ଗ୍ୟାଙ୍ଗଷ୍ଟର ବିକାଶର ପତ୍ନୀ ଦେଲେ ବଡ଼ ବୟାନ, କହିଲେ ଦରକାର ପଡ଼ିଲେ ବନ୍ଧୁକ ଉଠାଇବି

କାନପୁର: ପୁଲିସ୍‌ ଗୁଳିରେ ନିହତ ହୋଇଥିବା ବିକାଶ ଦୁବେର ପତ୍ନୀ ରିଚା ଏବେ ଗଣମାଧ୍ୟମ ଆଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯିଏ ଯେମିତି କରିବ, ତା’କୁ ସେମିତି ଦଣ୍ଡ ମିଳିବ। ଦରକାର ପଡ଼ିଲେ ବନ୍ଧୁକ ମଧ୍ୟ ଉଠାଇବାକୁ ସେ ପଛାଇବି ନାହିଁ ବୋଲି  କହିଛନ୍ତି। ଏଥିସହ ବିକାଶ ଦୁବେର ଏନକାଉଣ୍ଟର ପାଇଁ ସେ ମିଡିଆକୁ ଦାୟୀ କରିଛନ୍ତି। କାନପୁର ବାରା ଅଞ୍ଚଳରେ ଘଟିଥିବା ଏନକାଉଣ୍ଟରରେ ବିକାଶ ଦୁବେ ନିହତ ହୋଇଥିଲା। ଏହାପରେ ଭୈରବ ଘାଟରେ […]

da

da

Hemant Lenka
  • Published: Saturday, 11 July 2020
  • Updated: 11 July 2020, 10:05 AM IST

Sports

Latest News

କାନପୁର: ପୁଲିସ୍‌ ଗୁଳିରେ ନିହତ ହୋଇଥିବା ବିକାଶ ଦୁବେର ପତ୍ନୀ ରିଚା ଏବେ ଗଣମାଧ୍ୟମ ଆଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯିଏ ଯେମିତି କରିବ, ତା’କୁ ସେମିତି ଦଣ୍ଡ ମିଳିବ। ଦରକାର ପଡ଼ିଲେ ବନ୍ଧୁକ ମଧ୍ୟ ଉଠାଇବାକୁ ସେ ପଛାଇବି ନାହିଁ ବୋଲି  କହିଛନ୍ତି। ଏଥିସହ ବିକାଶ ଦୁବେର ଏନକାଉଣ୍ଟର ପାଇଁ ସେ ମିଡିଆକୁ ଦାୟୀ କରିଛନ୍ତି।

କାନପୁର ବାରା ଅଞ୍ଚଳରେ ଘଟିଥିବା ଏନକାଉଣ୍ଟରରେ ବିକାଶ ଦୁବେ ନିହତ ହୋଇଥିଲା। ଏହାପରେ ଭୈରବ ଘାଟରେ କିଛି ହାତ ଗଣତି ପରିବାର ଲୋକ ଓ ଗଣମାଧ୍ୟମ ଆଗରେ ବିକାଶର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଦୁବେର ପତ୍ନୀ ରିଚା ଗଣାମାଧ୍ୟମ ଉପରେ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି।

ଗଣମାଧ୍ୟମର ପ୍ରତିନିଧିମାନେ ରିଚାଙ୍କୁ ପଚାରିଥିଲେ ଯେ ବିକାଶ ଦୁବେ କ’ଣ ହତ୍ୟା କରି ନଥିଲା କି? ଏହାର ଜବାବରେ ରିଚା କହିଛନ୍ତି, “ସେ ହତ୍ୟା କରିଛନ୍ତି କି ନାହିଁ, ସେକଥା ପଚାରିବାକୁ ତୁ କିଏ? ଯିଏ ବି ଭୁଲ କରିବ, ତା’କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ। ଏକଥା ମୁଁ ହିଁ କହୁଛି। ଦରକାର ପଡ଼ିଲେ ମୁଁ ବନ୍ଧୁକ ମଧ୍ୟ ଉଠାଇବି। ପ୍ରଥମେ ମାରିବାକୁ ଯୋଜନା କରୁଛ ଓ ତା’ପରେ ଏଠି ଆସି ମୋତେ ପ୍ରଶ୍ନ କରୁଛ। ଦୟା କରି ଏଠାରୁ ଚାଲି ଯାଆନ୍ତୁ।”

ରିଚା ପ୍ରଶ୍ନର ଉତ୍ତର ଦେବା ବେଳେ ଅତ୍ୟନ୍ତ କ୍ରୋଧିତ ଥିଲେ ଓ ଚିତ୍କାର କରି ଜବାବ ଦେଉଥିଲେ। ତେବେ କିଛି ସମୟ ପରେ ତାଙ୍କ ରାଗ କମିଥିଲା ଓ ସେ ପୁଲିସ୍‌ ଏନକାଉଣ୍ଟରକୁ ଠିକ ବୋଲି ମଧ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story