ଏହି ୫ଟି କାରଣରୁ କର୍ଣ୍ଣାଟକରେ ବାଜି ମାରିଲା ବିଜେପି

କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା ବେଳେ କଂଗ୍ରେସ ଧରାଶାୟୀ ହୋଇଛି। ନିର୍ବାଚନ ପୂର୍ବରୁ ଲିଙ୍ଗାୟତ ଭୋଟ ବ୍ୟାଙ୍କ ଉପରେ ଉଭୟ ଦଳ ନଜର ରଖିଥିଲେ। କର୍ଣ୍ଣାଟକ ନିର୍ବାଚନ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ଥିଲା ଲିଙ୍ଗାୟତ ଭୋଟ୍।  ଲିଙ୍ଗାୟତ ସମ୍ପ୍ରଦାୟକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ରଣନୀତି। ଏଥିରେ କିନ୍ତୁ କଂଗ୍ରେସ ପାଦେ ଆଗୁଆ ରହିଥିଲା। ଲିଙ୍ଗାୟତ ଭୋଟଙ୍କୁ ହାତେଇବା ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ […]

why bjp

why bjp

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 06:50 PM IST

Sports

Latest News

କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା ବେଳେ କଂଗ୍ରେସ ଧରାଶାୟୀ ହୋଇଛି। ନିର୍ବାଚନ ପୂର୍ବରୁ ଲିଙ୍ଗାୟତ ଭୋଟ ବ୍ୟାଙ୍କ ଉପରେ ଉଭୟ ଦଳ ନଜର ରଖିଥିଲେ। କର୍ଣ୍ଣାଟକ ନିର୍ବାଚନ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ଥିଲା ଲିଙ୍ଗାୟତ ଭୋଟ୍।  ଲିଙ୍ଗାୟତ ସମ୍ପ୍ରଦାୟକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ରଣନୀତି। ଏଥିରେ କିନ୍ତୁ କଂଗ୍ରେସ ପାଦେ ଆଗୁଆ ରହିଥିଲା। ଲିଙ୍ଗାୟତ ଭୋଟଙ୍କୁ ହାତେଇବା ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାରରେ ସେମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ପାଇଁ ଘୋଷଣା କରାଯାଇଥିଲା। ୨୨୨ଟି ଆସନରେ ଭୋଟ ଗ୍ରହଣ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରାୟ ୧୦୦ଟି ଆସନରେ ଲିଙ୍ଗାୟତ ମାନଙ୍କର ପ୍ରଭାବ ରହିଛି। ଆଉ ମୋଟ ଜନସଂଖ୍ୟାର ପ୍ରାୟ ୧୭ ପ୍ରତିଶତ ହେଉଛନ୍ତି ଲିଙ୍ଗାୟତ। ତେଣୁ ସେମାନଙ୍କୁ ହାତେଇ ପାରିଲେ ବିଜେପିର ଭୋଟ ବିଭାଜିତ ହୋଇ ପାରିବ ବୋଲି କଂଗ୍ରେସ ଆଶା ରଖିଥିଲା ହେଲେ ଫଳ  କିଛି ଓଲଟା ହେଲା।

ବିଜେପି ପକ୍ଷରୁ କଂଗ୍ରେସର ଏପରି ଉଦ୍ୟମକୁ କଡା ବିରୋଧ କରାଯାଇଥିଲା। ଲିଙ୍ଗାୟତ ଭୋଟରଙ୍କୁ ମନେଇବା ପାଇଁ କଂଗ୍ରେସ ପକ୍ଷରୁ ଏଭଳି ପ୍ରୟାସ ଦ୍ୱାରା ସମାଜରେ ବିଭେଦ ସୃଷ୍ଟି ହେବ ବୋଲି ବିଜେପି ଅଭିଯୋଗ କରିଥିଲା। ଲିଙ୍ଗାୟତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପା ନୂଆ ଷ୍ଟ୍ରାଟେଜି ଆପଣାଇଥିଲେ। ଏଥର ବିଜେପିକୁ ଭୋଟ୍ ଦିଅନ୍ତୁ  ନହେଲେ ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ କୌଣସି ଲିଙ୍ଗାୟତ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ଏକ ନିର୍ବାଚନ ସଭାରେ କହିଥିଲେ।  ନିର୍ବାଚନରେ କଂଗ୍ରେସ ତୁଳନାରେ ବିଜେପିକୁ ଅଧିକ ସିଟ୍‌ ମିଳିବାର ମୁଖ୍ୟ କାରଣ ଲିଙ୍ଗାୟତ ଫ୍ୟାକ୍ଟର୍ ରହିଛି। କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ଫ୍ୟାକ୍ଟର୍ ବ୍ୟତୀତ ଅନ୍ୟ କାରଣଗୁଡ଼ିକ ମଧ୍ୟ ଅଛି  ଯେଉଁଥିପାଇଁ ବିଜେପିକୁ ସର୍ବାଧିକ ସିଟ୍‌ ମିଲିଛ।

କର୍ଣ୍ଣାଟକ ନିର୍ବାଚନରେ କଣ ପାଇଁ ବିଜେପି ସବୁଠୁ ବଡ଼ ଦଳ ଭାବେ ଉଭା ହୋଉଛି, ଆସନ୍ତୁ ଜାଣିବା ଏହାର ମୁଖ୍ୟ ୫ଟି କାରଣ

୧-  ଖୋଦ ୟେଦୁରପ୍ପା ନିଜେ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବାରୁ  ଲିଙ୍ଗାୟତ ମାନେ ବିଜେପି ଆଡକୁ ଏଥର ଢଳିଛନ୍ତି।  କିନ୍ତୁ ୨୦୧୩ ବିଧାନସଭା ନିର୍ବାଚନରେ ଏ ଧାରା ବଦଳିଥିଲା। ନିର୍ବାଚନ ପୂର୍ବରୁ ୟେଦୁରପ୍ପା ବିଜେପି ଛାଡି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିଲେ। ଏହାଫଳରେ ଲିଙ୍ଗାୟତମାନଙ୍କ ଭୋଟରେ ବିଭାଜନ ହୋଇଥିଲା। ଆଉ ଏଥିରୁ ଭରପୁର ଫାଇଦା ଉଠାଇଥିଲା କଂଗ୍ରେସ। ୨୦୧୩ରେ ହୋଇଥିବା ତ୍ରୁଟିକୁ ସୁଧାରି ଏଥର ବିଜେପି ଲିଙ୍ଗାୟତମାନଙ୍କ ଭୋଟ ବ୍ୟାଙ୍କକୁ ଏକାଠି କରିବାକୁ ସକ୍ଷମ ହୋଇଛି। କିନ୍ତୁ ନିର୍ବାଚନ ଫଳାଫଳ ପରେ ଲିଙ୍ଗାୟତ ବହୁଳ ଅଂଚଳରେ ବିଜେପି ସପକ୍ଷରେ ଜନମତ ଯାଇଥିବା ଜଣାପଡିଛି। ଉତ୍ତର ଓ କେନ୍ଦ୍ରୀୟ କର୍ଣ୍ଣାଟକରେ ବିଜେପି ସପକ୍ଷରେ ଅଧିକ ଭୋଟ ମିଳିଛି।

୨-ନିର୍ବାଚନ ପ୍ରଚାରର ଶେଷ ସମୟରେ ମୋଦିଙ୍କ ହାଇପ୍ରୋଫାଇଲ୍‌ ପ୍ରଚାର ଯୋଗୁଁ ବିଜେପିକୁ ପାଖାପାଖି ୩୦ରୁ ଅଧିକ ସିଟ୍‌ରେ ଫାଇଦା ମିଳିଛି। ମୋଦି ବଡ଼ ବଡ଼ ରାଲି କରି ବିଜେପି ସପକ୍ଷରେ ଏକ ଜନମତ ସୃଷ୍ଟି କରିଥିଲେ।

୩- ବିଜେପି ସୋସିଆଲ୍‌ ମିଡ଼ିଆକୁ ବେଶ୍‌ ସଫଳତା ସହ ଏଥର ଉପଯୋଗ କରିଥିଲା। ପାଖାପାଖି ୨୦ ହଜାର ହ୍ୱାଟସପ୍‌ ଗ୍ରୁପ କରି ବିଜେପି ସପକ୍ଷରେ ପ୍ରଚାର ଓ ପ୍ରସାର କରାଯାଇଥିଲା।

୪- ଯେଉଁଭଳି ଦେଶରୁ କଂଗ୍ରେସ ବିଲୁପ୍ତ ହେବାରେ ଲାଗିଛି, ଏଭଳି ସ୍ଥିତିରେ କଂଗ୍ରେସ ଉପରେ ଭୋଟରଙ୍କ ଭରସା ରଖିବା ମୁସ୍କିଲ ହୋଇଥିଲା। ବିଶେଷ କରି ରାହୁଲ ଗାନ୍ଧିଙ୍କ ଲିଡ଼ରସିପରେ ଅନେକ ନିର୍ବାଚନ କଂଗ୍ରେସ ପରାସ୍ତ ହୋଇଥିବାରୁ ଏଥର କର୍ଣ୍ଣାଟକ ଭୋଟର କଂଗ୍ରେସକୁ ଭୋଟ୍‌ ଦେବାକୁ ଠିକ୍‌ ମନେକରିନଥିଲେ।

୫-ଟିକେଟ୍‌ ବଣ୍ଟନକୁ ନେଇ ମଧ୍ୟ କଂଗ୍ରେସ ଦଳରେ ଅନେକ ମତଭେଦ ଦେଖିବାକୁ ମିଳିଥିଲା। ଅନେକ ସିଟିଂ ଏମ୍‌ଏଲ୍‌ଏଙ୍କ ଟିକଟ କଟିଥିବାରୁ ଦଳ ଭିତରେ ଅସନ୍ତୋଷର ବାତାବରଣ ଦେଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story