କରୋନାର ମୂଳ ଖୋଜିବାକୁ ଉହାନରେ ପହଞ୍ଚିଲା ହୁ’ର ଟିମ୍‌

ଉହାନ: ମହାମାରୀ କରୋନା ବିଶ୍ୱକୁ କେମିତି ବ୍ୟାପିଲା, ତା’ର କାରଣ ଖୋଜିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମ୍‌ ଚାଇନାର ଉହାନରେ ପହଞ୍ଚିଛନ୍ତି। ଏହି ଟିମ୍‌ରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ବଛାବଛା ବୈଜ୍ଞାନିକ ରହିଛନ୍ତି। ଆଜି ସେମାନେ ଉହାନରେ ପହଞ୍ଚି ଗୋଟିଏ ବସ୍‌ରେ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇଛନ୍ତି। ସେଠାରେ ସେମାନେ ୨ ସପ୍ତାହ କ୍ୱାରେଣ୍ଟାଇନରେ ରହିବେ। ଏହାପରେ କରୋନା ସଂକ୍ରମଣ କେମିତି ବ୍ୟାପିଲା ଓ ଏହାର ମୂଳ ଉତ୍ସ କ’ଣ ତା’ର ଛାନଭିନ କରିବେ। […]

ui

ui

Hemant Lenka
  • Published: Thursday, 14 January 2021
  • Updated: 14 January 2021, 12:41 PM IST

Sports

Latest News

ଉହାନ: ମହାମାରୀ କରୋନା ବିଶ୍ୱକୁ କେମିତି ବ୍ୟାପିଲା, ତା’ର କାରଣ ଖୋଜିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମ୍‌ ଚାଇନାର ଉହାନରେ ପହଞ୍ଚିଛନ୍ତି। ଏହି ଟିମ୍‌ରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ବଛାବଛା ବୈଜ୍ଞାନିକ ରହିଛନ୍ତି।

ଆଜି ସେମାନେ ଉହାନରେ ପହଞ୍ଚି ଗୋଟିଏ ବସ୍‌ରେ କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇଛନ୍ତି। ସେଠାରେ ସେମାନେ ୨ ସପ୍ତାହ କ୍ୱାରେଣ୍ଟାଇନରେ ରହିବେ। ଏହାପରେ କରୋନା ସଂକ୍ରମଣ କେମିତି ବ୍ୟାପିଲା ଓ ଏହାର ମୂଳ ଉତ୍ସ କ’ଣ ତା’ର ଛାନଭିନ କରିବେ।
ବହୁ ପୂର୍ବରୁ ହୁ’ ଟିମ୍‌ ଚାଇନାର ଉହାନ ଯିବାର ଥିଲା। ହେଲେ ଚାଇନା ବିଭିନ୍ନ କାରଣ ଦର୍ଶାଇ ହୁ’ର ବୈଶଷଜ୍ଞ ଟିମ୍‌କୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲା।

ଏହାକୁ ନେଇ ବିବାଦ ଉପୁଜିବାରୁ ଏବେ ଚାଇନା ବାଧ୍ୟ ହୋଇ ହୁ’କୁ ପ୍ରବେଶ ପାଇଁ ଅନୁମତି ଦେଇଛି। ୧୦ ଜଣିଆ ବିଶେଷଜ୍ଞ ଟିମ୍‌ ସିଙ୍ଗାପୁରରୁ ସ୍ୱତନ୍ତ୍ର ବିମାନ ଯୋଗେ ଉହାନରେ ପହଞ୍ଚିଛନ୍ତି। ସେମାନେ ଏଠାରେ ଚାଇନା ଅଧିକାରୀଙ୍କୁ ପୂରା ପିପିଇ କିଟ୍‌ ପିନ୍ଧି ଭେଟିଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ୮ ମାସ ପରେ ଚାଇନାରେ ପୁଣିଥରେ ଜଣେ ବ୍ୟକ୍ତି କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ଉହାନରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ନ୍ୟାଶନାଲ ହେଲ୍ଥ କମିଶନ ଗୁରୁବାର ଆଉ ୧୩୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା କହିଛି। ଗତବର୍ଷ ମାର୍ଚ୍ଚ ପରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

୨୦୧୯ ଡିସେମ୍ବରରେ ଏହି ଉହାନରେ ହିଁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଧୀରେ ଧୀରେ ସାରା ବିଶ୍ୱକୁ ଏହା ବ୍ୟାପିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story