ବାରମ୍ବାର ମୁହଁରେ ହାତ ମାରୁଛନ୍ତି କି ?କରୋନାରୁ ରକ୍ଷା ପାଇଁ ସହଜ ଉପାୟ କହିଲେ କେମ୍ବ୍ରିଜ୍‌ ବିଶେଷଜ୍ଞ

ନୂଆଦିଲ୍ଲୀ: କେବଳ ଚାଇନା ନୁହେଁ ଭାରତରେ ମଧ୍ୟ କରୋନା ଭୟ ଲୋକଙ୍କୁ ଆତଙ୍କିତ କରିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିବାରୁ ଲୋକମାନେ ଏଥରୁ ବର୍ତ୍ତିବା ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାରେ ଲାଗିଛନ୍ତି। ଏସବୁ ଭିତରେ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭାଇରୋଲୋଇଜିଷ୍ଟ ତଥା ବିଶେଷଜ୍ଞ ଡା.ଡବ୍ଲୁ ଲାନ ଲିପକିନ କରୋନାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଶ୍ୱବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଭାଇରୋଲୋଜିଷ୍ଟ ଅର୍ଥ ସଂକ୍ରମଣ ରୋଗକୁ ରୋକିବା ଦିଗରେ ଗବେଷଣା […]

b

b

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 10:30 PM IST

ନୂଆଦିଲ୍ଲୀ: କେବଳ ଚାଇନା ନୁହେଁ ଭାରତରେ ମଧ୍ୟ କରୋନା ଭୟ ଲୋକଙ୍କୁ ଆତଙ୍କିତ କରିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିବାରୁ ଲୋକମାନେ ଏଥରୁ ବର୍ତ୍ତିବା ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାରେ ଲାଗିଛନ୍ତି। ଏସବୁ ଭିତରେ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭାଇରୋଲୋଇଜିଷ୍ଟ ତଥା ବିଶେଷଜ୍ଞ ଡା.ଡବ୍ଲୁ ଲାନ ଲିପକିନ କରୋନାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଶ୍ୱବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଭାଇରୋଲୋଜିଷ୍ଟ ଅର୍ଥ ସଂକ୍ରମଣ ରୋଗକୁ ରୋକିବା ଦିଗରେ ଗବେଷଣା ଚଳାଇଥିବା ବୈଜ୍ଞାନିକ ବା ଡାକ୍ତର। ସାଧାରଣତଃ ଆମେ ଜାଣତରେ ହେଉ ବା ଅଜାଣତରେ ଅନେକ ସମୟରେ ମୁହଁରେ ହାତ ମାରି ଥାଉ।

ତେବେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଯଦି ଲୋକମାନେ ସେମାନଙ୍କ  ମୁହଁକୁ ବାରମ୍ବାର ଛୁଇଁବା କମ କରିପାରିବେ, ତା’ହେଲେ କରୋନା ସଂକ୍ରମଣ ୪୦% ହ୍ରାସ ପାଇବାର ସମ୍ଭାବନା ରହିଛି। ସେ କହିଛନ୍ତି, ଜଣେ ବ୍ୟକ୍ତି ପ୍ରତିଦିନ ତା’ର ମୁହଁକୁ ୧୦୦ରୁ ଅଧିକ ଥର ଛୁଇଁ ଥାଏ। ଯଦି ସେ ଏହାକୁ ହ୍ରାସ କରିଦେବେ, ତା’ହେଲେ କରୋନା ସଂକ୍ରମଣ ଆଶଙ୍କା କମ ହୋଇପାରିବ। ମୁହଁକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବାକୁ ଦରକାର।

କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାଇରସ ଉପରେ ରିସର୍ଚ୍ଚ କରି ଖ୍ୟାତି ଅର୍ଜନ କରିଥିବା ଡା. ଲିପକିନ ଗତବର୍ଷ ଚାଇନା ଗସ୍ତ କରିଥିଲେ। ହେଲେ କରୋନା ବ୍ୟାପିଥିବା କଥା ସେ ଜାଣି ପାରି ନଥିଲେ। ସେ ଏକଥା ଜାଣିବା ପରେ ନିଜକୁ ନିଜେ ଦୁଇ ସପ୍ତାହ ସମସ୍ତଙ୍କ ଠାରୁ ଅଲଗା କରିଦେଇଥିଲେ। ସେ ଏକୁଠିଆ ଦୁଇ ସପ୍ତାହ ଯାଏ ଗୋଟିଏ ଘରେ ବନ୍ଦ ହୋଇ ରହିଥିଲେ।

୩୦ ବର୍ଷ ହେଲା ଡାଇଗ୍ନୋଷ୍ଟିକ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଏବେ ଡା. ଲିପକିନ ମାଲିମାନ ସ୍କୁଲ ଅଫ ପବ୍ଲିକ ହେଲଥର ସେଣ୍ଟର ଫର ଇନଫେକସନ ଓ ଇମ୍ୟୁନିଟିର ନିର୍ଦ୍ଦେଶକ ରହିଛନ୍ତି।

ସେ କହିଛନ୍ତି, ଯଦି କେହି ଅସୁସ୍ଥତା ଅନୁଭବ କରୁଛନ୍ତି, ତା’ହେଲେ ଅନ୍ୟମାନଙ୍କ ସହ ମିଶିବା ବନ୍ଦ କରିଦିଅନ୍ତୁ। ନିଜକୁ ନିଜେ ଆଇସୋଲେଟ କରନ୍ତୁ। ଭାଇରସ ସର୍ବଦା ବାୟୁମଣ୍ଡଳରେ ରହିଥାଏ। ଏହା କେତେବେଳେ ଯେ କାହା ଶରୀରରେ ପ୍ରବେଶ କରିବ, ସେକଥା କେହି ବି କହିପାରିବେ ନାହିଁ। ତେଣୁ ଲୋକମାନେ ସର୍ବସାଧାରଣରେ ମାସ୍କ ବ୍ୟବହାର କରିବା ଦରକାର।

ଏପରି କି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବା ସମୟରେ ଗ୍ଲୋବ୍ସ ବ୍ୟବହାର କରିବା ଉଚିତ। ସେ ଆହୁରି କହିଛନ୍ତି, ଏହି ଭାଇରସର ଟୀକା ବାହାରିବାରେ ଏକ ବର୍ଷ ସମୟ ଲାଗିପାରେ। ତେଣୁ ଏହା ଭୟଙ୍କର ରୂପ ଧାରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି।

ଯେଉଁମାନେ ଭାଇରସରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଛନ୍ତି, ସେମାନେ ପ୍ଲାଜମା ବ୍ୟାଙ୍କ ଗୁଡ଼ିକୁ ପ୍ଲାଜମା ଯୋଗାଇବା ଉଚିତ। କାରଣ ଏହା କରୋନୋ ଭାଇରସର ଚିକିତ୍ସା କରିବାରେ ପ୍ରଭାବଶାଳୀ ହୋଇପାରିବ। କରୋନା ଭାଇରସରୁ ସୁସ୍ଥ ହେଉଥିବା ଲୋକଙ୍କ ପ୍ଲାଜମା ଘାତକ ରୋଗ ସୃଷ୍ଟି କରୁଥିବା ଭାଇରସର ମୁକାବିଲା କରିବା କ୍ଷେତ୍ରରେ ଆଣ୍ଟିବାୟୋଟିକ ଭାବେ କାର୍ଯ୍ୟ କରିଥାଏ। ଡୋନେଟ କରାଯାଇଥିବା ରକ୍ତରୁ ମିଳୁଥିବା ପ୍ଲାଜମା ଜଣେ ଭାଇରସ ପୀଡ଼ିତଙ୍କ ପାଇଁ ଆଣ୍ଟିବାୟୋଟିକ ତିଆରି କରିବା ଦିଗରେ ବ୍ୟବହାର କରାଯାଏ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story