ରାଜକୁମାରୀ ନୁହଁ ରାଜକୁମାରଙ୍କ ଆଖିରେ ଲୁହ, ବିବାହ ଉତ୍ସବରେ କାହିଁକି କାନ୍ଦିଲେ ପ୍ରିନ୍ସ ହ୍ୟାରି?

  ନୂଆଦିଲ୍ଲୀ: ଆମ ଦେଶରେ ସାଧାରଣତଃ ବିବାହ ବେଳେ କନ୍ୟା ଭାବପ୍ରବଣ ହୋଇଥାଏ। ଶୂଶୁରଘରକୁ ଝିଅ ବିଦା ହେବା ବେଳେ କାନ୍ଦବୋବାଳି ପଡ଼ିଥାଏ। ବାପା ମା’ ଭାଇ ଭଉଣୀ ସାହିପଡ଼ିଶାଙ୍କୁ ଝୁରି ହୋଇଥାଏ ଝିଅ। ପରିବାରର ସମସ୍ତଙ୍କ ଆଖିରେ ଆସିଯାଏ ଲୁହ। ହେଲେ ବ୍ରିଟେନର ରାଜପରିବାରର ପରମ୍ପରା ଭିନ୍ନ। ଯାହାର ଦୃଶ୍ୟ ଗତକାଲି ବିବାହ ଉତ୍ସବରେ ଦୃଶ୍ୟମାନ ହୋଇଥିଲା। ଏଠି ରାଜକୁମାରୀ ନୁହଁ ରାଜକୁମାର କାନ୍ଦୁଥିବା ଦେଖିବାକୁ ମିଳିଥିଲା। । ବ୍ରିଟେନ ପ୍ରିନ୍ସ  ହ୍ୟାରିଙ୍କ ଆଖିରେ ଲୁହ […]

j-222

j-222

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 05:18 PM IST

Sports

Latest News

ନୂଆଦିଲ୍ଲୀ: ଆମ ଦେଶରେ ସାଧାରଣତଃ ବିବାହ ବେଳେ କନ୍ୟା ଭାବପ୍ରବଣ ହୋଇଥାଏ। ଶୂଶୁରଘରକୁ ଝିଅ ବିଦା ହେବା ବେଳେ କାନ୍ଦବୋବାଳି ପଡ଼ିଥାଏ। ବାପା ମା’ ଭାଇ ଭଉଣୀ ସାହିପଡ଼ିଶାଙ୍କୁ ଝୁରି ହୋଇଥାଏ ଝିଅ। ପରିବାରର ସମସ୍ତଙ୍କ ଆଖିରେ ଆସିଯାଏ ଲୁହ। ହେଲେ ବ୍ରିଟେନର ରାଜପରିବାରର ପରମ୍ପରା ଭିନ୍ନ। ଯାହାର ଦୃଶ୍ୟ ଗତକାଲି ବିବାହ ଉତ୍ସବରେ ଦୃଶ୍ୟମାନ ହୋଇଥିଲା। ଏଠି ରାଜକୁମାରୀ ନୁହଁ ରାଜକୁମାର କାନ୍ଦୁଥିବା ଦେଖିବାକୁ ମିଳିଥିଲା। । ବ୍ରିଟେନ ପ୍ରିନ୍ସ  ହ୍ୟାରିଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। କିନ୍ତୁ ଅପରପଟେ ପ୍ରିନ୍ସେସ ମେଘନ ଏବଂ ଖୁସ୍‌ମିଜାଜର ଥିଲେ।  ରାଜକୁମାର ହ୍ୟାରି କାନ୍ଦୁଥିବାର ଫଟୋ ଏବେ ଭାଇରାଲ ହୋଇଛି। ଏହି ସମୟରେ ରାଜକୁମାର ହ୍ୟାରିଙ୍କୁ କେତେ ଜଣ ସହାନଭୁତି ଜଣାଉତିବା ଫଟୋରେ ଦୃଶ୍ୟମାନ ହୋଇଛି। କେତେ ଜଣଙ୍କୁ ଲାଗିଥିଲା ଯେ,  ରାଜକୁମାର ହ୍ୟାରି ତାଙ୍କ ମା’ ଡାଏନାଙ୍କୁ  ମନେ ପକାଇ ଭାବବିହୂଳ ହୋଇଯାଇଥିଲେ। ଆଉ ସେଇଥିପାଇଁ ତାଙ୍କ ଆଖିରେ ଲୁହ ଆସିଯାଇଥିଲା।  କାରଣ ମା’ ଡାଏନା ପୁଅ ହ୍ୟାରିଙ୍କୁ ଅଧିକ ସ୍ନେହ ଶ୍ରଦ୍ଧା କରୁଥିଲେ।  ଏକ ଇଣ୍ଟର୍ଭ୍ୟୁରେ ହ୍ୟାରୀ କହିଥିଲେ ଯେ, ସେ ୨୦ ବର୍ଷ ଧରି ନିଜ ଅନୁଭବକୁ ଛାତି ତଳେ ଚାପି ରଖିଥିଲେ।  ଆଉ ଏହାକୁ ସେ କେବେ ଖୋଲି କରି ପ୍ରକାଶ କରିନାହାନ୍ତି।

ସୂଚନା ଅନୁଯାୟୀ, ୧୯୬୧ ଜୁଲାଇ ୧ ତାରିଖରେ ସେନ୍‌ଡ୍ରିଘମ୍‌ରେ ଡାଏନା ଜନ୍ମ ଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ମାଆ ବାପାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ସ୍କୁଲ ଶିକ୍ଷା ପରେ ଲଣ୍ଡନ ପଳାଇ କାମ କରିବା ଆରମ୍ଭ କରି ଦେଇଥିଲେ। ସଙ୍ଗୀତ ଡାଏନାଙ୍କର ବହୁତ ପ୍ରିୟ ଥିଲା। ସେ ପିୟାନୋ ବଜାଇବାକୁ ବହୁତ ଭଲ ପାଉଥିଲେ। ଏହି ସମୟରେ ତାଙ୍କର ପ୍ରିନ୍ସ ଚାର୍ଲ୍ସଙ୍କ ସହ ଭେଟ ହୋଇଥିଲା। ପ୍ରଥମେ ବନ୍ଧୁତ୍ୱ ଏହା ପରେ ପ୍ରେମରେ ମସଗୁଲ ହୋଇ ଯାଇଥିଲେ ଦୁହେଁ। ୧୯୮୧ ଫେବୃୟାରୀ ୨୪ ତାରିଖରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ସେତେବେଳେ ଡାଏନା ପିନ୍ଧିଥିବା ମୁଦିର ମୂଲ୍ୟ ୩୦,୦୦୦ ପାଉଣ୍ଡ ଥିଲା। ଏଥିରେ ଗୋଟିଏ ନିଲମ ଓ ୧୪ଟି ହୀରା ଲାଗିଥିଲା। ୧୯୮୧ ଜୁଲାଇ ୨୯ରେ ଉଭୟଙ୍କ ବିବାହ ହୋଇଥିଲା।

ସୂଚନା ଅନୁଯାୟୀ, ବ୍ରିଟେନ ରାଜକୁମାର ହ୍ୟାରି ତାଙ୍କ ଦୀର୍ଘ ଦିନର ପ୍ରେମିକା ମେଘନ ମର୍କେଲଙ୍କୁ ବିବାହ କରିଛନ୍ତି। ଲଣ୍ଡନର ଓ୍ୱିଣ୍ଡସର ପ୍ୟାଲେସରେ ଏହି ରାଜକୀୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଧୂମଧାମରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ରାଜକୀୟ ଠାଣିରେ ଘୋଡ଼ା ସବରୀରେ ବସି ରାଜମହଲ ଅତିକ୍ରମ କରିଥିଲେ।  ଏହି ସମୟରେ ରାଜମହଲରେ ୧୦ ହଜାରରୁ ଅଧିକ ଶୁଭେଚ୍ଛୁଙ୍କ ଭିଡ଼ ଜମିଥିଲା । ପ୍ରିନ୍ସ ଓ ମର୍କେଲଙ୍କ ବର୍ଣ୍ଣାଢ୍ୟ ବିବାହ ଉତ୍ସବରେ ଯୋଗ ଦେବା ଲାଗି ସାରା ବିଶ୍ୱରୁ ବିଭିନ୍ନ ନାମିଦାମି ବ୍ୟକ୍ତିତ୍ୱ ଲଣ୍ଡନ ଯାଇଥିଲେ। ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ବିବାହରେ ଯୋଗ ଦେଇଥିଲେ। ହ୍ୟାରୀଙ୍କ ପାଣି ଗ୍ରହଣ କରିଥିବା ମର୍କେଲ ହେଉଛନ୍ତି ଆମେରିକାର ଟେକ୍ସାସର । ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବା ବେଳେ ଶେଷରେ ତାହା ବିବାହର ରୂପ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story