ଟଏଲେଟ୍‌ ପାଣିରେ ତିଆରି ଚଟଣୀ ଖାଉଛନ୍ତି ଲୋକେ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରାସ୍ତା କଡ଼ରେ ଇଡ୍‌ଲି ଦୋକାନ କରିଥିବା ଜଣେ ବ୍ୟବସାୟୀ ଟଏଲେଟ୍‌ ପାଣିରେ କେମିତି ଚଟଣୀ ତିଆରି କରୁଛନ୍ତି, ତା’ର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ବୋରିଭଲି ରେଳ ଷ୍ଟେସନ ନିକଟରେ ଥିବା ଟଏଲେଟ୍‌ର ଟ୍ୟାପ୍‌ରୁ ପାଣି ଆଣି ଏହାକୁ ଚଟଣୀ ତିଆରିରେ ବ୍ୟବହାର କରୁଥିବାର ଭିଡିଓ ରହିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏଫ୍‌ଡିଏ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ୪୫ ସେକେଣ୍ଡର […]

pi

pi

Hemant Lenka
  • Published: Saturday, 01 June 2019
  • Updated: 01 June 2019, 03:53 PM IST

Sports

Latest News

ମୁମ୍ବାଇ: ରାସ୍ତା କଡ଼ରେ ଇଡ୍‌ଲି ଦୋକାନ କରିଥିବା ଜଣେ ବ୍ୟବସାୟୀ ଟଏଲେଟ୍‌ ପାଣିରେ କେମିତି ଚଟଣୀ ତିଆରି କରୁଛନ୍ତି, ତା’ର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ବୋରିଭଲି ରେଳ ଷ୍ଟେସନ ନିକଟରେ ଥିବା ଟଏଲେଟ୍‌ର ଟ୍ୟାପ୍‌ରୁ ପାଣି ଆଣି ଏହାକୁ ଚଟଣୀ ତିଆରିରେ ବ୍ୟବହାର କରୁଥିବାର ଭିଡିଓ ରହିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏଫ୍‌ଡିଏ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ୪୫ ସେକେଣ୍ଡର ଭିଡିଓରେ ରାସ୍ତା କଡ଼ରେ ଇଡଲି ଦୋକାନ କରିଥିବା ବ୍ୟକ୍ତି ଜଣଙ୍କ ଟଏଲେଟ୍‌ ଟ୍ୟାପ୍‌ରୁ ପାଣି ଆଣୁଛନ୍ତି। ଏହାପରେ ଉକ୍ତ ପାଣିକୁ ଚଟଣୀ ତିଆରି ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଲୋକଙ୍କୁ ଇଡ୍‌ଲି ସହ ସେ ଟଏଲେଟ୍‌ ପାଣି ମିଶାଇ ତିଆରି ହୋଇଥିବା ଚଟଣୀ ଦେଉଛନ୍ତି। ତେବେ ଏହି ଭିଡିଓରେ ସମୟ ଓ ତାରିଖ ନାହିଁ। ସୁନୀଲ କୁମାର ସିଂହ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ପୋଷ୍ଟ କରିବା ପରେ ଏଫ୍‌ଡିଏ ଆକ୍ସନ ମୋଡ୍‌କୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ
https://twitter.com/i/status/1134465408034070528

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story