବିଧାୟିକା ବୀଣା ଆଚିହା। ଏହି ସମୟରେ ରମେଶ, ବୀଣାଙ୍କ ହାତ ଧରିବାକୁ ଚେଷ୍ଟା କରୁଥାନ୍ତି। ଏହି ଘଟଣାଟି ସାମାନ୍ୟ ଅସୌଜନ୍ୟ ଲାଗୁଥିଲେ ବି ସତ କ’ଣ ଆମେ ଜାଣିନୁ। ଯାହା ଭିଡିଓରେ ଦିଶୁଛି ସେଇ କଥାହିଁ ଲେଖୁଛୁ।

ଭିଡିଓ ସମ୍ପର୍କରେ ରମେଶଙ୍କୁ ପଚରାଯିବାରୁ ସେ ଏଭଳି ଗୁରୁତର ଅଭିଯୋଗକୁ ଖଣ୍ଡନ କରିଛନ୍ତି, କହିଛନ୍ତି – ‘ଏହା ମୋ ବିରୋଧରେ ଏକ ଚାଲ, ବୀଣା ମୋ ସାନ ଭଉଣୀ ଭଳି’ ।

https://youtu.be/G6890_CN-mQ?t=14

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story