୧୧ ଜଣ ପୁରୁଷଙ୍କୁ ବିବାହ କରିବାରୁ ମହିଳାଙ୍କୁ ମୃତ୍ୟୁଦଣ୍ଡ

ମୋଗାଦିଶୁ: ୧୧ ଜଣ ପୁରୁଷଙ୍କୁ ବିବାହ କରିବା କାରଣୁ ସୋମାଲିଆର ରାଜଧାନୀ ମୋଗାଦିଶୁରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଉଗ୍ରବାଦୀ ସଂଗଠନ ଅଲ-ଶବାବ ଏହି ମୃତ୍ୟୁ ଦେବା ସହ ଏହାକୁ ପୃଷ୍ଟି କରିଛି। ସଂଗଠନ ପକ୍ଷରୁ କୁହାଯାଇଛି, “ଜଣେ ମହିଳା ୧୧ ଜଣ ପୁରଷଙ୍କୁ ବିବାହ କରିଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ତାଙ୍କୁ ପଥର ମାରି ହତ୍ୟା କରାଯାଇଛି।” ବେକ ଯାଏ ପୋତି ଦେଇ ପଥର ମାରି ହତ୍ୟା କଲେ ଶୁକରୀ ଅବଦୁଲ୍ଲାହି ନାମକ ଏହି ୩୦ […]

somaliya

somaliya

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 07:19 PM IST

ମୋଗାଦିଶୁ: ୧୧ ଜଣ ପୁରୁଷଙ୍କୁ ବିବାହ କରିବା କାରଣୁ ସୋମାଲିଆର ରାଜଧାନୀ ମୋଗାଦିଶୁରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଉଗ୍ରବାଦୀ ସଂଗଠନ ଅଲ-ଶବାବ ଏହି ମୃତ୍ୟୁ ଦେବା ସହ ଏହାକୁ ପୃଷ୍ଟି କରିଛି। ସଂଗଠନ ପକ୍ଷରୁ କୁହାଯାଇଛି, “ଜଣେ ମହିଳା ୧୧ ଜଣ ପୁରଷଙ୍କୁ ବିବାହ କରିଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ତାଙ୍କୁ ପଥର ମାରି ହତ୍ୟା କରାଯାଇଛି।”

ବେକ ଯାଏ ପୋତି ଦେଇ ପଥର ମାରି ହତ୍ୟା କଲେ

ଶୁକରୀ ଅବଦୁଲ୍ଲାହି ନାମକ ଏହି ୩୦ ବର୍ଷିୟା ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନୃସଂଶ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟାକୁ ଦେଖିବାକୁ ବହୁ ଲୋକ ମଧ୍ୟ ଏକାଠି ହୋଇଥିଲେ। ମହିଳାଙ୍କୁ ବେଗ ଯାଏ ପୋତି ଦିଆଯାଇଥିଲା। ଏହାପରେ ସଂଗଠନର ସଦସ୍ୟମାନେ ସମସ୍ତଙ୍କ ଆଗରେ ତାଙ୍କୁ ପଥର ମାଡ଼ କରି ହତ୍ୟା କରିଥିଲେ।

ସଂଗଠନର ରିଜିଓନାଲ ଗଭର୍ନର ମହମ୍ମଦ ଅବୁ ଓସାମା କହିଛନ୍ତି, “ମହିଳାଙ୍କୁ ତାଙ୍କ ୯ ଜଣ ସ୍ୱାମୀଙ୍କ ସହ କୋର୍ଟରେ ହାଜର କରାଯାଇଥିଲା। ସେମାନେ ସମସ୍ତେ କହିଥିଲେ ମହିଳା ଜଣଙ୍କ ତାଙ୍କ ପତ୍ନୀ। ସେଠାରେ ଜଣେ ସ୍ୱଘୋଷିତ ଜଜ୍‌ କହିଛନ୍ତି, “କାହାରିଙ୍କୁ ତଲାକ ନଦେଇ ମହିଳା ଜଣଙ୍କ ଏହି ବିବାହ କରିଥିବା ସ୍ୱୀକାର କରିଥିଲେ।”

ଅଲ-ଶବାବ ସଂଗଠନ ଆଫ୍ରିକୀୟ ଦେଶରେ ଶରିୟା ଆଇନ୍‌କୁ କଠୋର ଭାବେ ଲାଗୁ କରିବାକୁ କାମ କରୁଛି। ସୋମାଲିଆର ଦକ୍ଷିଣ ଓ ମଧ୍ୟ ଭାଗରେ ଏହି ସଂଗଠନର ଦୃଢ ଭାବେ କାମ କରୁଥିଲା। ହେଲେ ୨୦୧୧ରେ ସ୍ଥାନୀୟ ସେନା ସେମାନଙ୍କୁ ସେଠାରୁ ହଟାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story