କେବେ କରୋନା କବଳରୁ ମୁକୁଳିବେ ଲୋକେ? ଜବାବ ରଖିଲା ହୁ’

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଦିନକୁ ଦିନ ଭାରତରେ ଏହାର ସଂକ୍ରମଣ ଗତି ବୃଦ୍ଧି ପାଉଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ପୂରା ବିଶ୍ୱ ଏହି କରୋନା କବଳରୁ ମୁକ୍ତ ହେବ? କ’ଣ କରୋନା ଟିକା ଆସିବା ପରେ ଏହି ଭାଇରସ କବଳରୁ ସମସ୍ତେ ମୁକଳି ପାରିବେ କି? ଏମିତି ଅନେକ ପ୍ରଶ୍ନର ଉତ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ ଦିଆଯାଇଛି। ହୁ’ର ମୁଖ୍ୟ ଟେଡ୍ରୋସ  ଅଧାନମ ଗବ୍ରିୟେସ କହିଛନ୍ତି, […]

h

h

Hemant Lenka
  • Published: Saturday, 22 August 2020
  • Updated: 22 August 2020, 02:38 PM IST

Sports

Latest News

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଦିନକୁ ଦିନ ଭାରତରେ ଏହାର ସଂକ୍ରମଣ ଗତି ବୃଦ୍ଧି ପାଉଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ପୂରା ବିଶ୍ୱ ଏହି କରୋନା କବଳରୁ ମୁକ୍ତ ହେବ? କ’ଣ କରୋନା ଟିକା ଆସିବା ପରେ ଏହି ଭାଇରସ କବଳରୁ ସମସ୍ତେ ମୁକଳି ପାରିବେ କି? ଏମିତି ଅନେକ ପ୍ରଶ୍ନର ଉତ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ ଦିଆଯାଇଛି।

ହୁ’ର ମୁଖ୍ୟ ଟେଡ୍ରୋସ  ଅଧାନମ ଗବ୍ରିୟେସ କହିଛନ୍ତି, ମହାମାରୀ କରୋନା ଭାରଇରସ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରୁ ମୂଳପୋଛ ହୋଇଯିବ। ୧୯୧୮ରେ ସାରା ବିଶ୍ୱରେ ସ୍ପାଇନିଶ ଫ୍ଲ’ ହାହାକାର ପରିସ୍ଥିତି ସୃଷ୍ଟି କରିଥିଲା। ଏହା ଶେଷ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା। ଆମର ଆଶା କରୋନା ଭାଇରସ ମଧ୍ୟ ଦୁଇ ବର୍ଷ ମଧ୍ୟରେ ଖତମ ହୋଇଯିବ।

ଟେକ୍ନିକାଲ ଦୃଷ୍ଟିକୋଣରୁ ଆମେ ଅଧିକ ବିକଶିତ ହୋଇ ସାରିଛେ। ଆମ ମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ରହିଛି। ଏହି ସମ୍ପର୍କ କାରଣରୁ କରୋନା ଭାଇରସ ଦ୍ରୁତଗତିରେ ବୃଦ୍ଧି ପାଉଛି। ତେବେ ପୂର୍ବରୁ ମହାମାରୀକୁ ରୋକିବାକୁ ଆମ ପାଖରେ କୌଣସି ଅତ୍ୟାଧୁନିକ ଟେକନିକ ନଥିଲା।

ହେଲେ ଏବେ ଆମ ପାଖରେ ଟେକ୍ନୋଲଜି ଓ ଯୋଜନା ରହିଛି। ତେଣୁ ଆମେ ଏହାକୁ ଖୁବଶୀଘ୍ର ନିୟନ୍ତ୍ରଣ ଆଣି ଶେଷ କରିବାରେ ସକ୍ଷମ ହୋଇପାରିବା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story