ବ୍ରିଟେନ୍‌ରୁ ବିମାନରେ ଭାରତ ଆସିଲେ ମହିଳା; କିନ୍ତୁ ସ୍ୱାମୀଙ୍କ ପାସ୍‌ପୋର୍ଟରେ

ନୂଆଦିଲ୍ଲୀ: ବ୍ରିଟେନରୁ  ନୂଆଦିଲ୍ଲୀ। ସାତ ଦରିଆ ପାର ହୋଇ ଭାରତରେ ପାଦ ରଖିଥିଲେ ଜଣେ ମହିଳା ବ୍ୟବସାୟୀ। ହେଲେ ସ୍ୱାମୀଙ୍କ ପାସପୋର୍ଟରେ। ଦୁଇ ଦୁଇଟା ବିମାନ ବନ୍ଦର ଦେଇ ଆସିଥିଲେ ବି କେହି ଟେର ପାଇ ନଥିଲେ ଏଇ କଥାର। ଶେଷରେ ଧରିଲା ଦିଲ୍ଲୀ ପୋଲିସ୍‌। ତାହାହେଲେ ଆସନ୍ତୁ ଜାଣିବା ସ୍ୱାମୀଙ୍କ ପାସପୋର୍ଟ ନେଇ ବ୍ରିଟେନରୁ ଦିଲ୍ଲୀ ପର୍ଯ୍ୟନ୍ତ କେମିତି ଯାତ୍ରା କରିଥିଲେ ଏହି ମହିଳା। ଦୁବାଇ ଦେଇ ନୂଆଦିଲ୍ଲୀ ଯାଉଥିବା ‘ଏମିରେଟସ୍‌ ଏୟାରଲାଇନ’ର ଏକ ବିମାନରେ […]

airport

airport

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 01:54 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନରୁ  ନୂଆଦିଲ୍ଲୀ। ସାତ ଦରିଆ ପାର ହୋଇ ଭାରତରେ ପାଦ ରଖିଥିଲେ ଜଣେ ମହିଳା ବ୍ୟବସାୟୀ। ହେଲେ ସ୍ୱାମୀଙ୍କ ପାସପୋର୍ଟରେ। ଦୁଇ ଦୁଇଟା ବିମାନ ବନ୍ଦର ଦେଇ ଆସିଥିଲେ ବି କେହି ଟେର ପାଇ ନଥିଲେ ଏଇ କଥାର। ଶେଷରେ ଧରିଲା ଦିଲ୍ଲୀ ପୋଲିସ୍‌। ତାହାହେଲେ ଆସନ୍ତୁ ଜାଣିବା ସ୍ୱାମୀଙ୍କ ପାସପୋର୍ଟ ନେଇ ବ୍ରିଟେନରୁ ଦିଲ୍ଲୀ ପର୍ଯ୍ୟନ୍ତ କେମିତି ଯାତ୍ରା କରିଥିଲେ ଏହି ମହିଳା।

ଦୁବାଇ ଦେଇ ନୂଆଦିଲ୍ଲୀ ଯାଉଥିବା ‘ଏମିରେଟସ୍‌ ଏୟାରଲାଇନ’ର ଏକ ବିମାନରେ ମଞ୍ଚେଷ୍ଟର ସହରରୁ ବସିଥିଲେ ଗୀତା। କିନ୍ତୁ ଭୁଲରେ ସେ ସ୍ୱାମୀଙ୍କ ପାସପୋର୍ଟ ନେଇ ଚାଲି ଆସିଥିଲେ। ସ୍ୱାମୀଙ୍କ ପାସପୋର୍ଟକୁ ସେ ମାଞ୍ଚେଷ୍ଟର ବିମାନବନ୍ଦରରେ ଦେଖାଇଥିଲେ। ସେ ବିମାନ ବନ୍ଦର ପ୍ରବେଶ ପଥରେ ସେ ବି ପାର୍ସପୋଟକୁ ଦେଖାଇଥିଲେ। ପରେ କଷ୍ଟମ କାଉଣ୍ଟରରେ ବି ଏହାକୁ ଦେଖାଇଥିଲେ। ହେଲେ କେହି କିଛି କହି ନ ଥିଲେ ଏବଂ ତାଙ୍କୁ ଯିବାକୁ ଦେଇଥିଲେ। ସେ ଦୁବାଇ ବିମାନବନ୍ଦରରେ କିଛି ସମୟ ରହିଥିଲେ। ତେବେ ଭାରତର ଓଭରସିଜ୍‌ ସିଟିଜେନ୍‌ ହୋଇଥିବାରୁ ତାଙ୍କୁ ସେଠାରେ ପାସ୍‌ପୋର୍ଟ ଦେଖାଇବାକୁ ପଡ଼ି ନ ଥିଲା। କିନ୍ତୁ ଯେତେବେଳେ ସେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ ଓ ଇମିଗ୍ରେସନ ଫର୍ମ ପୂରଣ କଲେ ସେତେବେଳେ ତାଙ୍କ ଭୁଲ୍‌ ଧରାପଡ଼ିଥିଲା। ସେଠାକାର ଅଧିକାରୀମାନେ କିଛି ସମୟ ଯାଞ୍ଚ କରିବା ପରେ ଗୀତାଙ୍କୁ ପୁଣି ଦୁବାଇ ପଠାଇ ଦେଇଥିଲେ।

ଏ ସମ୍ପର୍କରେ ‘ଏମିରେଟସ୍‌ ଏୟାରଲାଇନ୍ସ’ର ମୁଖପାତ୍ର କହିଛନ୍ତି, ଏୟାରପୋର୍ଟ ହେଣ୍ଡଲର ମାଧ୍ୟମରେ ଯାତ୍ରୀମାନଙ୍କ ପାସପୋର୍ଟ ଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଏ। କିନ୍ତୁ ଏହି ମାମଲାରେ ମାନଦଣ୍ଡକୁ ପାଳନ କରାଯାଇନାହିଁ। ଏଥିପାଇଁ ଗୀତା ଯେଉଁ ଅନାବଶ୍ୟକ କଷ୍ଟ ପାଇଲେ, ସେଥିପାଇଁ ବିମାନ କମ୍ପାନୀ କର୍ତ୍ତୃପକ୍ଷ ଦୁଃଖିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story