ନଭେମ୍ବର ୩ରୁ ବିଶ୍ୱ ଖାଦ୍ୟମେଳା, ଭାଗନେବେ ୪୦ରୁ ଊର୍ଦ୍ଧ୍ୱ ଦେଶର ପ୍ରତିନିଧି

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ଇଣ୍ଡିଆଗେଟ୍‌ରେ ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଖାଦ୍ୟ ମେଳା । ଏଥିରେ ଫୋକସ୍ ରାଜ୍ୟ ଭାବେ ଓଡ଼ିଶା ଯୋଗ ଦେଉଛି। ଏହି ତିନିଦିନିଆ ଖାଦ୍ୟ ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ । ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକ ଏଥିରେ ପ୍ରତିନିଧୀ ଭାବେ ଯୋଗଦେବେ । ଜର୍ମାନୀ, ଜାପାନ ଓ ଡେନ୍ମାର୍କ ଭଳି ୪୦ରୁ ଅଧିକ ଦେଶ ଏହି ମେଳାରେ ଭାଗ ନେଉଥିବା ବେଳେ ଭାରତର ୨୬ ରାଜ୍ୟ […]

is

is

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 09:47 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ଇଣ୍ଡିଆଗେଟ୍‌ରେ ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଖାଦ୍ୟ ମେଳା । ଏଥିରେ ଫୋକସ୍ ରାଜ୍ୟ ଭାବେ ଓଡ଼ିଶା ଯୋଗ ଦେଉଛି। ଏହି ତିନିଦିନିଆ ଖାଦ୍ୟ ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ । ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକ ଏଥିରେ ପ୍ରତିନିଧୀ ଭାବେ ଯୋଗଦେବେ । ଜର୍ମାନୀ, ଜାପାନ ଓ ଡେନ୍ମାର୍କ ଭଳି ୪୦ରୁ ଅଧିକ ଦେଶ ଏହି ମେଳାରେ ଭାଗ ନେଉଥିବା ବେଳେ ଭାରତର ୨୬ ରାଜ୍ୟ ନିଜ ନିଜର ଖାଦ୍ୟ ପ୍ରଦର୍ଶନ କରିବେ । ଓଡ଼ିଶାର ୧୨ଟି ଷ୍ଟଲରେ ୩୦ କମ୍ପାନୀ ନିଜ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନ କରିବେ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos