ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ, ମିଳିଲା ମହିଳାଙ୍କ ମୁଣ୍ଡ ବିହୀନ ଖଣ୍ଡ ବିଖଣ୍ଡିତ ମୃତଦେହ

ମୀରଟ: ଉତ୍ତର ପ୍ରଦେଶର ମୀରଟରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି କାଟି ଦେଇଛି। ଏହାପରେ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ବସ୍ତାରେ ପୂରାଇ ଏଠାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଖବର ଦେବା ପରେ ପୁଲିସ୍ ଫଟେହୁଲ୍ଲାପୁରଠାରେ ଥିବା ଏକ ଅଳିଆ ଗଦାରୁ ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଲୋକଙ୍କ ସୂଚନା ଅନୁଯାୟୀ, ଅଳିଆ ଗଦାରେ […]

yh

yh

Hemant Lenka
  • Published: Monday, 26 October 2020
  • Updated: 26 October 2020, 10:37 PM IST

Sports

Latest News

ମୀରଟ: ଉତ୍ତର ପ୍ରଦେଶର ମୀରଟରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରିବା ପରେ ଖଣ୍ଡଖଣ୍ଡ କରି କାଟି ଦେଇଛି। ଏହାପରେ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ବସ୍ତାରେ ପୂରାଇ ଏଠାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଖବର ଦେବା ପରେ ପୁଲିସ୍ ଫଟେହୁଲ୍ଲାପୁରଠାରେ ଥିବା ଏକ ଅଳିଆ ଗଦାରୁ ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଲୋକଙ୍କ ସୂଚନା ଅନୁଯାୟୀ, ଅଳିଆ ଗଦାରେ ପଡ଼ିଥିବା ଗୋଟିଏ ବସ୍ତା ମଧ୍ୟରୁ ବୁଲା କୁକୁରମାନେ କିଛି ମାଂସ ବାହାର କରି ଖାଉଥିବା ପ୍ରଥମେ ନିକଟରେ ଖେଳୁଥିବା ପିଲାମାନେ ଦେଖିଥିଲେ। ଏହାପରେ ସେମାନେ ଏ ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକ ବସ୍ତା ନିକଟରେ ପହଞ୍ଚିଲା ବେଳକୁ ଏହା ମଧ୍ୟରୁ ପ୍ରବଳ ଦୁର୍ଗନ୍ଧ ବାହାରୁ ଥିଲା।

ସେମାନେ ଏହା ଦେଖି ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ପହଞ୍ଚି ବସ୍ତା ଖୋଲିବାରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଖଣ୍ଡବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଥିଲା। ପୁଲିସ୍‌ କହିଛି ଯେ ମହିଳାଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ। ତାଙ୍କୁ ଖଣ୍ଡଖଣ୍ଡ କରି କାଟିବା ପରେ କେହି ପ୍ଲାଷ୍ଟିକ ବସ୍ତାରେ ଭର୍ତ୍ତି କରି ଏଠାରେ ପକାଇ ଦେଇଛି।

ଏବେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭକୁ ମଧ୍ୟ ଯାଞ୍ଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story