ସୁପର ଟାଇଫୁନ୍‌ 'ରାୟ'ର ତାଣ୍ଡବ, ୭୫ ମୃତ

ମାନିଲା: ତାଣ୍ଡବ ରଚିଲା ସୁପର ଟାଇଫୁନ ତଥା ଶକ୍ତିଶାଳୀ ବାତ୍ୟା ‘ରାୟ’। ନେଲା ୭୫ ଜୀବନ। ଅନେକ ହେଲେ ବାସହରା। ଚଳିତ ବର୍ଷ ଫିଲିପିନ୍ସରେ ପ୍ରଳୟ ରଚିଛି ଏହି ଶକ୍ତିଶାଳୀ ବାତ୍ୟା। ରିବିବାର ସରକାରୀ ଆକଳନ ଅନୁଯାୟୀ ବାତ୍ୟା ଯୋଗୁଁ ଏଠି ୭୫ ଜଣ ପ୍ରାଣ ହରାଇଛନ୍ତି। ବାତ୍ୟା ପ୍ରଭାବିତ ସ୍ଥାନଗୁଡିକରେ ପାଣି ଓ ଖାଦ୍ୟ ଯୋଗାଇବା ପାଇଁ ଉଦ୍ୟମ ଜାରି ରହିଛି। ବାତ୍ୟା ‘ରାୟ’ ଯୋଗୁଁ ସମୁଦ୍ରକୁଳିଆ ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟ […]

typhoon

typhoon

Madhupriya Mistry
  • Published: Sunday, 19 December 2021
  • Updated: 19 December 2021, 11:53 AM IST

Sports

Latest News

ମାନିଲା: ତାଣ୍ଡବ ରଚିଲା ସୁପର ଟାଇଫୁନ ତଥା ଶକ୍ତିଶାଳୀ ବାତ୍ୟା 'ରାୟ'। ନେଲା ୭୫ ଜୀବନ। ଅନେକ ହେଲେ ବାସହରା। ଚଳିତ ବର୍ଷ ଫିଲିପିନ୍ସରେ ପ୍ରଳୟ ରଚିଛି ଏହି ଶକ୍ତିଶାଳୀ ବାତ୍ୟା।

ରିବିବାର ସରକାରୀ ଆକଳନ ଅନୁଯାୟୀ ବାତ୍ୟା ଯୋଗୁଁ ଏଠି ୭୫ ଜଣ ପ୍ରାଣ ହରାଇଛନ୍ତି। ବାତ୍ୟା ପ୍ରଭାବିତ ସ୍ଥାନଗୁଡିକରେ ପାଣି ଓ ଖାଦ୍ୟ ଯୋଗାଇବା ପାଇଁ ଉଦ୍ୟମ ଜାରି ରହିଛି। ବାତ୍ୟା 'ରାୟ' ଯୋଗୁଁ ସମୁଦ୍ରକୁଳିଆ ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

75 dead in Philippines super Typhoon, rescue ops continue

ଅନେକ ସ୍ଥାନରେ ଯୋଗାଯୋଗ ଏବଂ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। ଅନେକ ଘରର ଛାତ ଉଡି ଯାଇଥିବା ବଳେ ଆଉ କେଉଁଠି ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି।  ଗାଁରେ ବନ୍ୟା ଭିଳ ପରିସ୍ଥିତି ସୃଷ୍ଟି ହୋଇଛି। ସୁପର୍‌ ଟାଇଫୁନ୍‌ ‘ରାୟ’ ଫିଲିପ୍ପିନ୍ସ ଦ୍ୱିପପୁଞ୍ଜର ଦକ୍ଷିଣ ଓ କେନ୍ଦ୍ରୀୟ ଅଞ୍ଚଳକୁ ଛାରଖାର କରି ଦେଇଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ବହୁସଂଖ୍ୟକ ସାମରିକ, ପୁଲିସ, ତଟରକ୍ଷୀ ଏବଂ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ରାଜ୍ୟପାଳ ଆର୍ଥର ୟାପଙ୍କ ସୂଚନା ମୁତାବକ, ବାତ୍ୟା ଯୋଗୁଁ ୧୩ ଜଣ ଆହତ ହୋଇଛନ୍ତି। ୧୦ ଜଣ ଏବେବି ନିଖୋଜ ଅଛନ୍ତି। ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ସେମାନଙ୍କୁ ଉଚ୍ଚ ସ୍ଥାନକୁ ନିଆଯାଉଛି। ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ହଜାର ହଜାର ସୈନିକ ଏବଂ ପୁଲିସ କର୍ମଚାରୀ ଜଡିତ ଅଛନ୍ତି। ବାତ୍ୟା ଯୋଗୁଁ ରାସ୍ତାରେ ପଡିଥିବା ଆବର୍ଜନା ଏବଂ ଗଛକୁ ସଫା କରିବା ପାଇଁ ମେସିନ୍ ପଠାଯାଇଛି।

Many dead, villages 'smashed' as Typhoon Rai batters Philippines | Weather  News | Al Jazeera

ଗୁରୁବାର ଦିନ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୯୫ କିଲୋମିଟର ଥିଲା। ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବ ବିଶ୍ୱର ସବୁ ରାଷ୍ଟ୍ର ଠାରୁ ଫିଲିପ୍ପିନ୍ସ ଉପରେ ସବୁଠୁ ଅଧିକ ପଡୁଛି। ପ୍ରତିବର୍ଷ ଏଠାରେ ଅତିକମ୍‌ରେ ୨୦ଟି ଝଡ଼ ତୋଫାନ ସୃଷ୍ଟି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story