ଭୟଙ୍କର: ସ୍ୱାମୀକୁ ମାରିଲା, ସ୍ତ୍ରୀ ଓ ଝିଅକୁ ଅଚେତ କରି ରେପ୍‌ କଲା

ଆଜମଗଡ଼: ଉତ୍ତର ପ୍ରଦେଶର ଆଜମଗଡ଼ରେ ଏକ ଭୟଙ୍କର, ଅମାନବୀୟ ଓ ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ଦୁର୍ବୃତ୍ତ ପ୍ରଥମେ ସ୍ୱାମୀଙ୍କୁ ଆକ୍ରମଣ କରିବା ପରେ ତାଙ୍କ ପତ୍ନୀ ଓ ଝିଅକୁ ଅଚେତ କରି ସେମାନଙ୍କୁ ଦୀର୍ଘ ୩ ଘଣ୍ଟା କାଳ ଦୁଷ୍କର୍ମ କରିଛି। ଖାଲି ସେତିକି ନୁହେଁ। ଦୁଷ୍କର୍ମ କରିବା ପରେ ସେ ପତ୍ନୀ ଓ ତାଙ୍କ ନବଜାତ ଶିଶୁପୁତ୍ରକୁ ହତ୍ୟା ମଧ୍ୟ କରିଛି। ଏହି ଆକ୍ରମଣରେ ଦମ୍ପତିଙ୍କ ଅନ୍ୟ ଦୁଇ ଜଣ ପିଲା ମଧ୍ୟ ଗୁରୁତର […]

cx

cx

Hemant Lenka
  • Published: Tuesday, 03 December 2019
  • Updated: 03 December 2019, 08:33 PM IST

Sports

Latest News

ଆଜମଗଡ଼: ଉତ୍ତର ପ୍ରଦେଶର ଆଜମଗଡ଼ରେ ଏକ ଭୟଙ୍କର, ଅମାନବୀୟ ଓ ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ଦୁର୍ବୃତ୍ତ ପ୍ରଥମେ ସ୍ୱାମୀଙ୍କୁ ଆକ୍ରମଣ କରିବା ପରେ ତାଙ୍କ ପତ୍ନୀ ଓ ଝିଅକୁ ଅଚେତ କରି ସେମାନଙ୍କୁ ଦୀର୍ଘ ୩ ଘଣ୍ଟା କାଳ ଦୁଷ୍କର୍ମ କରିଛି। ଖାଲି ସେତିକି ନୁହେଁ। ଦୁଷ୍କର୍ମ କରିବା ପରେ ସେ ପତ୍ନୀ ଓ ତାଙ୍କ ନବଜାତ ଶିଶୁପୁତ୍ରକୁ ହତ୍ୟା ମଧ୍ୟ କରିଛି।

ଏହି ଆକ୍ରମଣରେ ଦମ୍ପତିଙ୍କ ଅନ୍ୟ ଦୁଇ ଜଣ ପିଲା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏଭଳି ଛାତି ଥରା କାଣ୍ଡ ଭିଆଇ ଥିବା ୩୮ ବର୍ଷୀୟ ନସିରୁଦ୍ଦିନକୁ ପୁଲିସ୍‌ ଆଜି ଗିରଫ କରିବା ପରେ ପୂରା ଘଟଣା ଉପରରୁ ପର୍ଦ୍ଦା ହଟିଛି।

ପୁଲିସ୍‌ର ତଥ୍ୟ ଅନୁଯାୟୀ, ନଭେମ୍ବର ୨୪ରେ ନସିରୁଦ୍ଦିନ ଜଣଙ୍କ ଘରେ ପଶିଥିଲା। ଏହି ସମୟରେ ଗୋଟିଏ ରୁମରେ ୫ ଜଣ ଶୋଇଥିବା ସେ ଦେଖିବାକୁ ପାଇଥିଲା। ସେ ପ୍ରଥମେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଇଟାରେ ଆକ୍ରମଣ କରିଥିଲା। ଏହାକୁ ତାଙ୍କ ପତ୍ନୀ ଓ ୧୦ ବର୍ଷୀୟ ଝିଅ ବିରୋଧ କରିବାରୁ ନସିରୁଦ୍ଦିନ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ଝିଅ ଅଚେତ ହୋଇ ଯାଇଥିଲେ। ସେହିପରି ଦମ୍ପତିଙ୍କ ନବଜାତ ଶିଶୁ ଓ ଆଉ ଜଣେ ପିଲା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ସମସ୍ତେ ନିସ୍ତେଜ ହୋଇଗଲା ପରେ ନସୁରିଦ୍ଦିନ ନିଜ ସହ ଆଣିଥିବା ସେକ୍ସ ବଟିକା ଖାଇଥିଲା ଓ କଣ୍ଡୋମ ପିନ୍ଧିଥିଲା। ଏହାପରେ ସେ ମା’ ଓ ଝିଅଙ୍କୁ ଦୀର୍ଘ ୩ ଘଣ୍ଟା କାଳ ସେହି ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିଲା।

ଏହି ଭୟଙ୍କର ଘଟଣାର ପୂରା ଦୃଶ୍ୟକୁ ସେ ମୋବାଇଲରେ ଶୁଟିଂ ମଧ୍ୟ କରିଥିଲା। ୩ ଘଣ୍ଟା ପରେ ସେ ସେଠାରୁ ଫେରାର ହୋଇ ଯାଇଥିଲା। ଏହାପରେ ନସୁରିଦ୍ଦିନ ଏହି ଭିଡିଓକୁ ତାଙ୍କର ଜଣେ ସମ୍ପର୍କୀୟ ମହିଳାଙ୍କୁ ଦେଖାଇଥିଲା। ସେ ଏହା ଦେଖି “ଭଗବାନ ତତେ କେବେ କ୍ଷମା ଦେବେ ନାହିଁ” ବୋଲି କହିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଆଜି ନସିରୁଦ୍ଦିନକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story