ଆମ ପାଇଁ ଭାରତ ଫାଷ୍ଟ, ଚାଇନା ସହ ଡିଲ କରିବା ଭୁଲ ଥିଲା ବୋଲି କହିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଶ୍ରୀଲଙ୍କା ସର୍ବଦା ନିରପେକ୍ଷ ବିଦେଶୀ ନୀତିରେ ବିଶ୍ୱାସ କରେ। ତଥାପି ଦେଶ ସର୍ବଦା ଭାରତ ପ୍ରଥମେ ନୀତିକୁ ପାଳନ କରିବାକୁ ଚାହେଁ। ବିଶେଷ କରି ରଣନୀତି ଓ ସୁରକ୍ଷା ପ୍ରସଙ୍ଗରେ ଶ୍ରୀଲଙ୍କ ପଡ଼ୋଶୀ ଭାରତକୁ ପ୍ରଥମେ ରଖେ ବୋଲି ଆଜି ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟନାଥ କୋଲୋମବାଗେ କହିଛନ୍ତି। ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଜୟନାଥ କହିଛନ୍ତି, ରାଷ୍ଟ୍ରପତି(ଗୋଟାବାୟା ରାଜପାକ୍ଷେ) ରଣନୀତି ଓ ସୁରକ୍ଷା ପ୍ରସଙ୍ଗରେ ଶ୍ରୀଲଙ୍କା ସର୍ବଦା ଭାରତ ପ୍ରଥମେ ନୀତିକୁ ଅନୁସରଣ […]

fs

fs

Hemant Lenka
  • Published: Wednesday, 26 August 2020
  • Updated: 26 August 2020, 02:42 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ସର୍ବଦା ନିରପେକ୍ଷ ବିଦେଶୀ ନୀତିରେ ବିଶ୍ୱାସ କରେ। ତଥାପି ଦେଶ ସର୍ବଦା ଭାରତ ପ୍ରଥମେ ନୀତିକୁ ପାଳନ କରିବାକୁ ଚାହେଁ। ବିଶେଷ କରି ରଣନୀତି ଓ ସୁରକ୍ଷା ପ୍ରସଙ୍ଗରେ ଶ୍ରୀଲଙ୍କ ପଡ଼ୋଶୀ ଭାରତକୁ ପ୍ରଥମେ ରଖେ ବୋଲି ଆଜି ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟନାଥ କୋଲୋମବାଗେ କହିଛନ୍ତି।

ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଜୟନାଥ କହିଛନ୍ତି, ରାଷ୍ଟ୍ରପତି(ଗୋଟାବାୟା ରାଜପାକ୍ଷେ) ରଣନୀତି ଓ ସୁରକ୍ଷା ପ୍ରସଙ୍ଗରେ ଶ୍ରୀଲଙ୍କା ସର୍ବଦା ଭାରତ ପ୍ରଥମେ ନୀତିକୁ ଅନୁସରଣ କରିବାକୁ କହିଛନ୍ତି। ଆମେ କେବେ ହେଲେ ଭାରତ ପ୍ରତି ବିପଦ ସୃଷ୍ଟି କରିବାକୁ ଚାହିଁବୁ ନାହିଁ।

ଆମେ ଭାରତ ଠାରୁ ହିଁ ଲାଭ ପାଇବୁ। ସୁରକ୍ଷା ପ୍ରସଙ୍ଗରେ ଭାରତ ହିଁ ପ୍ରଥମେ ବୋଲି ରାଷ୍ଟ୍ରପତି ବାରମ୍ବାର କହିଛନ୍ତି। କିନ୍ତୁ ଅର୍ଥନୀତିକ ଦୃଷ୍ଟି କୋଣରୁ ଅନ୍ୟ ରାଷ୍ଟ୍ର ସହ ମଧ୍ୟ ଆମେ ହାତ ମିଳାଇଛୁ। ଶ୍ରୀଲଙ୍କା ନିରପେକ୍ଷ ବିଦେଶ ନୀତିରେ ବିଶ୍ୱାସ କରୁଥିଲେ ହେଁ ଭାରତର ସୁରକ୍ଷା ପ୍ରତି ବେଶ ଯତ୍ନବାନ ରହିଛି।

ସେ ଆହୁରି କହିଛନ୍ତି, ଚାଇନା ହାତରେ Hambantota ପୋର୍ଟକୁ ୯୯ ବର୍ଷ ପାଇଁ ଟେକି ଦେବା ସବୁଠାରୁ ବଡ଼ ଭୁଲ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story