ଗମ୍ଭୀରଙ୍କ ସମର୍ଥନରେ ବାହାରିଲେ ହରଭଜନ ଓ ଲକ୍ଷ୍ମଣ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ୍)ର ପ୍ରାର୍ଥୀ ଆତିଶିଙ୍କ ଉପରେ “ଆପତ୍ତିଜନକ ମନ୍ତବ୍ୟ’ ପାମ୍ଫଲେଟ୍ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀରଙ୍କ ଉପରେ ଲାଗିଥିବା ଅଭିଯୋଗରେ କ୍ରିକେଟର ହରଭଜନ ସିଂହ ଓ ଭିଭିଏସ୍ ଲକ୍ଷ୍ମଣ ପ୍ରତିକ୍ରିୟା ଦେଇଛନ୍ତି। ହରଭଜନ ଟ୍ୱିଟ୍ କରି କହିଛନ୍ତି, “ଗମ୍ଭୀର କେବେବି କୌଣସି ମହିଳାଙ୍କ ପ୍ରତି ଏଭଳି ଟିପ୍ପଣୀ କରିପାରିବେ ନାହିଁ। ତେଣିକି ସେ ହାରନ୍ତୁ କିମ୍ବା ଜିତନ୍ତୁ, କିନ୍ତୁ ଜଣେ ମଣିଷ ଭାବେ ଗମ୍ଭୀର ଏସବୁଠାରୁ ବହୁ ଉଦ୍ଧ୍ୱର୍ରେ।” I […]

vvs

vvs

Hemant Lenka
  • Published: Friday, 10 May 2019
  • Updated: 10 May 2019, 04:18 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ୍)ର ପ୍ରାର୍ଥୀ ଆତିଶିଙ୍କ ଉପରେ "ଆପତ୍ତିଜନକ ମନ୍ତବ୍ୟ' ପାମ୍ଫଲେଟ୍ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀରଙ୍କ ଉପରେ ଲାଗିଥିବା ଅଭିଯୋଗରେ କ୍ରିକେଟର ହରଭଜନ ସିଂହ ଓ ଭିଭିଏସ୍ ଲକ୍ଷ୍ମଣ ପ୍ରତିକ୍ରିୟା ଦେଇଛନ୍ତି।

ହରଭଜନ ଟ୍ୱିଟ୍ କରି କହିଛନ୍ତି, "ଗମ୍ଭୀର କେବେବି କୌଣସି ମହିଳାଙ୍କ ପ୍ରତି ଏଭଳି ଟିପ୍ପଣୀ କରିପାରିବେ ନାହିଁ। ତେଣିକି ସେ ହାରନ୍ତୁ କିମ୍ବା ଜିତନ୍ତୁ, କିନ୍ତୁ ଜଣେ ମଣିଷ ଭାବେ ଗମ୍ଭୀର ଏସବୁଠାରୁ ବହୁ ଉଦ୍ଧ୍ୱର୍ରେ।"

ସେହିପରି ଲକ୍ଷ୍ମଣ ମଧ୍ୟ ଗମ୍ଭୀରଙ୍କୁ ସମର୍ଥନ କରି କହିଛନ୍ତି, "ଗମ୍ଭୀରଙ୍କୁ ମୁଁ ଗତ ଦୁଇ ଦଶନ୍ଧି ଧରି ଜାଣିଛି, ଏଥିପାଇଁ ମୁଁ ତାଙ୍କ ସଚ୍ଚୋଟତା, ଚରିତ୍ର ଓ ମହିଳାଙ୍କ ପ୍ରତି ସମ୍ମାନର ଗ୍ୟାରେଣ୍ଟି ଦେଉଛି।"

ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି (ଆପ୍)ର ପ୍ରାର୍ଥୀ ଆତିଶିଙ୍କ ବିରୋଧରେ ଗମ୍ଭୀର ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ ଉଠିଥିଲା। ତେବେ ନିଜ ଉପରେ ଲାଗିଥିବା ଏହି ଅଭିଯୋଗର ଗମ୍ଭୀର ଦୃଢ଼ ଜବାବ ଦେଇଛନ୍ତି। ଏଭଳି ଅପପ୍ରଚାର ପାଇଁ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story