ଇଣ୍ଟରନେଟରେ ମର୍ଡ଼ର ପ୍ଲାନ ଦେଖି ନିଜ ଛୁଆକୁ ମାରିଦେଲା ମା’  

ଇଣ୍ଡୋର: ମା ସାଜିଲା ଡାହାଣୀ। ନିଜ ୩ ମାସର ନିଷ୍ପାପ ଶିଶୁକୁ ନିଜେ ବୁଡ଼ାଇ ହତ୍ୟା କଲା। ଅନ୍‌ଲାଇନ୍‌ରେ ମର୍ଡ଼ର ପ୍ଲାନ୍ ଦେଖି ନିଜେ ମା ସାଜିଲା ପିଶାଚୀ। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଉଜ୍ଜୟନ ଜିଲ୍ଲାର ମୁଖ୍ୟାଳୟ ଠାରୁ ୭୫ କିମି ଦୂରରେ ଘଟିଛି । ଅକ୍ଟୋବର ୧୨ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଶୁକ୍ରବାର ଅଭିଯୁକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଛି। ପୁଲିସର କହିବା ଅନୁଯାୟୀ ସମ୍ପୃକ୍ତ ମହିଳା ଜଣକ ଅନଲାଇନରେ କେମିତି ପାଣିରେ […]

baby

baby

Tapas Behera
  • Published: Sunday, 24 October 2021
  • Updated: 24 October 2021, 08:00 PM IST

Sports

Latest News

ଇଣ୍ଡୋର: ମା ସାଜିଲା ଡାହାଣୀ। ନିଜ ୩ ମାସର ନିଷ୍ପାପ ଶିଶୁକୁ ନିଜେ ବୁଡ଼ାଇ ହତ୍ୟା କଲା। ଅନ୍‌ଲାଇନ୍‌ରେ ମର୍ଡ଼ର ପ୍ଲାନ୍ ଦେଖି ନିଜେ ମା ସାଜିଲା ପିଶାଚୀ। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଉଜ୍ଜୟନ ଜିଲ୍ଲାର ମୁଖ୍ୟାଳୟ ଠାରୁ ୭୫ କିମି ଦୂରରେ ଘଟିଛି । ଅକ୍ଟୋବର ୧୨ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଶୁକ୍ରବାର ଅଭିଯୁକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଛି। ପୁଲିସର କହିବା ଅନୁଯାୟୀ ସମ୍ପୃକ୍ତ ମହିଳା ଜଣକ ଅନଲାଇନରେ କେମିତି ପାଣିରେ ବୁଡ଼ାଇ ହତ୍ୟା କାରାଯିବ ଶିଖିବା ପରେ ଏଭଳି  କାଣ୍ଡ ଭିଆଇଥିଲା।

ସୂଚନା ଅନୁଯାୟୀ , ଗତ ଅକ୍ଟୋବର ୧୨ ତାରିଖରେ ମହିଳା ଜଣକ ତାଙ୍କ  ଛୁଆ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଛାତ ଉପରେ ପାଣି ଟାଙ୍କିରେ ଛୁଆ ଭାସୁଥିବା ଦେଖାଯାଇଥିଲା। ସେଠାରୁ ଉଦ୍ଧାର ବେଳକୁ ତାର ମୃତ୍ୟୁ ଘଟି ସାରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଗତ ଅକ୍ଟୋବର ୨୧ରେ ଉଭୟ ସ୍ୱାମୀ-ସ୍ତ୍ରୀକୁ ଅଟକ ରଖିଥିଲା। ଘଟଣା ଘଟିବା ସମୟରେ ମହିଳାଙ୍କ ସ୍ୱାମୀ  ନିଜ ଘରେ ଅନଲାଇନ୍ କ୍ଲାସ ନେଉଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଥିଲା। ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଏମିତି କି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଠାରୁ ୨୦୧୮ରୁ ଛାଡ଼ପତ୍ର ଚାହୁଁଥିଲେ।

ଶେଷରେ ମହିଳା ଜଣକ ରାଗରେ ବଶବର୍ତ୍ତୀ ହୋଇ ନିଜ ଛୁଆକୁ ହତ୍ୟା କରିଥିବା ପୁଲିସ  ଜାଣିବାକୁ  ପାଇଥିଲା। ପଚରାଉଚରା ପରେ ମହିଳାଙ୍କୁ ଶୁକ୍ରବାର ଗିରଫ ବେଳେ  ଘଟଣାର ଅଧିକ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story