ପଶ୍ଚିମବଙ୍ଗର ଭାତପଡ଼ାରେ ପୁଣି ଗୋଷ୍ଠୀ ସଂଘର୍ଷ

କୋଲକାତା: ପଶ୍ଚିମବଙ୍ଗର ଭାତପଡ଼ାରେ ଆଜି ପୁଣିଥରେ ଗୋଷ୍ଠୀ ସଂଘର୍ଷ ଘଟି ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଏଠାରେ ଗୁଳି ଚାଲିବା ସାଙ୍ଗକୁ ଘନଘନ ବୋମାମାଡ଼ ହୋଇଥିଲା। ଏଥିରେ ୨ ଜଣ ପ୍ରାଣ ହରାଇଥିଲେ। ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ଏସ୍‌ ଆଲୁୱାଲିଆ, ସାଂସଦ ସତ୍ୟପାଲ ସିଂହ ଓ ବିଡି ରାମ ଆଜି ଭାତପଡ଼ା ଗସ୍ତ କରି ଗୁରୁବାର ଦିନ ଘଟିଥିବା ସଂଘର୍ଷର କାରଣ ଏବଂ ଘଟଣା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ। ବିଜେପିର […]

left-b

left-b

Hemant Lenka
  • Published: Saturday, 22 June 2019
  • Updated: 22 June 2019, 04:20 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର ଭାତପଡ଼ାରେ ଆଜି ପୁଣିଥରେ ଗୋଷ୍ଠୀ ସଂଘର୍ଷ ଘଟି ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଏଠାରେ ଗୁଳି ଚାଲିବା ସାଙ୍ଗକୁ ଘନଘନ ବୋମାମାଡ଼ ହୋଇଥିଲା। ଏଥିରେ ୨ ଜଣ ପ୍ରାଣ ହରାଇଥିଲେ। ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ଏସ୍‌ ଆଲୁୱାଲିଆ, ସାଂସଦ ସତ୍ୟପାଲ ସିଂହ ଓ ବିଡି ରାମ ଆଜି ଭାତପଡ଼ା ଗସ୍ତ କରି ଗୁରୁବାର ଦିନ ଘଟିଥିବା ସଂଘର୍ଷର କାରଣ ଏବଂ ଘଟଣା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ। ବିଜେପିର ଏହି ୩ ଜଣିଆ ଟିମ୍‌ ସେଠାରୁ ଫେରିଯିବା ପରେ ପରେ ପୁଣି ଥରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇ ଥିଲା।

ବିଜେପି ସମର୍ଥକମାନେ ମମତା ବାନାର୍ଜୀଙ୍କ ବିରୋଧରେ ସ୍ଲୋଗାନ ଦେବାରୁ ହିଁ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସ୍‌କୁ ବାଧ୍ୟ ହୋଇ ଲାଠିଚାର୍ଜ କରିବାକୁ ପଡ଼ିଥିଲା।

ବିଜେପି ପ୍ରତିନିଧି ଦଳ ଭାତପଡ଼ାର ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ରିପୋର୍ଟ ଦେବେ। ବିଜେପି ଟିମ୍‌ର ଗସ୍ତ ପୂର୍ବରୁ କଂଗ୍ରେସ ଓ ସିପିଏମ୍‌ର ଟିମ୍‌ ମଧ୍ୟ ସେଠାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଭାତପଡ଼ାରେ ଘଟିଥିବା ହିଂସାକାଣ୍ଡ ପାଇଁ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ପରସ୍ପରକୁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story