ଲିଟରକୁ ୬୦୦ଟଙ୍କା ଦେଇ ପାଣି ପିଅନ୍ତି ବିରାଟ: ତଥାପି ଅସୁରକ୍ଷିତ

ନୂଆଦିଲ୍ଲୀ: ନିକଟରେ ଏକ ଖବର ପ୍ରକାଶ ପାଇଥିଲା। ଫିଟ୍‌ନେସ୍‌କୁ ସବୁବେଳେ ଗୁରୁତ୍ୱ ଦେଉଥିବା ବିରାଟ କୋହଲି ପିଇବା ପାଣିକୁ ନେଇ ବେଶ୍ ସଚେତନ। ସେ ଏମିତି ସେମିତି ବ୍ରାଣ୍ଡର ପାଣି ପିଅନ୍ତି ନାହିଁ। ସେ ପିଉଥିବା ପାଣି ୧୦ କିମ୍ବା ୨୦ଟଙ୍କାରେ ମିଳେ ନାହିଁ। ପାଣି ପାଇଁ ଲିଟର ପିଛା ସେ ୬୦୦ଟଙ୍କା ଖର୍ଚ୍ଚ କରନ୍ତି। କୌଣସି ସାଧାରଣ ବ୍ରାଣ୍ଡ ନୁହେଁ, ‘ଏଭିଆନ୍‌’ ବ୍ରାଣ୍ଡର ପାଣି ପିଅନ୍ତି ବିରାଟ। ପ୍ଲାଷ୍ଟିକ୍ ବୋତଲ ପାଣି ସୁରକ୍ଷିତ କି ନୁହେଁ, […]

virat

virat

Rakesh Mallick
  • Published: Friday, 16 March 2018
  • Updated: 16 March 2018, 06:32 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ଏକ ଖବର ପ୍ରକାଶ ପାଇଥିଲା। ଫିଟ୍‌ନେସ୍‌କୁ ସବୁବେଳେ ଗୁରୁତ୍ୱ ଦେଉଥିବା ବିରାଟ କୋହଲି ପିଇବା ପାଣିକୁ ନେଇ ବେଶ୍ ସଚେତନ। ସେ ଏମିତି ସେମିତି ବ୍ରାଣ୍ଡର ପାଣି ପିଅନ୍ତି ନାହିଁ। ସେ ପିଉଥିବା ପାଣି ୧୦ କିମ୍ବା ୨୦ଟଙ୍କାରେ ମିଳେ ନାହିଁ। ପାଣି ପାଇଁ ଲିଟର ପିଛା ସେ ୬୦୦ଟଙ୍କା ଖର୍ଚ୍ଚ କରନ୍ତି। କୌଣସି ସାଧାରଣ ବ୍ରାଣ୍ଡ ନୁହେଁ, ‘ଏଭିଆନ୍‌’ ବ୍ରାଣ୍ଡର ପାଣି ପିଅନ୍ତି ବିରାଟ।

ପ୍ଲାଷ୍ଟିକ୍ ବୋତଲ ପାଣି ସୁରକ୍ଷିତ କି ନୁହେଁ, ସେ ସଂପର୍କରେ ନ୍ୟୁୟର୍କର ଫ୍ରେଡୋନିଆ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା କରାଯାଇଥିଲା। ଗବେଷଣାରୁ ଯେଉଁ ସବୁ ବ୍ରାଣ୍ଡର ପ୍ଲାଷ୍ଟିକ୍ ବୋତଲ ପାଣି ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଲା, ସେଥିରେ ବିରାଟ କୋହଲି ପିଉଥିବା ‘ଏଭିଆନ୍‌’ ବ୍ରାଣ୍ଡର ପାଣି ମଧ୍ୟ ସାମିଲ ଅଛି। ଅର୍ଥାତ୍ ଲିଟର ପିଛା ୬୦୦ଟଙ୍କା ପଡୁଥିବା ପାଣି ବି ସୁରକ୍ଷିତ ନୁହେଁ। ଗବେଷକଙ୍କ କହିବା ଅନୁଯାୟୀ ବୋତଲ ପାଣିରେ ପ୍ଲାଷ୍ଟିକ୍‌ ଅଂଶ ରହିଯାଏ।

ଭାରତ, ଆମେରିକା,ବ୍ରାଜିଲ୍‌,ଇଣ୍ଡୋନେସିଆ, କେନିଆ, ଲେବନାନ, ମେକ୍ସିକୋ ଏବଂ ଥାଇଲାଣ୍ଡର କିଛି ପ୍ଲାଷ୍ଟିକ୍ ବୋତଲ ବ୍ରାଣ୍ଡ ପାଣିକୁ ଗବେଷଣାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରାୟ ୯୩ ପ୍ରତିଶତ ନମୂନାରେ ପ୍ଳାଷ୍ଟିକର ଅବଶେଷ ମିଳିଥିଲା।

ଗବେଷକଙ୍କ କହିବା ଅନୁଯାୟୀ ପ୍ଲାଷ୍ଟିକ୍‌ ବୋତଲରେ ବନ୍ଦ ଥିବା ପାଣିରେ ପଲିପ୍ରୋପାଇଲିନ୍‌, ନାୟଲୋନ୍ ଏବଂ ପଲିଇଥାଇଲିନ୍‌ ଟେରେପଥାଲେଟ୍‌ ପରି କେମିକାଲ ଅବଶେଷ ରହିଥାଏ। ଏସବୁ ବୋତଲର ଠିପି ତିଆରିରେ ବ୍ୟବହୃତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story