ଭୟଙ୍କର ଘୂର୍ଣ୍ଣିବାତ୍ୟାର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଓଡ଼ିଶା ଉପରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଫୋନିର ବିପଦ ଘାରିଥିବା ବେଳେ ଏବେ ଭୟଙ୍କର ଘୂର୍ଣ୍ଣିବାତ୍ୟା ବା ଟର୍ଣ୍ଣାଡୋର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ରୋମାନିଆର କାଲାରସିଠାରେ ଘୂର୍ଣ୍ଣିବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ମଙ୍ଗଳବାର ଏହି ଘୂର୍ଣ୍ଣିବାତ୍ୟା ରୋମାନିଆରେ ସାଧାରଣ ଜୀବନକୁ ପ୍ରଭାବିତ କରିଛି। ଏହାର ପ୍ରଭାବରେ ୭ ଜଣ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧୦ଟି ଘର ଭାଙ୍ଗି ଯାଇଛି। ଘୂର୍ଣ୍ଣିବାତ୍ୟାର ମଝିରେ ଏକ ଯାତ୍ରୀବାହୀ ବସ୍‌ ଫସି ଯାଇଥିଲା। […]

yyy

yyy

Hemant Lenka
  • Published: Wednesday, 01 May 2019
  • Updated: 01 May 2019, 04:22 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା ଉପରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଫୋନିର ବିପଦ ଘାରିଥିବା ବେଳେ ଏବେ ଭୟଙ୍କର ଘୂର୍ଣ୍ଣିବାତ୍ୟା ବା ଟର୍ଣ୍ଣାଡୋର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ରୋମାନିଆର କାଲାରସିଠାରେ ଘୂର୍ଣ୍ଣିବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ମଙ୍ଗଳବାର ଏହି ଘୂର୍ଣ୍ଣିବାତ୍ୟା ରୋମାନିଆରେ ସାଧାରଣ ଜୀବନକୁ ପ୍ରଭାବିତ କରିଛି। ଏହାର ପ୍ରଭାବରେ ୭ ଜଣ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧୦ଟି ଘର ଭାଙ୍ଗି ଯାଇଛି।

ଘୂର୍ଣ୍ଣିବାତ୍ୟାର ମଝିରେ ଏକ ଯାତ୍ରୀବାହୀ ବସ୍‌ ଫସି ଯାଇଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ବସ୍‌ଟିକୁ ୧୦ ମିଟିର ଦୂରରେ ଥିବା ଏକ ପଡ଼ିଆ ମଧ୍ୟକୁ ଠେଲି ଦେଇଥିଲା। ଫଳରେ ବସ୍‌ଟି ଓଲଟି ପଡ଼ିବା ସହ ଏହା ମଧ୍ୟରେ ଥିବା ଲୋକମାନେ ଆହତ ହୋଇଛନ୍ତି।

ଘୂର୍ଣ୍ଣିବାତ୍ୟା ଯୋଗୁ ସ୍ଥଳ ଭାଗରେ ଥିବା ଅଳିଆ ଆବର୍ଜନା ଏକ ଗୋଲାକାର ଆକୃତିରେ ବେଶ କିଛି ବାଟ ଉଡ଼ୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ
https://www.facebook.com/oscar.stanciu/videos/814741185562363/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story