ଶୁଭେନ୍ଦୁଙ୍କ ଦମ୍ଭୋକ୍ତି: ମମତାଙ୍କୁ ୫୦ ହଜାର ଭୋଟରେ ହରାଇବି, ନ ହେଲେ ରାଜନୀତି ଛାଡ଼ିଦେବି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହି ନନ୍ଦିଗ୍ରାମ ଆସନରୁ ଟିଏମସିର ପୂର୍ବତନ ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଜିତି ଆସୁଥିଲେ। ଏପରି କି ତାଙ୍କୁ ଟିଏମସିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିଲା। ତେବେ ସେ ନିକଟରେ ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି। […]

de

de

Hemant Lenka
  • Published: Monday, 18 January 2021
  • Updated: 18 January 2021, 06:27 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହି ନନ୍ଦିଗ୍ରାମ ଆସନରୁ ଟିଏମସିର ପୂର୍ବତନ ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଜିତି ଆସୁଥିଲେ। ଏପରି କି ତାଙ୍କୁ ଟିଏମସିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିଲା।

ତେବେ ସେ ନିକଟରେ ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି। ମମତାଙ୍କ ଏହି ଘୋଷଣା ପରେ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ସେ ତାଙ୍କ ପୂର୍ବତନ ରାଜନୀତି ବସ୍‌ ମମତାଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

କୋଲକାତାରେ ଆୟୋଜିତ ବିଜେପି ରାଲିରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଯଦି ମୁଁ ମମତାଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ନନ୍ଦିଗ୍ରାମରେ ନ ହରାଇବି, ତା’ହେଲେ ମୁଁ ରାଜନୀତିକୁ ଅଲବିଦା କହିଦେବି। ଟିଏମସି ଆଉ ରାଜନୀତିକ ଦଳ ହୋଇନାହିଁ। ଏହା ଏକ ପ୍ରାଇଭେଟ୍‌ ଲିଃ କମ୍ପାନୀ ହୋଇଗଲାଣି। ଟିଏମସି ବିହାରରୁ ନିର୍ବାଚନ ରଣନୀତିଜ୍ଞଙ୍କୁ ଭଡ଼ାରେ ଆଣିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ପଶ୍ଚିମବଙ୍ଗରେ ବିଜେପିର ପଲ୍ଲା ଭାରି ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେପିର ରାଜ୍ୟ ମୁଖ୍ୟ ଦିଲୀପ ଘୋଷ କହିଛନ୍ତି, ମମତା ତାଙ୍କ ନିର୍ବାଚନ ମଣ୍ଡଳୀ ଭାୱାନିପୋରେରେ ଜିତିବେ ନାହିଁ ବୋଲି ଜାଣିଛନ୍ତି। ଏଥିପାଇଁ ସେ ନନ୍ଦିଗ୍ରାମ ମାଟିରେ ନିଜର ପରୀକ୍ଷା କରିବାକୁ ଚାହୁଁଛନ୍ତି। ଟିଏମସିର ମନ୍ତ୍ରୀମାନେ ସୁରକ୍ଷିତ ଆସନ ସବୁ ଖୋଜୁଛନ୍ତି। କିନ୍ତୁ ସେମାନେ ଯୁଆଡ଼େ ବି ଯିବେ, କେଉଁଠି ବି ସୁରକ୍ଷିତ ସ୍ଥାନ ପାଇବେ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story