ରହସ୍ୟ ଘେରରେ ବିକାଶ ଦୁବେର ଏନକାଉଣ୍ଟର: ଭିଡିଓ ଉଠାଇଲା ଅନେକ ପ୍ରଶ୍ନ

କାନପୁର: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେ ଆଜି ପୁଲିସ୍‌ ଏନକାଉଣ୍ଟରରେ ନିହତ ହୋଇଛି। ତା’କୁ କାନପୁର ଅଣାଯାଉଥିବା ବେଳେ ବାରା ଅଞ୍ଚଳରେ ହିଁ ଏନକାଉଣ୍ଟର କରାଯାଇଛି। ବିକାଶ ପୁଲିସ୍‌କୁ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିବା ବେଳେ ହିଁ ଗୁଳି ମାଡ଼ର ଶିକାର ହୋଇଥିବା କୁହାଯାଉଛି। ହେଲେ ଘଟଣା ପୂର୍ବରୁ ସାମ୍ନାକୁ ଆସିଥିବା ଭିଡିଓ ଅନେକ ପ୍ରଶ୍ନ ଉଠାଇଛି। ପୁଲିସ୍‌ର କହିବା ମୁତାବକ, ଆଜି ବିକାଶ ଦୁବେକୁ କାନପୁର କୋର୍ଟରେ ହାଜର କରାଯିବାର […]

a4

a4

Hemant Lenka
  • Published: Friday, 10 July 2020
  • Updated: 10 July 2020, 11:29 AM IST

Sports

Latest News

କାନପୁର: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେ ଆଜି ପୁଲିସ୍‌ ଏନକାଉଣ୍ଟରରେ ନିହତ ହୋଇଛି। ତା’କୁ କାନପୁର ଅଣାଯାଉଥିବା ବେଳେ ବାରା ଅଞ୍ଚଳରେ ହିଁ ଏନକାଉଣ୍ଟର କରାଯାଇଛି। ବିକାଶ ପୁଲିସ୍‌କୁ ଚକମା ଦେଇ ଖସି ଯିବାକୁ ଚେଷ୍ଟା କରିବା ବେଳେ ହିଁ ଗୁଳି ମାଡ଼ର ଶିକାର ହୋଇଥିବା କୁହାଯାଉଛି।

ହେଲେ ଘଟଣା ପୂର୍ବରୁ ସାମ୍ନାକୁ ଆସିଥିବା ଭିଡିଓ ଅନେକ ପ୍ରଶ୍ନ ଉଠାଇଛି। ପୁଲିସ୍‌ର କହିବା ମୁତାବକ, ଆଜି ବିକାଶ ଦୁବେକୁ କାନପୁର କୋର୍ଟରେ ହାଜର କରାଯିବାର ଥିଲା। ତେଣୁ ଗତକାଲି ଉଜ୍ଜୟୀନରୁ ଗିରଫ ହୋଇଥିବା ବିକାଶକୁ କାନପୁର ଅଣାଯାଉଥିଲା। ହେଲେ କାନପୁରର ସୀମାନ୍ତ ଅଞ୍ଚଳ ବାରା ଠାରେ ପୁଲିସ୍‌ର କାର୍‌ ବର୍ଷା ଯୋଗୁ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା।

ତେଣୁ ଏହାର ସୁଯୋଗ ନେଇ ବିକାଶ ଦୁବେ ପୁଲିସ୍‌ଠାରୁ ପିସ୍ତଲ ଛଡ଼ାଇ ଗୁଳି କରି ଖସି ଯିବାକୁ ଚେଷ୍ଟା କରିଥିଲା। ପୁଲିସ୍‌ ତା’କୁ ଆତ୍ମସମର୍ପଣ କରିବାକୁ କହିଥିଲେ ହେଁ ଏକଥା ସେ ଶୁଣି ନଥିଲା। ଫଳରେ ପୁଲିସ୍‌ ବାଧ୍ୟ ହୋଇ ଗୁଳି କରିଥିଲା।

ତେବେ ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଅନୁଯାୟୀ, ଯେଉଁ ପୁଲିସ୍‌ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ସେଥିରେ ବିକାଶ ନଥିଲା। ସେ ଆଉ ଗୋଟିଏ ଗାଡ଼ିରେ ବସିଥିଲା। ଦୁର୍ଘଟଣାରେ ଗାଡ଼ିଟି ଓଲଟି ପଡ଼ିଥିଲେ ହେଁ ସେତେଟା କ୍ଷୟକ୍ଷତି ହୋଇନାହିଁ।
https://twitter.com/i/status/1281441889917386753

ନିକଟସ୍ଥ ଟୋଲ ଗେଟ୍‌ରେ ପୁଲିସ୍‌ କନଭୟ ରାତି ପ୍ରାୟ ୪ଟା ବେଳେ ଅତିକ୍ରମ କରିଥିଲା। ଏହି ସମୟରେ ବିକାଶ ଯେଉଁ ଗାଡ଼ିରେ ବସିଥିଲା, ସେଗାଡ଼ିଟି ସଂପୂର୍ଣ୍ଣ ସୁରକ୍ଷତି ରହିଛି। ତେବେ ଏ ସମ୍ପର୍କରେ ପୁଲିସ୍‌ କିଛି ବି କହିନାହିଁ। ଏଭଳି ସ୍ଥିତିରେ ବିକାଶ କେମିତି ଖସିବାକୁ ଚେଷ୍ଟା କଲା ବୋଲି ପ୍ରଶ୍ନ ଉଠିଛି।

ସେହିପରି ବିକାଶ ଯାଉଥିବା ଗାଡ଼ିକୁ କିଛି ଗଣମାଧ୍ୟମର ଗାଡ଼ି ଅନୁସରଣ କରୁଥିଲେ। ତେବେ ଏନକାଉଣ୍ଟରର ଅଧା ଘଣ୍ଟା ପୂର୍ବରୁ ହଠାତ୍‌ ପୁଲିସ୍‌ ମିଡିଆ ଗାଡ଼ି ଗୁଡ଼ିକୁ ସାଚେନ୍ଦି ଠାରେ ଅଟକାଇ ଦେଇଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବ୍ୟାରିକେଡ୍‌ କରି ମିଡିଆ ଗାଡ଼ିକୁ ଅଟାଯିବା ପରେ ସକାଳ ପ୍ରାୟ ୬.୩୦ରେ ହଠାତ୍‌ ପୁଲିସ୍‌ କନଭୟର ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଥିଲା। ଏହାପରେ ଗୁଳିମାଡ଼ର ଶବ୍ଦ ଶୁଣାଯାଇଥିବା ସ୍ଥାନୀୟ ଅଞ୍ଚଳର ଲୋକେ କହିଛନ୍ତି।

ସେହିପରି ଗତକାଲି ରାତିରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି ବିକାଶ ଦୁବେର ସୁରକ୍ଷା ଦାବି କରାଯାଇଥିଲା ଓ ଘଟଣାର ସିବିଆଇ ତଦନ୍ତ ହେବା ଉଚିତ ବୋଲି ଆବେଦନକାରୀ କହିଥିଲେ। ଏସବୁ ଭିତରେ ହଠାତ୍‌ ବିକାଶର ଏନକାଉଣ୍ଟର ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି ଯେ ଆମେ ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳକୁ ଆସିବାକୁ ଚାହୁଁଥିଲୁ। ହେଲେ ପୁଲିସ୍‌ ସେମାନଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦେଇ ନଥିଲା।

ବିକାଶ ଦୁବେ ସହ ଅନେକ ରାଜନେତା ଓ ପୁଲିସ୍‌ ଅଧିକାରୀଙ୍କ ମଧୁଚ୍ଛନ୍ଦ୍ରିକା ରହିଥିବା କୁହାଯାଉଥିଲା। କୋର୍ଟରେ ହାଜର ହେବା ପରେ ତା’ର ବୟାନ ରେକର୍ଡ ହେବାର ଥିଲା। ଏହା ପୂର୍ବରୁ ହିଁ ପୁଲିସ୍‌ ଗୁଳିରେ ସେ ନିହତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story