ଟିକା ନେବାକୁ ମନା କରିବାରୁ ହାର୍ଟ ପ୍ରତିରୋପଣ କଲାନି ହସ୍ପିଟାଲ

ମେନଡନ(ବୋଷ୍ଟନ): ବିଶ୍ୱର କୌଣସି ପ୍ରାନ୍ତରେ କରୋନା ଟିକା ବାଧ୍ୟତାମୂଳକ ନୁହେଁ। ହେଲେ ଅନେକ ସମୟରେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଭୋଗିବାକୁ ପଡ଼ୁଛି। ଏପରି ଏକ ଘଟଣା ଏବେ ବୋଷ୍ଟନରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କରୋନା ବିରୋଧୀ ଟିକା ନେବାକୁ ମନା କରି ଦେଇଥିବାରୁ ହସ୍ପିଟାଲ ପକ୍ଷରୁ ତାଙ୍କର ହାର୍ଟ ପ୍ରତିରୋପଣ କରାଯାଇ ନଥିବା ଅଭିଯୋଗ ହୋଇଛି। ବୋଷ୍ଟନରେ କରୋନା ଟିକା ନେଇ ନଥିବା ଲୋକଙ୍କ ସହ ପ୍ରାୟ ଅଧିକାଂଶ […]

Heart

Heart

Hemant Lenka
  • Published: Thursday, 27 January 2022
  • Updated: 27 January 2022, 10:03 AM IST

Sports

Latest News

ମେନଡନ(ବୋଷ୍ଟନ): ବିଶ୍ୱର କୌଣସି ପ୍ରାନ୍ତରେ କରୋନା ଟିକା ବାଧ୍ୟତାମୂଳକ ନୁହେଁ। ହେଲେ ଅନେକ ସମୟରେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଭୋଗିବାକୁ ପଡ଼ୁଛି। ଏପରି ଏକ ଘଟଣା ଏବେ ବୋଷ୍ଟନରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କରୋନା ବିରୋଧୀ ଟିକା ନେବାକୁ ମନା କରି ଦେଇଥିବାରୁ ହସ୍ପିଟାଲ ପକ୍ଷରୁ ତାଙ୍କର ହାର୍ଟ ପ୍ରତିରୋପଣ କରାଯାଇ ନଥିବା ଅଭିଯୋଗ ହୋଇଛି। ବୋଷ୍ଟନରେ କରୋନା ଟିକା ନେଇ ନଥିବା ଲୋକଙ୍କ ସହ ପ୍ରାୟ ଅଧିକାଂଶ ହସ୍ପିଟାଲ ଏପରି ବ୍ୟବହାର କରୁଥିବା ଜଣାପଡ଼ିଛି।

ଡିଜେ ଫର୍ଗୁସନଙ୍କ ପରିବାର ଗୋଟିଏ କ୍ରାଉଡଫଣ୍ଡିଂରେ କହିଛନ୍ତି ଯେ ବ୍ରିଗାମ ଓ ମହିଳା ହସ୍ପିଟାଲର କର୍ତ୍ତୃପକ୍ଷ କରୋନା ବିରୋଧୀ ଟିକାକରଣ ବାଧ୍ୟତାମୂଳକ କରିଛନ୍ତି। ୩୧ ବର୍ଷୀୟ ଫର୍ଗୁସନ କରୋନା ବିରୋଧୀ ଟିକା ନେଇ ନଥିବାରୁ ତାଙ୍କର ହାର୍ଟ ପ୍ରତିରୋପ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିଦେଇଛନ୍ତି।

ଆମେ ବର୍ତ୍ତମାନ ପୂରା ଏକଘରକିଆ ହୋଇଯାଇଛୁ। ଆମେ ଗୋଟିଏ ସମ୍ବେଦନଶୀଳ ସମୟ ଦେଇ ଗତି କରୁଛୁ। ଏହା କେବଳ ଗୋଟିଏ ରାଜନୀତିକ ପ୍ରସଙ୍ଗ ନୁହେଁ। ଲୋକଙ୍କ ଇଚ୍ଛାକୁ ମଧ୍ୟ ସମ୍ମାନ ଦେବା ଦରକାର ବୋଲି ଡିଜେ ଫର୍ଗୁସନଙ୍କ ପରିବାର ଲୋକ କହିଛନ୍ତି।

ଡିଜେଙ୍କ ମା’ କହିଛନ୍ତି ଯେ ତାଙ୍କ ପୁଅ ଟିକା ବିରୋଧରେ ନାହିଁ। ହେଲେ କରୋନା ବିରୋଧୀ ଟିକା ତାଙ୍କ ଅସୁସ୍ଥ ପୁଅ ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି। ଟିକା ନେଲେ ମୋ ପୁଅ ଅସୁସ୍ଥ କିମ୍ବା ତା’ର ଜୀବନ ପ୍ରତି ବିପଦ ସୃଷ୍ଟି ହେବନି ବୋଲି ଡାକ୍ତର ପ୍ରଥମେ ପ୍ରତିଶ୍ରୁତି ଦିଅନ୍ତୁ। ଏହାପରେ ସେ କରୋନା ବିରୋଧୀ ଟିକା ନେବ ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବ୍ରିଗାମ ଓ ମହିଳା ହସ୍ପିଟାଲ ପକ୍ଷରୁ ଡିଜେ ଫର୍ଗୁସନଙ୍କ ଘଟଣାରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ରୋଗୀଙ୍କ ଗୋପନୀୟତା ଆଇନ ଅନୁସାରେ ହସ୍ପିଟାଲର ଅଧିକାରୀମାନେ ଚୁପ ରହିଛନ୍ତି। ତେବେ ହସ୍ପିଟାଲ ତା’ ୱେବସାଇଟରେ କହିଛି ଯେ କୋଭିଡ-୧୯ ଟିକା ଗୋଟିଏ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଅସ୍ତ୍ର। ଏହା ଆମେରିକା ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମରେ ମଧ୍ୟ କୁହାଯାଇଛି।

ହସ୍ପିଟାଲ କହିଛି, ଟ୍ରାନ୍ସପ୍ଲାଣ୍ଟ ରୋଗୀମାନଙ୍କ ପ୍ରତି କରୋନା ଅଧିକ ବିପଦ ସୃଷ୍ଟି କରିପାରେ ବୋଲି ଗବେଷକମାନେ କହିଛନ୍ତି। ତେଣୁ ପ୍ରତିରୋପଣ କରିବାକୁ ଆସୁଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଜରୁରୀ। ତେବେ ହସ୍ପିଟାଲ ସିଧାସଳଖ ଯେକୌଣସି ପ୍ରତିରୋପଣ ପାଇଁ କରୋନା ଟିକା ବାଧ୍ୟତାମୂଳକ ବୋଲି କହିନାହିଁ। ହେଲେ ବିଭିନ୍ନ ଆଳ ଦେଖାଇ ଉକ୍ତ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story