ସିବିଆଇ ହାଜତରେ କେମିତି ରାତି କାଟିଲେ ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ବୁଧବାର ବିଳମ୍ବିତ ରାତିରେ ସିବିଆଇ ଗିରଫ କରିଛି। ଗିରଫ କରିବା ପରେ ଚିଦାମ୍ବରମଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିଲା। ଯେଉଁଠାରେ ରାତିରେ ତାଙ୍କୁ ରହିବାକୁ ପଡ଼ିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୦୮ରୁ ୨୦୧୨ ଯାଏ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚିଦାମ୍ବରମ ୨୦୧୧ ମସିହା ଜୁନ୍‌ ୩୦ରେ ଏହି ସିବିଆଇର ନୂଆ ବିଲଡିଂକୁ ଉଦ୍‌ଘାଟନ କରିଥିଲେ। ଗୃହମନ୍ତ୍ରୀ ଥିବା […]

d

d

Hemant Lenka
  • Published: Thursday, 22 August 2019
  • Updated: 22 August 2019, 03:17 PM IST

Sports

Latest News

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ବୁଧବାର ବିଳମ୍ବିତ ରାତିରେ ସିବିଆଇ ଗିରଫ କରିଛି। ଗିରଫ କରିବା ପରେ ଚିଦାମ୍ବରମଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିଲା। ଯେଉଁଠାରେ ରାତିରେ ତାଙ୍କୁ ରହିବାକୁ ପଡ଼ିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୦୮ରୁ ୨୦୧୨ ଯାଏ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚିଦାମ୍ବରମ ୨୦୧୧ ମସିହା ଜୁନ୍‌ ୩୦ରେ ଏହି ସିବିଆଇର ନୂଆ ବିଲଡିଂକୁ ଉଦ୍‌ଘାଟନ କରିଥିଲେ। ଗୃହମନ୍ତ୍ରୀ ଥିବା ବେଳେ ଯେଉଁ ସିବିଆଇ ଅଧିକାରୀ ତାଙ୍କୁ ରିପୋର୍ଟ ଦେଉଥିଲେ, ଗତକାଲି ସେ ହିଁ ଚିଦାମ୍ବରମଙ୍କୁ ଗିରଫ କରିଥିଲେ।

ତେବେ ଗତକାଲି ଚିଦାମ୍ବରମ କେମିତି ସିବିଆଇ ମୁଖ୍ୟାଳୟରେ ରାତି କାଟିଲେ? ସିବିଆଇ ତାଙ୍କୁ ମୁଖ୍ୟାଳୟକୁ ନେବା ପରେ ସେଠାରେ ଗୋଟିଏ ଡାକ୍ତର ଟିମ୍‌ ଚିଦାମ୍ବରମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତରମାନେ ତାଙ୍କୁ କୌଣସି ରୋଗରେ ପୀଡ଼ିତ କିମ୍ବା ମେଡିସିନ୍ ଖାଉଛନ୍ତି କି ବୋଲି ପଚାରିଥିଲେ।

ତାଙ୍କ ରକ୍ତଚାପ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏତେ ସବୁ ପରେ ମଧ୍ୟ ଚିଦାମ୍ବରମ କେବଳ କମ୍‌ କଥା କହିବାକୁ ପସନ୍ଦ କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏଠାରେ ମଧ୍ୟ ସେ କେବଳ ଚୁପ ରହିଥିଲେ।

ଚିଦାମ୍ବରମଙ୍କୁ ସିବିଆଇର ଲକଅପ୍‌ ନଂ ୫ରେ ରଖାଯାଇଥିଲା। ଏହି ଲକଅପ୍‌ଟି ସିସିଟିଭି ନଜରରେ ରହିଥିବା ବେଳେ ଦୁଇ ଜଣ ଗାର୍ଡ ଏହାକୁ ଜଗି ରହିଥିଲେ। ଏହି ସିସିଟିଭିଟି ସିବିଆଇ ମୁଖ୍ୟାଳୟର ଗ୍ରାଉଣ୍ଡ ଫ୍ଲୋରରେ ଥିବା କଣ୍ଟ୍ରୋଲ ରୁମ୍ ଦ୍ୱାରା ପରିଚାଳିତ ହେଉଛି।

ଆଜି ସକାଳେ ଚିଦାମ୍ବରମଙ୍କୁ ଅର୍ଥନୀତିକ ଅପରାଧ ଶାଖାକୁ ନିଆଯାଇଥିଲା। ସେଠାରେ ଦିନ ୩ଟା ଯାଏ ସିବିଆଇ ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। ଡେପୁଟି ଏସ୍‌ପି ଆର ପାର୍ଥସାରଥୀ ତାଙ୍କୁ ଜେରା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story