କୋର୍ଟରେ ବିଜେପି ନେତାଙ୍କ ବିବାଦୀୟ ଭିଡିଓ ଚଲାଇଲେ ଜଜ୍‌

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକୁ ନେଇ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଜେପି ନେତା କପିଲ ମିଶ୍ରା ଦେଇଥିବା ବିବାଦୀୟ ବୟାନର ଭିଡିଓ କୋର୍ଟରେ ସମସ୍ତଙ୍କୁ ଦେଖିବାକୁ ଦିଆଯାଇଥିଲା। ବିଚାରପତି ଜଷ୍ଟିସ ମୁରଲୀଧର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିଲ୍ଲୀ ହିଂସା ଉପରେ ଶୁଣାଣି ଆରମ୍ଭ ହେବା କ୍ଷଣି ଦିଲ୍ଲୀ ହାଇକୋର୍ଟ ପୁଲିସ୍‌କୁ ତୀବ୍ର ସମାଲୋଚନା କରିଥିଲେ। ଦିଲ୍ଲୀ ପୁଲିସ୍‌ ଓ ସଲିସିଟର ଜେନେରାଲଙ୍କୁ ପ୍ରଥମେ କୋର୍ଟ […]

eyt

eyt

Hemant Lenka
  • Published: Wednesday, 26 February 2020
  • Updated: 26 February 2020, 04:44 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକୁ ନେଇ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଜେପି ନେତା କପିଲ ମିଶ୍ରା ଦେଇଥିବା ବିବାଦୀୟ ବୟାନର ଭିଡିଓ କୋର୍ଟରେ ସମସ୍ତଙ୍କୁ ଦେଖିବାକୁ ଦିଆଯାଇଥିଲା।

ବିଚାରପତି ଜଷ୍ଟିସ ମୁରଲୀଧର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିଲ୍ଲୀ ହିଂସା ଉପରେ ଶୁଣାଣି ଆରମ୍ଭ ହେବା କ୍ଷଣି ଦିଲ୍ଲୀ ହାଇକୋର୍ଟ ପୁଲିସ୍‌କୁ ତୀବ୍ର ସମାଲୋଚନା କରିଥିଲେ। ଦିଲ୍ଲୀ ପୁଲିସ୍‌ ଓ ସଲିସିଟର ଜେନେରାଲଙ୍କୁ ପ୍ରଥମେ କୋର୍ଟ କାହିଁକି କପିଲ ମିଶ୍ରା ଓ ଅନ୍ୟ ୨ ବିଜେପି ନେତାଙ୍କ ନାଁରେ ଏଫଆଇଆର କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ ମେହେର ମଧ୍ୟ ଏଫଆଇଆର ରୁଜୁ ନ କରିବାର କୌଣସି କାରଣ ନାହିଁ ବୋଲି କହିଥିଲେ।

ଏହି ସମୟରେ ସଲିସିଟର ଜେନେରାଲ କହିଥିଲେ ଯେ ମୁଁ ଟିଭି ଦେଖେନାହିଁ କିମ୍ବା କପିଲ ମିଶ୍ରାଙ୍କ ଭିଡିଓ କ୍ଲିପସ ଦେଖିନାହିଁ। ସେହିପରି ଦିଲ୍ଲୀ ଡେପୁଟି କମିଶନର ଅଫ ପୁଲିସ(କ୍ରାଇମବ୍ରାଞ୍ଚ) ରାଜେଶ ଦେଓ କହିଥିଲେ ଯେ ମୁଁ ଅନୁରାଗ ଠାକୁର ଓ ପରଭେଶ ବର୍ମାଙ୍କ ଭିଡିଓ ଦେଖିଛି। ହେଲେ କପିଲ ମିଶ୍ରାଙ୍କ ଭିଡିଓ ଦେଖିନାହିଁ।

ଏଥିରେ ଜଷ୍ଟିସ ମୁରଲୀଧର ଆଚମ୍ବିତ ହୋଇଥିଲେ। ସେ କହିଥିଲେ, ଦିଲ୍ଲୀ ପୁଲିସ୍‌ର କାର୍ଯ୍ୟ ଦେଖି ମୁଁ ବିସ୍ମୟ। ଏହାପରେ ଜଷ୍ଟିସ ମୁରଲୀଧର କୋର୍ଟ ଷ୍ଟାଫଙ୍କୁ କପିଲ ମିଶ୍ରାଙ୍କ ଭିଡିଓ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟା ଓ ଡେପୁଟି କମିଶନର ଅଫ ପୁଲିସ(କ୍ରାଇମବ୍ରାଞ୍ଚ) ରାଜେଶ ଦେଓଙ୍କୁ ଦେଖିବାକୁ କହିଥିଲେ।

ଭିଡିଓ ଦେଖିବା ପରେ କୋର୍ଟ ପୁଲିସ୍‌କୁ କହିଥିଲେ ଯେ ଆମେ ଦିଲ୍ଲୀରେ ଆଉ ଏକ ୧୯୮୪ କରାଇବାକୁ ଚାହୁଁନାହୁଁ। ତେଣୁ ବିଜେପିର ୩ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ସଲିସିଟିର ଜେନେରାଲ ଦିଲ୍ଲୀ ପୁଲିସ୍‌କୁ କୁହନ୍ତୁ। ଏବେ ତ ଆପଣମାନେ ଆଉ ଭିଡିଓ ଦେଖିନାହାନ୍ତି ବୋଲି କହିପାରିବେ ନାହିଁ।

ତେବେ ସଲିସିଟର ଜେନେରାଲ କହିଥିଲେ, ବିଜେପି ନେତା ଅନୁରାଗ ଠାକୁର ଓ ପରଭେଶ ବର୍ମା ବହୁତ ପୂର୍ବରୁ ନିଜ ବୟାନ ରଖିଥିଲେ। ଦିଲ୍ଲୀ ହିଂସା ସମୟରେ ଏହାର ବିଚାର କରିବା ଉଚିତ ସମୟ ନୁହେଁ। ଏହା ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ହୋଇପାରିବ। ସେହିପରି ଏହି ମାମଲାରେ କେନ୍ଦ୍ରକୁ ମଧ୍ୟ ପକ୍ଷ କରାଯାଉ। କାରଣ ଦିଲ୍ଲୀ ପୁଲିସ୍‌ କେନ୍ଦ୍ର ଅଧୀନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story