ପରାକ୍ରମ ଦିବସରେ ନେତାଜୀଙ୍କ ପାଇଁ କ’ଣ କହିଲେ ମୋଦି

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଦିନକୁ ଆଜି କେନ୍ଦ୍ର ସରକାର ପରାକ୍ରମ ଦିବସ ଭାବେ ପାଳନ କରିଛନ୍ତି। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ଭିକ୍ଟୋରିଆ ମେମୋରିଆଲକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଛନ୍ତି। ଏହି ସମୟରେ ତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧାନକର ମଧ୍ୟ ରହିଥିଲେ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ହେଁ ମୋଦି ମୋଦି ନାରା ସହ ଜୟ ଶ୍ରୀରାମ […]

j

j

Hemant Lenka
  • Published: Saturday, 23 January 2021
  • Updated: 23 January 2021, 10:06 PM IST

Sports

Latest News

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଦିନକୁ ଆଜି କେନ୍ଦ୍ର ସରକାର ପରାକ୍ରମ ଦିବସ ଭାବେ ପାଳନ କରିଛନ୍ତି। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ଭିକ୍ଟୋରିଆ ମେମୋରିଆଲକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଛନ୍ତି।

ଏହି ସମୟରେ ତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧାନକର ମଧ୍ୟ ରହିଥିଲେ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ହେଁ ମୋଦି ମୋଦି ନାରା ସହ ଜୟ ଶ୍ରୀରାମ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ମମତା ଭାଷଣ ଦେବା ବେଳେ ଏହି ନାରା ଦିଆଯିବାରୁ ସେ ଉଦବୋଧନ ଦେବାକୁ ମନା କରିଦେଇଥିଲେ। ମୋଦିଙ୍କ ଉପସ୍ଥିତିରେ ଏସବୁ ଘଟଣା ଘଟିଥିଲା।

ଅନ୍ୟପକ୍ଷରେ ମୋଦି ନେତାଜୀଙ୍କ ଜନ୍ମଦିନରେ ତାଙ୍କ ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଆଜି ନେତାଜୀଙ୍କ ଜନ୍ମଦିନରେ ମୁଁ କୋଲକାତା ଆସିଥିବାରୁ ବେଶ ଭାବୁକ ହୋଇ ପଡ଼ୁଛି। ପିଲାଟି ବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଇ ଆସୁଛି। ଯେକୌଣସି ପରିସ୍ଥିତିରେ ନେତାଜୀଙ୍କ ନାଁ ଶୁଣିବା ମାତ୍ରେ ମୋ ମନରେ ଆଗବୁ ବଢ଼ିବାର ପ୍ରେରଣା ମିଳିଥାଏ।

ଆଜି ନେତାଜୀ ନୁହନ୍ତି, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ବିଶ୍ୱର ସବୁଠାରୁ ବଡ଼ ଫୋର୍ସ ବିରୋଧରେ ନେତାଜୀ ଛିଡ଼ା ହୋଇଥିଲେ। ସେ ସ୍ୱାଧୀନତା ମାଗି ନଥିଲେ ବରଂ ସେମାନଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ।

ଏବେ ଦେଶ ନିଷ୍ପତ୍ତି ନେଇଛି ଯେ ପ୍ରତିବର୍ଷ ଜାନୁଆରୀ ୨୩କୁ ପରାକ୍ରମ ଦିବସ ଭାବେ ପାଳନ କରିବ। ମୋ ପାଇଁ ଗର୍ବର ବିଷୟ ହେଉଛି ଯେ ଆମେ ୨୦୧୮ରେ ଆଣ୍ଡାମାନ ଦ୍ୱୀପପୁଞ୍ଜକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପପୁଞ୍ଜରେ ନାମିତ କରିଥିଲୁ। ଆମ ସରକାର ନେତାଜୀଙ୍କ ସଂକ୍ରାନ୍ତରେ ପ୍ରଥମ ଫାଇଲ ସାର୍ବଜନୀନ କରିଛନ୍ତି।

ସାଧାରଣତନ୍ତ୍ର ଦିବସରେ ଇଣ୍ଡିଆନ ନ୍ୟାଶନାଲ ଆର୍ମିର ସଦସ୍ୟ ଭେଟରାନ ପରେଡରେ ସାମିଲ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ନେତାଜୀ ଭାରତର ପରାକ୍ରମର ପ୍ରତିମୂର୍ତ୍ତି ଓ ପ୍ରେରଣା। ନେତାଜୀ ରାଣୀ ଝାନସୀ ରେଜିମେଣ୍ଟ କରି ମହିଳାଙ୍କୁ ଆଗକୁ ଆଣିଥିଲେ।

ନିଜ ଭୂମିରେ ନିଜ ସରକାର ପାଇଁ ନେତାଜୀ ସଂକଳ୍ପ ନେଇଥିଲେ। ଆଣ୍ଡାମାନରେ ଜାତୀୟ ପତାକା ଉଡ଼ାଇ ନିଜ ସଂକଳ୍ପକୁ ନେତାଜୀ ପୂରା କରିଥିଲେ। ପୂରା ବ୍ରିଟିଶ ସରକାର ତାଙ୍କ ପଛରେ ଲାଗିଥିଲେ ବି ସେ ଖସି ଯିବାକୁ ସକ୍ଷମ ହୋଇଥିଲେ। ଦୁନିଆର କୌଣସି ଶକ୍ତି ନାହିଁ ଯିଏ ଭାରତକୁ ଆତ୍ମନିର୍ଭର ହେବାରୁ ରୋକିପାରିବ।

ଆଜି ସାରା ଦେଶବାସୀଙ୍କୁ ସଶକ୍ତ କରିବାକୁ ପ୍ରୟାସ ଚାଲିଛି। ବିଶ୍ୱକୁ ଭ୍ୟାକ୍ସିନ ଦେବା ଦେଖିଥିଲେ, ନେତାଜୀ ବହୁତ ଖୁସି ହୋଇଥାନ୍ତେ। ନେତାଜୀଙ୍କ ପାଖରେ ସମସ୍ତ ଭାରତୀୟ ଋଣୀ। ୧୩୦ କୋଟିରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ଶରୀରରେ ପ୍ରବାହିତ ରକ୍ତର ପ୍ରତିଟି ବୁନ୍ଦା ନେତାଜୀଙ୍କ ପାଖରେ ଋଣୀ। ଆଜିର ଯୁବପିଢ଼ି ଭାରତ ପାଇଁ କିଛି କରିବାକୁ ସଂକଳ୍ପ ନେବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story