ବଗିକୁ ଛାଡ଼ି ୧୦ କିମି ଦୌଡ଼ିଲା ବିଶାଖା ଏକ୍ସପ୍ରେସ

ବିଶାଖାପଟନମ୍‌: ବଗିକୁ ଅଧା ରାସ୍ତାରେ ଛାଡ଼ି ଇଞ୍ଜିନ ୧୦ କିମି ଆଗକୁ ଚାଲିଯିବା ଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲେ ହେଁ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ସହ ଏଭଳି ଘଟଣା ଘଟିଛି। ବିଶାଖା ଏକ୍ସପ୍ରେସ ନର୍ସିପାଟନମ ଓ ଟୁନି ରେଳ ଷ୍ଟେସନ ମଧ୍ୟରେ ଯାତାୟାତ କରୁଥିବା ବେଳେ ହଠାତ୍‌ ଇଞ୍ଜିନ ସହ ଲାଗିଥିବା ବଗି ଗୁଡ଼ିକ ଅଲଗା ହୋଇଯାଇଥିଲେ। କିଛି ସମୟ ପାଇଁ […]

we

we

Hemant Lenka
  • Published: Tuesday, 20 August 2019
  • Updated: 20 August 2019, 03:26 PM IST

Sports

Latest News

ବିଶାଖାପଟନମ୍‌: ବଗିକୁ ଅଧା ରାସ୍ତାରେ ଛାଡ଼ି ଇଞ୍ଜିନ ୧୦ କିମି ଆଗକୁ ଚାଲିଯିବା ଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲେ ହେଁ କୌଣସି ବଡ଼ଧରଣର ଅଘଟଣ ଘଟିନାହିଁ। ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ସହ ଏଭଳି ଘଟଣା ଘଟିଛି। ବିଶାଖା ଏକ୍ସପ୍ରେସ ନର୍ସିପାଟନମ ଓ ଟୁନି ରେଳ ଷ୍ଟେସନ ମଧ୍ୟରେ ଯାତାୟାତ କରୁଥିବା ବେଳେ ହଠାତ୍‌ ଇଞ୍ଜିନ ସହ ଲାଗିଥିବା ବଗି ଗୁଡ଼ିକ ଅଲଗା ହୋଇଯାଇଥିଲେ।

କିଛି ସମୟ ପାଇଁ ଯାତ୍ରୀ କିମ୍ବା ଟ୍ରେନ ଡ୍ରାଇଭର ଏହି ଅଘଟଣ ବିଷୟରେ ଜାଣି ପାରି ନଥିଲେ। ହେଲେ ଦୀର୍ଘ ୧୦ କିମି ବାଟ ଅତିକ୍ରମ କରିବା ପରେ ଯାତ୍ରୀମାନେ ଏ ସମ୍ପର୍କରେ ଜାଣିବା ସହ ରେଳ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ରେଳ କର୍ତ୍ତୃପକ୍ଷ ଟ୍ରେନ୍‌ ଇଞ୍ଜିନ ସହ ବଗିକୁ ସଂଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story