ଚାଇନା ପରେ ଭାରତ ଠାରୁ ଚାଉଳ କିଣିଲା ଭିଏତନାମ

ମୁମ୍ବାଇ: ଦୁନିଆର ତୃତୀୟ ବଡ଼ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ଭିଏତନାମ ଏବେ ଭାରତରେ ଶରଣ ପଶିଛି। ପ୍ରମଥର ପାଇଁ ଭିଏତନାମ ତା’ର ଚୀରପ୍ରତିଦ୍ୱନ୍ଦ୍ୱି ଭାରତ ଠାରୁ ଚାଉଳ କିଣିଛି। ଭିଏତନାମରେ ଚାଉଳ ଉତ୍ପାଦନ କ୍ରମାଗତ ହ୍ରାସ ପାଉଛି। ଏହି କାରଣରୁ ନିଜ ଦେଶର ଲୋକଙ୍କ ଭୋକ ମେଣ୍ଟାଇବାକୁ ଭିଏତନାମ ଏବେ ଭାରତ ସହ ଚାଉଳ କିଣିବାକୁ ଡିଲ କରିଛି। ଭିଏତନାମରେ କେବଳ ବିପୁଳ ପରିମାଣର ଚାଉଳ ଉତ୍ପାଦନ ହୁଏନାହିଁ, ବରଂ ଚାଉଳ ଜାତୀୟ ଖାଦ୍ୟ ସାମଗ୍ରୀର ଚାହିଦା […]

g

g

Hemant Lenka
  • Published: Tuesday, 05 January 2021
  • Updated: 05 January 2021, 03:25 PM IST

Sports

Latest News

ମୁମ୍ବାଇ: ଦୁନିଆର ତୃତୀୟ ବଡ଼ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ଭିଏତନାମ ଏବେ ଭାରତରେ ଶରଣ ପଶିଛି। ପ୍ରମଥର ପାଇଁ ଭିଏତନାମ ତା’ର ଚୀରପ୍ରତିଦ୍ୱନ୍ଦ୍ୱି ଭାରତ ଠାରୁ ଚାଉଳ କିଣିଛି। ଭିଏତନାମରେ ଚାଉଳ ଉତ୍ପାଦନ କ୍ରମାଗତ ହ୍ରାସ ପାଉଛି। ଏହି କାରଣରୁ ନିଜ ଦେଶର ଲୋକଙ୍କ ଭୋକ ମେଣ୍ଟାଇବାକୁ ଭିଏତନାମ ଏବେ ଭାରତ ସହ ଚାଉଳ କିଣିବାକୁ ଡିଲ କରିଛି।

ଭିଏତନାମରେ କେବଳ ବିପୁଳ ପରିମାଣର ଚାଉଳ ଉତ୍ପାଦନ ହୁଏନାହିଁ, ବରଂ ଚାଉଳ ଜାତୀୟ ଖାଦ୍ୟ ସାମଗ୍ରୀର ଚାହିଦା ମଧ୍ୟ ଅଧିକ ରହିଛି। ଏଠାରେ ମୁଖ୍ୟ ଖାଦ୍ୟ ହେଉଛି ଭାତ। ରୟଟର୍ସରେ ପ୍ରକାଶିତ ଖବର ଅନୁଯାୟୀ, ଦିନକୁ ଦିନ ଭିଏତନାମରେ ଧାନ ଉତ୍ପାଦନ ହ୍ରାସ ପାଉଛି।

୨୦୨୦ରେ ଭିଏତନାମରେ ମୋଟ ଧାନ ଉତ୍ପାଦନ ୧.୮୫% ହ୍ରାସ ପାଇ ୪୨.୬୯ ମିଲୟନ ଟନ୍‌ ରହିଛି। ଏହାର ଅର୍ଥ ଏହି ଧାନରୁ ମୋଟ ୨୧.୩୫ ମିଲିୟନ ଟନ୍‌ ଚାଉଳ ଉତ୍ପାଦନ ହୋଇପାରିବ। ଦେଶର ଚାଉଳ ରପ୍ତାନ ମଧ୍ୟ ୩.୫% ହ୍ରାସ ପାଇ ୬.୧୫ ମିଲିୟନ ଟନ୍‌ ରହିପାରେ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭିଏତନାମ ଏବେ ଭାରତ ଠାରୁ ୭୦ ହଜାର ଟନ୍‌ ଚାଉଳ କିଣିବାକୁ ନିଷ୍ପତ୍ତି ନେଇଛି।

ଏହି ୭୦ ହଜାର ଟନ୍‌ ଚାଉଳ ଜାନୁଆରୀ ଓ ଫେବୃଆରୀ ମାସରେ ଭିଏତନାମକୁ ଦିଆଯିବ। ପ୍ରତି ଟନ୍‌ ବାବଦରେ ଭାରତୀୟ ଚାଉଳ ରପ୍ତାନୀକାରୀ କମ୍ପାନୀକୁ ପ୍ରାୟ ୩୧୦ ଡଲାର ମିଳିବ। ଏହାକୁ ଯଦି ଆମେ ଟଙ୍କାରେ ରୂପାନ୍ତର କରିବା, ତା’ହେଲେ ପ୍ରତି ଚାଉଳର କେଜି ପିଛା ଦର ୨୨ ଟଙ୍କା ରହିବ।

ଅନ୍ୟପକ୍ଷରେ ଏସିଆ ମହାଦେଶରେ ଚାଉଳ ଉତ୍ପାଦନ କମୁଥିବାରୁ ୨୦୨୧ ବର୍ଷ ଏହାର ଦାମ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଚାଉଳ ଉପରେ ନିର୍ଭର କରୁଥିବା ଥାଇଲ୍ୟାଣ୍ଡ ଓ ଭିଏତନାମ ଭଳି ଦେଶଗୁଡ଼ିକ ମଧ୍ୟ ଚାଉଳ ପାଇଁ ଆଗାମୀ ଦିନରେ ଭାରତ ଉପରେ ଅଧିକ ନିର୍ଭର କରିପାରନ୍ତି।

ଚାଉଳ ରପ୍ତାନକାରୀ ଆସୋସିଏସନ ସଭାପତି ବିଭି କ୍ରିଷ୍ଣା ରାଓ କହିଛନ୍ତି, ପ୍ରଥମଥର ପାଇଁ ଆମେ ଭିଏତନାମକୁ ଚାଉଳ ରପ୍ତାନୀ କରୁଛୁ। ଭାରତୀୟ ବଜାରରେ ଚାଉଳର ଦାମ ସମସ୍ତଙ୍କୁ ଆକର୍ଷିତ କରୁଛି। ଖାସ୍‌ ସେଥିପାଇଁ ଚାଉଳର ରପ୍ତାନୀ ହୋଇପାରୁଛି ବୋଲି ସେ କହିଛନ୍ତି।

କରୋନା ଭାଇରସକୁ ଦୃଷ୍ଟିରେ ରଖି ଭିଏତନାମ ୨୭୦,୦୦୦ ଟନ୍‌ ଚାଉଳ ଗଚ୍ଛିତ କରି ରଖିବ ବୋଲି ଘୋଷଣା କରିଥିଲା। ଏବେ ଭିଏତନାମ ଚାଉଳ କିଣିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସେଠାକାର ବ୍ୟବସାୟୀମାନେ ଅଲଗା କଥା କହିଛନ୍ତି। ହୋ ଚି ମିନହ ସିଟିର ଜଣେ ଚାଉଳ ବ୍ୟବସାୟୀ କହିଛନ୍ତି, ଭାରତ ଠାରୁ ଆସିଥିବା ଚାଉଳ ଗୁଡ଼ିକୁ ୨୦୧୬-୨୦୧୭ ଠାରୁ ଭିଏତନାମ ସରକାର ଶୀତଳ ଭଣ୍ଡାରରେ ରଖିଥିଲେ।

ଏହାର ଗୁଣବତ୍ତା ଠିକ ନଥିବାରୁ ଦାମ ମଧ୍ୟ କମ ରହିଛି। ଭାରତରୁ ଆସୁଥିବା ଚାଉଲ ଏତେ ନିମ୍ନମାନରେ ଯେ ଏହାକୁ ସିଧାସଳଖ ଜଣେ ବ୍ୟକ୍ତି ଖାଇପାରିବ ନାହିଁ। ତେବେ ଏହି ଚାଉଳକୁ ଗୃହପାଳିତ ପଶୁପକ୍ଷୀ ଓ ବିୟର ତିଆରି କରିବା ପାଇଁ ବ୍ୟବହାର କରାଯାଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story