ପ୍ରେମିକ ସହ ଫେରାର ହେବାରୁ ରେପ୍‌ କଲେ ବାପା, ଭାଇ ଓ ଦାଦା

ମୁଜାଫରନଗର(ଉତ୍ତରପ୍ରଦେଶ): ପୁଣି ଲଜ୍ଜ୍ଜା । ଅନରକିଲିଂର ଆଉ ଏକ ଚେହେରା ଯୌନ ନିର୍ଯାତନାର ଆଉ ଏକ ଭୟଙ୍କର କାହାଣୀ । ପାଶବିକ ଅତ୍ୟାଚାରର ନିଷ୍ଟୁର କାଣ୍ଡ। ଏ ଘଟଣା ଯେତିକି ସମ୍ବେଦନଶୀଳ ସେତିକି ସ୍ପର୍ଷକାତର। ଶୁଣିଲେ ଶିତେଇ ଯିବ ଦେହ। ନିଜ ଘର ଲୋକ ହିଁ ଝିଅ ପାଇଁ ରାକ୍ଷସ ସାଜିଲେ। ଦାଦା ସହ ମିଶି ବାପା ଏବଂ ଭାଇ  ଝିଅକୁ ଗଣ ଦୁଷ୍କର୍ମ କଲେ। ପ୍ରେମିକ ସହିତ ଫେରାର ହୋଇ ଯିବାରୁ ଯୁବତୀ ଜଣଙ୍କୁ ଏଭଳି […]

rape-1

rape-1

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 06:31 PM IST

Sports

Latest News

ମୁଜାଫରନଗର(ଉତ୍ତରପ୍ରଦେଶ): ପୁଣି ଲଜ୍ଜ୍ଜା । ଅନରକିଲିଂର ଆଉ ଏକ ଚେହେରା ଯୌନ ନିର୍ଯାତନାର ଆଉ ଏକ ଭୟଙ୍କର କାହାଣୀ । ପାଶବିକ ଅତ୍ୟାଚାରର ନିଷ୍ଟୁର କାଣ୍ଡ। ଏ ଘଟଣା ଯେତିକି ସମ୍ବେଦନଶୀଳ ସେତିକି ସ୍ପର୍ଷକାତର। ଶୁଣିଲେ ଶିତେଇ ଯିବ ଦେହ। ନିଜ ଘର ଲୋକ ହିଁ ଝିଅ ପାଇଁ ରାକ୍ଷସ ସାଜିଲେ। ଦାଦା ସହ ମିଶି ବାପା ଏବଂ ଭାଇ  ଝିଅକୁ ଗଣ ଦୁଷ୍କର୍ମ କଲେ। ପ୍ରେମିକ ସହିତ ଫେରାର ହୋଇ ଯିବାରୁ ଯୁବତୀ ଜଣଙ୍କୁ ଏଭଳି ସଜ୍ଜା ମିଳିଛି।

ଉତ୍ତରପ୍ରଦେଶର ମୁଜାଫରନଗର ଧନେଡ଼ା ଗାଁରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଝିଅଟି ନିଜ ଭାଇ, ବାପା ଏବଂ ଦାଦାଙ୍କ ଦ୍ୱାରା ଗଣଦୁଷ୍କର୍ମରେ ଶିକାର ହୋଇଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏପରିକି ବଳାତ୍କାର ପରେ ନିଜ ଘର ଲୋକେ ପୀଡ଼ତାଙ୍କୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀ ଜଣକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଆଉ ମାସେ ତଳେ ପ୍ରେମିକ ସହିତ ସେ  ଫେରାର ହୋଇଯାଇଥିଲେ। ଏହି କାରଣରୁ ପରିବାର ଲୋକେ ପ୍ରତିଶୋଧ ନେବାକୁ ଯାଇ ତାକୁ ବଳାତ୍କାର କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଯୁବତୀ ଜଣକର ବୟାନ ଅଦାଲତରେ ରେକର୍ଡ଼ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story