ଗଣଦୁଷ୍କର୍ମ ପରେ ମା’ ସହ ଶିଶୁକୁ କେନାଲକୁ ଫିଙ୍ଗିଦେଲେ

ବକ୍ସର: ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ବକ୍ସର ଜିଲ୍ଲାରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ମହିଳାଙ୍କ ସହ ତାଙ୍କ ୫ ବର୍ଷୀୟ ଶିଶୁକୁ ପାଣି ଭର୍ତ୍ତି କେନାଲକୁ ଫିଙ୍ଗି ଦେଇଛନ୍ତି। ପାଣିରେ ବୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣଦୁଷ୍କର୍ମ ଅଭିଯୋଗ […]

sa

sa

Hemant Lenka
  • Published: Monday, 12 October 2020
  • Updated: 12 October 2020, 12:51 PM IST

Sports

Latest News

ବକ୍ସର: ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ବକ୍ସର ଜିଲ୍ଲାରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ମହିଳାଙ୍କ ସହ ତାଙ୍କ ୫ ବର୍ଷୀୟ ଶିଶୁକୁ ପାଣି ଭର୍ତ୍ତି କେନାଲକୁ ଫିଙ୍ଗି ଦେଇଛନ୍ତି।

ପାଣିରେ ବୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଜଣେ ଗରିଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ସେହିପରି ୭ ଜଣଙ୍କ ମଧ୍ୟରୁ ପୁଲିସ୍‌ କେବଳ ୨ ଜଣଙ୍କ ପରିଚୟ ହାସଲ କରିପାରିଛି।

ପୁଲିସ୍‌ ଅଧିକାରୀ କେକେ ସିଂହ କହିଛନ୍ତି, ମହିଳାଙ୍କୁ କେନାଲରୁ ଉଦ୍ଧାର କରାଯିବା ପରେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି। ଏହି ଘଟଣାରେ ଏଫଆଇଆର ରୁଜୁ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରାଣ ହରାଇଥିବା ଶିଶୁର ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story