ଦିଲ୍ଲୀ ଜନାଦେଶ: କ’ଣ କହିଲେ ଗମ୍ଭୀର ଓ ମମତା

ନୂଆଦିଲ୍ଲୀ: ହ୍ୟାଟ୍ରିକ ବିଜୟ ସହ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ଯାଉଛି ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ)। ବିଜେପି ଏଠାରେ କ୍ଷମତା ଦଖଲ କରିବାକୁ ଜୋରଦାର ଉଦ୍ୟମ କରିଥିଲେ ହେଁ ଦିଲ୍ଲୀବାସୀ ଏହାକୁ ଗ୍ରହଣ କରିନାହାନ୍ତି। ଫଳାଫଳ ଧୀରେ ସ୍ପଷ୍ଟ ହେବାରୁ ବିଜେପି ମଧ୍ୟ ପରୋକ୍ଷରେ ମଧ୍ୟ ନିଜର ପରାଜୟ ସ୍ୱୀକାର କରିଛି। ସେହିପରି ବିଜେପିକୁ ସର୍ବଦା ସମାଲୋଚନା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫଳାଫଳକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କୁ ଫୋନ ଯୋଗେ […]

erf

erf

Hemant Lenka
  • Published: Tuesday, 11 February 2020
  • Updated: 11 February 2020, 01:37 PM IST

Sports

Latest News

ନୂଆଦିଲ୍ଲୀ: ହ୍ୟାଟ୍ରିକ ବିଜୟ ସହ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ଯାଉଛି ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ)। ବିଜେପି ଏଠାରେ କ୍ଷମତା ଦଖଲ କରିବାକୁ ଜୋରଦାର ଉଦ୍ୟମ କରିଥିଲେ ହେଁ ଦିଲ୍ଲୀବାସୀ ଏହାକୁ ଗ୍ରହଣ କରିନାହାନ୍ତି। ଫଳାଫଳ ଧୀରେ ସ୍ପଷ୍ଟ ହେବାରୁ ବିଜେପି ମଧ୍ୟ ପରୋକ୍ଷରେ ମଧ୍ୟ ନିଜର ପରାଜୟ ସ୍ୱୀକାର କରିଛି।

ସେହିପରି ବିଜେପିକୁ ସର୍ବଦା ସମାଲୋଚନା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫଳାଫଳକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛି। ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ବିକାଶ ହିଁ ଲୋକଙ୍କ ମନ କିଣିପାରିବ। ସିଏଏ,ଏନଆରସି ଓ ଏନପିଆର ଭେଳିକି କାମ ଦେବନାହିଁ। ଲୋକମାନେ ଏଗୁଡ଼ିକୁ ଅଗ୍ରାହ୍ୟ କରିଛନ୍ତି।”

ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ପରୋକ୍ଷରେ ପରାଜୟ ସ୍ୱୀକାର କରି କହିଛନ୍ତି, “ଆମେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ଗ୍ରହଣ କରୁଛୁ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଉଛୁ। ଦିଲ୍ଲୀବାସୀଙ୍କୁ ମଧ୍ୟ ଧନ୍ୟବାଦ। ଆମେ ଆମର ଶତପ୍ରତିଶତ ଦେଇ କାମ କରିଥିଲୁ। କିନ୍ତୁ ଦିଲ୍ଲୀବାସୀଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବୁଝାଇ ପାରିଲୁନାହିଁ। ମୋର ଆଶା ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଦିଲ୍ଲୀର ବିକାଶ ହେବ।”

ଡିଏମକେ ସୁପ୍ରିମ ଏମକେ ଷ୍ଟାଲିନ ମଧ୍ୟ ଦିଲ୍ଲୀବାସୀ ଓ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଜେପିର ବିଭାଜନ ରାଜନୀତି ବିରୋଧରେ ଲୋକେ ଭୋଟ ଦେଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story