ଅନଲକ-୨ରେ ଏହି ସବୁ ନିୟମ ପାଳନ କରିବାକୁ ବାଧ୍ୟ

ନୂଆଦିଲ୍ଲୀ: ଭାରତ ସରକାର ଆଜି କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁ ସ୍ଥାନରେ ଅନଲକ-୨ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଜୁଲାଇ ୩୧ ଯାଏ ଅନଲକ-୨ ଗାଇଡଲାଇନ ପାଳନ କରାଯିବ। ତେବେ ଏହି ସମୟରେ ଦେଶବାସୀ ଏହି ସବୁ ନିୟମ ପାଳନ କରିବାକୁ ବାଧ୍ୟ ବୋଲି ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସେଗୁଡ଼ିକ ହେଲା- ୧-ସର୍ବସାଧାରଣ ସ୍ଥାନ, କର୍ମସ୍ଥଳୀ ଓ ଯିବା ଆସିବା ବେଳେ ମାସ୍କ ପିନ୍ଧିବା ଜରୁରୀ। ୨-ସର୍ବସାଧାରଣ ସ୍ଥାନରେ ଅତି କମରେ ୬ […]

duf

duf

Hemant Lenka
  • Published: Monday, 29 June 2020
  • Updated: 29 June 2020, 10:28 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସରକାର ଆଜି କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁ ସ୍ଥାନରେ ଅନଲକ-୨ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଜୁଲାଇ ୩୧ ଯାଏ ଅନଲକ-୨ ଗାଇଡଲାଇନ ପାଳନ କରାଯିବ। ତେବେ ଏହି ସମୟରେ ଦେଶବାସୀ ଏହି ସବୁ ନିୟମ ପାଳନ କରିବାକୁ ବାଧ୍ୟ ବୋଲି ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ସେଗୁଡ଼ିକ ହେଲା-

୧-ସର୍ବସାଧାରଣ ସ୍ଥାନ, କର୍ମସ୍ଥଳୀ ଓ ଯିବା ଆସିବା ବେଳେ ମାସ୍କ ପିନ୍ଧିବା ଜରୁରୀ।

୨-ସର୍ବସାଧାରଣ ସ୍ଥାନରେ ଅତି କମରେ ୬ ଫୁଟ ଦୂରତା ପାଳନ କରିବାକୁ ସମସ୍ତେ ବାଧ୍ୟ।

୩-ବାହାଘର ବେଳେ ୫୦ରୁ ଅଧିକ ଲୋକ ଏକାଠି ହେବେନି। ଅନ୍ତିମ ସଂସ୍କାର ବେଳେ ୨୦ ଜଣ ଲୋକ ସାମିଲ ହେବେ।

୪-ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ରାଜ୍ୟ ସରକାରମାନେ ଧାର୍ଯ୍ୟ କରିଥିବା ଫାଇନ ଦେବାକୁ ପଡ଼ିବ।

୫-ସର୍ବସାଧାରଣ ସ୍ଥାନରେ ପାନ, ଗୁଟୁଖା, ମଦ ପିଇବା ପୂର୍ବଭଳି ବ୍ୟାନ ରହିବ।

୬-ଯଥା ସମ୍ଭବ ୱାର୍କ ଫର୍ମ ହୋମ ନିୟମ ପାଳନ କରିବାକୁ ହେବ।

୭-ସମସ୍ତ ଅଫିସ, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ଥର୍ମାଳ ସ୍କ୍ରିନିଂ, ହ୍ୟାଣ୍ଡୱାଶ ସାନିଟାଇଜର ରଖିବାକୁ ସମସ୍ତେ ବାଧ୍ୟ।

୮-ଅଧିକ ଲୋକ ଆସୁଥିବା ସ୍ଥାନ ଗୁଡ଼ିକୁ ନିୟମିତ ସାନିଟାଇଜ କରିବା ନିହାତି ଜରୁରୀ।

୯-ଅଫିସରେ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା, ଶିଫ୍ଟ ମଧ୍ୟରେ ପର୍ଯ୍ୟାପ୍ତ ଗ୍ୟାପ୍‌ ରଖିବା ଓ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ଲଞ୍ଚ ବ୍ରେକ ଦେବା ନିୟମକୁ ପାଳନ କରିବାକୁ ସମସ୍ତେ ବାଧ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story