ବିଜେପିରେ ମିଶିଲେ ରେସଲର୍ ବବିତା ଓ ମହାବୀର ଫୋଗଟ

ନୂଆଦିଲ୍ଲୀ: ରେସଲିଂରେ ଭାରତର ନାଁ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିଥିବା ରେସଲର ବବିତା ଫୋଗଟ ଓ ତାଙ୍କ ବାପା ତଥା ପ୍ରଖ୍ୟାତ କୁସ୍ତି କୋଚ ମହାବୀର ଫୋଗଟ ଆଜି ବିଜେପିରେ ମିଶିଛନ୍ତି। ଆଜି ଉଭୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ହରିଆଣାର ବିଜେପିର ସାଧାରଣ ସମ୍ପାଦକ ଅନୀଲ ଜୈନ ଓ ରାଜ୍ୟ ମୁଖ୍ୟ ସୁଭାଷ ବଦାଲା ଉପସ୍ଥିତ ରହିଥିଲେ। ବବିତା ୨୦୧୪ […]

b

b

Hemant Lenka
  • Published: Monday, 12 August 2019
  • Updated: 12 August 2019, 04:01 PM IST

Sports

Latest News

ନୂଆଦିଲ୍ଲୀ: ରେସଲିଂରେ ଭାରତର ନାଁ ବିଶ୍ୱ ଦରବାରରେ ଉଜ୍ଜ୍ୱଳ କରିଥିବା ରେସଲର ବବିତା ଫୋଗଟ ଓ ତାଙ୍କ ବାପା ତଥା ପ୍ରଖ୍ୟାତ କୁସ୍ତି କୋଚ ମହାବୀର ଫୋଗଟ ଆଜି ବିଜେପିରେ ମିଶିଛନ୍ତି।

ଆଜି ଉଭୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ହରିଆଣାର ବିଜେପିର ସାଧାରଣ ସମ୍ପାଦକ ଅନୀଲ ଜୈନ ଓ ରାଜ୍ୟ ମୁଖ୍ୟ ସୁଭାଷ ବଦାଲା ଉପସ୍ଥିତ ରହିଥିଲେ।

ବବିତା ୨୦୧୪ ଓ ୨୦୧୮ର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବବିତାଙ୍କ ଭଉଣୀ ଗୀତା ମଧ୍ୟ ଜଣେ ରେସଲର। ସେ ୨୦୧୦ରେ ପ୍ରଥମ ମହିଳା ରେସଲର ଭାବେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।

ଏହି ଦୁଇ ଉଭଣୀଙ୍କୁ ନେଇ ବଲିଉଡ୍‌ ଫିଲ୍ମ 'ଦଙ୍ଗଲ' ନିର୍ମାଣ ହୋଇଥିଲା। ଏଥିରେ ମହାବୀର ଫୋଗଟଙ୍କ ଭୂମିକାରେ ଆମୀର ଖାନ୍‌ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story