ବ୍ୟାଙ୍କର କାଚ ଡୋର୍‌ରେ ପିଟି ହୋଇ ଚାଲିଗଲା ମହିଳାଙ୍କ ଜୀବନ, ଦେଖନ୍ତୁ ଭିଡିଓ

ଏର୍ଣ୍ଣାକୁଲମ: କେରଳର ଏର୍ଣ୍ଣାକୁଲମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ବ୍ୟାଙ୍କରେ ଲାଗିଥିବା କାଚ୍‌ ଡୋରରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ଡୋର ବନ୍ଦ ଥିଲେ ହେଁ ମହିଳାଙ୍କ ଜଣଙ୍କ ଭୁଲବଶତଃ ଦୌଡ଼ି ଯାଇ ସେଥିରେ ପିଟି ହୋଇଯିବାରୁ ଏଭଳି ଘଟଣା ଘଟିଛି। ପୂରା ଘଟଣାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି।

୪୦ ବର୍ଷୀୟ ବୀଣା ପଲ ପେରୁମବଭର ସ୍ଥିତ ବ୍ୟାଙ୍କକୁ ଯାଇଥିଲେ। ତେବେ ବ୍ୟାଙ୍କ ବାହାରେ ଥିବା ତାଙ୍କ କାର୍‌ରେ କିଛି ଜିନିଷ ଛାଡ଼ି ଦେଇଥିବାରୁ ସେ ବ୍ୟାଙ୍କ ମଧ୍ୟରୁ ତରବରିଆ ଭାବେ ବାହାରକୁ ଯାଉଥିଲେ। ବ୍ୟାଙ୍କର ଡୋର୍‌ ବନ୍ଦ ଥିଲେ ହେଁ ସେକଥା ତରତର ହେଉଥିବା ବୀଣା ଜାଣି ପାରି ନଥିଲେ। ଫଳରେ ସେ ଖୁବ ଜୋର୍‌ରେ କାରଚ୍‌ କବାଟରେ ମାଡ଼ ହୋଇଯାଇଥିଲେ।

କାଚ ତାଙ୍କ ଦେହରେ ପଶି ଯାଇଥିଲେ ହେଁ ସେ ଛିଡ଼ା ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଏବେ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ପରିଭାଷା ଅନ୍ତର୍ଭୁକ୍ତ

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଲୋନ୍ ନେବା ପାଇଁ ହିନ୍ଦୀ ଜାଣିବା ଦରକାର କହିବା ପରେ ମ୍ୟାନେଜରଙ୍କ ବଦଳି

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପାରମ୍ପରିକ ନାଗାଲାଣ୍ଡ ବ୍ୟଞ୍ଜନ ପ୍ରସ୍ତୁତିକୁ ଶେୟାର କଲେ ସ୍ମୃତି ଇରାନୀ

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍

ମାର୍ଚ୍ଚରୁ ଜୁନ୍ ମଧ୍ୟରେ ୨୯ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

କୃଷି ବିଲ୍: ଶାସକ, ବିରୋଧୀ କେହି କିଛି କମ୍ ନୁହନ୍ତି

ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ବିଜେପି ନେତାଙ୍କୁ ଗାଁ ଭିତରକୁ ଯିବାକୁ ଦେବୁନି: ଚାଷୀ ସଂଘ