ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ‘ସ୍କିଲ ଇଣ୍ଡିଆ’: ବିଶ୍ୱ ବ୍ୟାଙ୍କ ଦେଲା ୨୫୦ ମିଲିୟନ୍‌ ଡଲାର

ନୂଆଦିଲ୍ଲୀ: ବେକାରୀ ସମସ୍ୟା ଦୂରିକରଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ସ୍କିଲ ଇଣ୍ଡିଆ ମିଶନକୁ ତ୍ୱାରାନ୍ନିତ ହୋଇଛି। ଏନେଇ ବିଶ୍ୱ ବ୍ୟାଙ୍କ ପକ୍ଷରୁ ୨୫୦ ମିଲିୟନ୍‌ ଡଲାର ମଞ୍ଜୁର କରାଯାଇଛି। ସ୍କିଲ ଇଣ୍ଡିଆ ମିଶନରେ ଏହି ଅର୍ଥ ମଞ୍ଜୁର ହୋଇଛି। ସ୍କିଲ ଇଣ୍ଡିଆ ମିଶନ ଅପରେସେନ(ଏସଇଏମଓ) ନାମରେ ଏହି ଋଣ ଆପ୍ରୋଭ ହୋଇଛି।

ଏହି ଯୋଜନାରେ ୧୫ରୁ ୫୯ ବର୍ଷ ପର୍ଯ୍ୟନ୍ତ (ଯୁବ ଠାରୁ ବୟସ୍କ ପର୍ଯ୍ୟନ୍ତ)ବିଭିନ୍ନ ସେକ୍ଟର ପାଇଁ ତାଲିମ ନେଇପାବେ।  ଏହି ଯୋଜନାରେ ଆସନ୍ତା ୨୦୨୨ ସୁଦ୍ଧା ୧୦୯ ନିୟୁତ ଲୋକ  ତାଲିମ ପାଇ ସ୍ୱାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଛି। ଯାହା ଭାରତ ସରକାରଙ୍କ ପ୍ରାଥମିକତା ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ

୧୫ ଦିନରେ ଆମେରିକାର ୯ ବଡ଼ ପଦକ୍ଷେପ

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

୬ଟି ବ୍ରିଜର ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ଦେଶରେ ପ୍ରଥମ: ଗୋଟିଏ ଗାଁରେ ଏକାଧିକ କରୋନା ସୁପର ସ୍ପ୍ରେଡର, ମୁତୟନ ହେଲେ କମାଣ୍ଡୋ

ମୁଖ୍ୟମନ୍ତ୍ରୀ କହିଲେ, ମୁଁ ସବୁ ବିଭାଗର ମନ୍ତ୍ରୀ

ଦୈନିକ ୧୫ କିମି ରାସ୍ତା ଚାଲିଚାଲି ୩୦ ବର୍ଷ ହେଲା ଚିଠି ଦେଉଛନ୍ତି ଏହି ପୋଷ୍ଟମ୍ୟାନ୍‌

ବିକାଶ ଦୁବେ ଗିରଫ ହେବା ପରେ ଉଠିଲା ଅନେକ ପ୍ରଶ୍ନ? ଜାଣନ୍ତୁ ସେଗୁଡ଼ିକ କ’ଣ

ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା? ପଚାରିଲେ ଅଖିଲେଶ ଯାଦବ

ଆଇଆଇଟି ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା

‘ମୁଁ ହିଁ ବିକାଶ ଦୁବେ’ କାନପୁର ୱାଲା: କେମିତି ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୪,୮୭୯ ପଜିଟିଭ, ୪୮୭ ମୃତ