ବିଶ୍ୱର ସର୍ବବୃହତ ଉଠା ଜଳ ସେଚନ ପ୍ରକଳ୍ପ ଆରମ୍ଭ, ଖର୍ଚ୍ଚ ହେବ ୮୦ ହଜାର କୋଟି

ହାଇଦ୍ରାବାଦ: ବିଶ୍ୱର ସର୍ବବୃହତ ‘ମଲଟି ପର୍ପଜ’ ବା ବହୁମୁଖୀ ଉଠା ଜଳ ସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ (କେସିଆର)। ଏହି ପ୍ରକଳ୍ପର ନାଁ କାଳେଶ୍ଵରମ ଜଳ ସେଚନ ଓ ଏହାର ନିର୍ମାଣ ପାଇଁ ୮୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଉପସ୍ଥିତ ଥିଲେ। ‘ସୁନାର ତେଲଙ୍ଗାନା’ […]

we

we

Hemant Lenka
  • Published: Friday, 21 June 2019
  • Updated: 21 June 2019, 06:00 PM IST

Sports

Latest News

ହାଇଦ୍ରାବାଦ: ବିଶ୍ୱର ସର୍ବବୃହତ ‘ମଲଟି ପର୍ପଜ’ ବା ବହୁମୁଖୀ ଉଠା ଜଳ ସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ (କେସିଆର)। ଏହି ପ୍ରକଳ୍ପର ନାଁ କାଳେଶ୍ଵରମ ଜଳ ସେଚନ ଓ ଏହାର ନିର୍ମାଣ ପାଇଁ ୮୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଉପସ୍ଥିତ ଥିଲେ। 'ସୁନାର ତେଲଙ୍ଗାନା' ଗଠନ ପାଇଁ କେସିଆର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଏହା ସେ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

ଏହି ପ୍ରକଳ୍ପ ଦ୍ୱାରା ୪୫ ଲକ୍ଷ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିବ ଏବଂ ଚାଷୀମାନେ ବର୍ଷକୁ ଦୁଇଟି ଫସଲ ଉତ୍ପାଦନ କରିପାରିବେ। ସେହିପରି ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ୭୦% ଲୋକ ପିଇବା ପାଣି ପାଇପାରିବେ। ୧୬ ହଜାର ମିଲିୟନ କ୍ୟୁବିକ ଫୁଟ୍‌ ଜଳ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ମଧ୍ୟ ଯୋଗାଇ ଦେଇ ହେବ।

ଏହି ପ୍ରକଳ୍ପ ଦ୍ୱାରା ଗୋଦାବରୀ ନଦୀରୁ ପ୍ରତିଦିନ ୨ ମିଲିୟନ କ୍ୟୁବିକ ଫିଟ୍‌ ଜଳ ମେଡିଗଡ୍ଡା ବ୍ୟାରେଜକୁ ଯାଇପାରିବ ଓ ହାଇଦ୍ରାବାଦ୍‌ ଠାରୁ ୬୦ କିମି ଦୂରରେ ରହିଥିବା କୋଣ୍ଡା ପୋଞ୍ଚମ୍ମା ସାଗର ଜଳ ଭଣ୍ଡାରକୁ ୬ଟି ସ୍ତର ଦେଇ ଯାଇ ପାରିବ। ଆନ୍ଧ୍ର ଓ ତେଲେଙ୍ଗାନା ମଧ୍ୟରେ ଗୋଦାବରୀ ଓ କ୍ରିଷ୍ଣା ନଦୀର ଜଳକୁ ନେଇ ବିବାଦ ରହିଥିବାରୁ ଆଜି କେସିଆର ତାଙ୍କ ଆନ୍ଧ୍ର ପ୍ରତିପକ୍ଷ ଜଗନ ମୋହନଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଥିଲେ। ଏହି ପ୍ରକଳ୍ପଟି ବିଶ୍ୱର ସର୍ବବୃହତ ଅଣ୍ଡରଗ୍ରାଉଣ୍ଡ ବା ଭୂତଳ ପମ୍ପିଂ ଷ୍ଟେସନ ହେବ। ତା' ଛଡ଼ା ଏହି ପ୍ରକଳ୍ପରେ ମୋଟ ୧୮୩୨ କିମି ଲମ୍ବର କେନାଲ, ଭୂତଳ ଟନେଲ ଏବଂ ପ୍ରେସର ପାଇପଲାଇନ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story