ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟର

କାନପୁର: ଉତ୍ତର ପ୍ରଦେଶ କାନପୁର ଶୁଟଆଉଟର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀ ପୁଲିସ୍‌ ଗୁଳିରେ ନିହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବଉଭା ଦୁବେ ଓ ପ୍ରଭାତ ମିଶ୍ରା। ବୁଧବାର ପୁଲିସ୍‌ ବିକାଶର ପୁତୁରା ଅମର ଦୁବେକୁ ଗୁଳି କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଆଜି ନିହତ ହୋଇଥିବା ପ୍ରଭାତ ମିଶ୍ରାକୁ ପୁଲିସ୍‌ ଫରିଦାବାଦ ସ୍ଥିତ ଗୋଟିଏ ହୋଟେଲରୁ ଗିରଫ କରିଥିଲା। ଏଠାରେ ବିକାଶ ଦୁବେ ମଧ୍ୟ ରହୁଥିଲା। […]

b

b

Hemant Lenka
  • Published: Thursday, 09 July 2020
  • Updated: 09 July 2020, 10:20 AM IST

Sports

Latest News

କାନପୁର: ଉତ୍ତର ପ୍ରଦେଶ କାନପୁର ଶୁଟଆଉଟର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀ ପୁଲିସ୍‌ ଗୁଳିରେ ନିହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବଉଭା ଦୁବେ ଓ ପ୍ରଭାତ ମିଶ୍ରା। ବୁଧବାର ପୁଲିସ୍‌ ବିକାଶର ପୁତୁରା ଅମର ଦୁବେକୁ ଗୁଳି କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା।

ଆଜି ନିହତ ହୋଇଥିବା ପ୍ରଭାତ ମିଶ୍ରାକୁ ପୁଲିସ୍‌ ଫରିଦାବାଦ ସ୍ଥିତ ଗୋଟିଏ ହୋଟେଲରୁ ଗିରଫ କରିଥିଲା। ଏଠାରେ ବିକାଶ ଦୁବେ ମଧ୍ୟ ରହୁଥିଲା। ହେଲେ ପୁଲିସ୍‌ ଆସିବା ପୂର୍ବରୁ ଖସି ଚାଲି ଯାଇଥିଲା। ପୁଲିସ୍‌ ପ୍ରଭାତକୁ ଗିରଫ କରିଥିଲେ ହେଁ ସେ ଆଜି ଖସି ଯିବାକୁ ଉଦ୍ୟମ କରିଥିଲା। ଫଳରେ ପୁଲିସ୍‌ ତା’କୁ ଗୁଳି କରିଦେଇଛି।

ସେହିପରି ଇଟାୱାରେ ପୁଲିସ୍‌ ବଉଭା ଦୁବେକୁ ଏନକାଉଣ୍ଟର କରିଛି। ପୁଲିସର ସୂଚନା ଅନୁଯାୟୀ, ବଉଭା ଦୁବେ ମାହେୱା ଜାତୀୟ ରାଜପଥରୁ ଗୋଟିଏ ସୁଫିଟ୍‌ ଡିଜାୟର ଗାଡ଼ି ଲୁଟ କରିଥିଲା। ତା’ ସହ ଏହି ଲୁଟ ଘଟଣାରେ ଆଉ ୩ ଜଣ ରହିଥିଲେ। ପୁଲିସ୍‌ ଲୁଟ୍‌ ସମ୍ପର୍କରେ ଖବର ପାଇବା କ୍ଷଣି ସର୍ଚ୍ଚ ଅପରେସନ କରିଥିଲା।

ଏହି ସମୟରେ ବଉଭା ଦୁବେ ପୁଲିସ୍‌କୁ ଗୁଳି କରିଥିଲା। ପୁଲିସ୍‌ ମଧ୍ୟ ଏହାର ଜବାବ ଦେଇଥିଲା। ଗୁଳି ବିନିମୟ ସମୟରେ ସେ ପ୍ରାଣ ହରାଇଛି। ତେବେ ଅନ୍ୟ ୩ ଜଣ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ବଉଭା ଦୁବେ ପୁଲିସ୍‌ ପାଇଁ ମୋଷ୍ଟୱାଣ୍ଟେଡ ଥିଲା। ଏଥିପାଇଁ ତା’ ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଲାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story