ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ‘ସ୍କିଲ ଇଣ୍ଡିଆ’: ବିଶ୍ୱ ବ୍ୟାଙ୍କ ଦେଲା ୨୫୦ ମିଲିୟନ୍‌ ଡଲାର

ନୂଆଦିଲ୍ଲୀ: ବେକାରୀ ସମସ୍ୟା ଦୂରିକରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ସ୍କିଲ ଇଣ୍ଡିଆ ମିଶନକୁ ତ୍ୱାରାନ୍ନିତ ହୋଇଛି। ଏନେଇ ବିଶ୍ୱ ବ୍ୟାଙ୍କ ପକ୍ଷରୁ ୨୫୦ ମିଲିୟନ୍‌ ଡଲାର ମଞ୍ଜୁର କରାଯାଇଛି। ସ୍କିଲ ଇଣ୍ଡିଆ ମିଶନରେ ଏହି ଅର୍ଥ ମଞ୍ଜୁର ହୋଇଛି। ସ୍କିଲ ଇଣ୍ଡିଆ ମିଶନ ଅପରେସେନ(ଏସଇଏମଓ) ନାମରେ ଏହି ଋଣ ଆପ୍ରୋଭ ହୋଇଛି। ଏହି ଯୋଜନାରେ ୧୫ରୁ ୫୯ ବର୍ଷ ପର୍ଯ୍ୟନ୍ତ (ଯୁବ ଠାରୁ ବୟସ୍କ ପର୍ଯ୍ୟନ୍ତ)ବିଭିନ୍ନ ସେକ୍ଟର ପାଇଁ ତାଲିମ […]

skill

skill

Rakesh Mallick
  • Published: Monday, 26 June 2017
  • Updated: 26 June 2017, 04:59 PM IST

Sports

Latest News

ନୂଆଦିଲ୍ଲୀ: ବେକାରୀ ସମସ୍ୟା ଦୂରିକରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ସ୍କିଲ ଇଣ୍ଡିଆ ମିଶନକୁ ତ୍ୱାରାନ୍ନିତ ହୋଇଛି। ଏନେଇ ବିଶ୍ୱ ବ୍ୟାଙ୍କ ପକ୍ଷରୁ ୨୫୦ ମିଲିୟନ୍‌ ଡଲାର ମଞ୍ଜୁର କରାଯାଇଛି। ସ୍କିଲ ଇଣ୍ଡିଆ ମିଶନରେ ଏହି ଅର୍ଥ ମଞ୍ଜୁର ହୋଇଛି। ସ୍କିଲ ଇଣ୍ଡିଆ ମିଶନ ଅପରେସେନ(ଏସଇଏମଓ) ନାମରେ ଏହି ଋଣ ଆପ୍ରୋଭ ହୋଇଛି।

ଏହି ଯୋଜନାରେ ୧୫ରୁ ୫୯ ବର୍ଷ ପର୍ଯ୍ୟନ୍ତ (ଯୁବ ଠାରୁ ବୟସ୍କ ପର୍ଯ୍ୟନ୍ତ)ବିଭିନ୍ନ ସେକ୍ଟର ପାଇଁ ତାଲିମ ନେଇପାବେ।  ଏହି ଯୋଜନାରେ ଆସନ୍ତା ୨୦୨୨ ସୁଦ୍ଧା ୧୦୯ ନିୟୁତ ଲୋକ  ତାଲିମ ପାଇ ସ୍ୱାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଛି। ଯାହା ଭାରତ ସରକାରଙ୍କ ପ୍ରାଥମିକତା ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story