ଆକର୍ଷଣୀୟ ଫିଚର୍ସ ସହ ଚଳିତ ମାସରେ ବଜାରକୁ ଆସିବ Xiaomi Mi6

ନୂଆଦିଲ୍ଲୀ: ଅଗ୍ରଣୀ ମୋବାଇଲ୍ କମ୍ପାନୀ Xiaomi ତାର ନୂଆ ସ୍ମାର୍ଟ୍‌ ଫୋନ୍‌ Mi6 ଚଳିତ ମାସରେ ଲଞ୍ଚ୍ କରିବ। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ଫୋନ୍‌ ଶେଷରେ ଚଳିତ ମାସରେ ଲଞ୍ଚ୍ ହେବ ବୋଲି କହିଛନ୍ତି କମ୍ପାନୀର ସିଇଓ। ଏପ୍ରିଲ୍ ୧୧ କିମ୍ବା ୧୮ରେ ଏହି ଫୋନ୍‌ ଲଞ୍ଚ୍ ହେବାର ସମ୍ଭାବନା ରହିଛି। ସବୁଠୁ ବଡ଼ କଥା ହେଲା ଏହି ରେଞ୍ଜର ଫୋନ୍‌ ଭିତରେ Mi6ର ଫିଚର୍ସ ଅତି ଆକର୍ଷଣୀୟ ରହିଛି। ଏହି ଫୋନଟିର […]

xxx_Fotor_Collage

xxx_Fotor_Collage

Rakesh Mallick
  • Published: Wednesday, 05 April 2017
  • Updated: 13 September 2017, 04:09 PM IST

Sports

Latest News

ନୂଆଦିଲ୍ଲୀ: ଅଗ୍ରଣୀ ମୋବାଇଲ୍ କମ୍ପାନୀ Xiaomi ତାର ନୂଆ ସ୍ମାର୍ଟ୍‌ ଫୋନ୍‌ Mi6 ଚଳିତ ମାସରେ ଲଞ୍ଚ୍ କରିବ। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ଫୋନ୍‌ ଶେଷରେ ଚଳିତ ମାସରେ ଲଞ୍ଚ୍ ହେବ ବୋଲି କହିଛନ୍ତି କମ୍ପାନୀର ସିଇଓ।

ଏପ୍ରିଲ୍ ୧୧ କିମ୍ବା ୧୮ରେ ଏହି ଫୋନ୍‌ ଲଞ୍ଚ୍ ହେବାର ସମ୍ଭାବନା ରହିଛି। ସବୁଠୁ ବଡ଼ କଥା ହେଲା ଏହି ରେଞ୍ଜର ଫୋନ୍‌ ଭିତରେ Mi6ଫିଚର୍ସ ଅତି ଆକର୍ଷଣୀୟ ରହିଛି। ଏହି ଫୋନଟିର ବଜାର ମୂଲ୍ୟ 19,000 ରୁ 25,600 ଟଙ୍କା ରହିବ। ଏଥିରେ 4GB ରାମ୍‌, 32GBରୁ 128 GB ଇଣ୍ଟରନାଲ ଷ୍ଟୋରେଜ କାପାସିଟି, HD 2K OLED ଡିସ୍‌ପ୍ଲେ, ଡୁଆଲ୍ ରିୟର କ୍ୟାମେରା ଓ 4000 mAh ବ୍ୟାଟେରୀ ଉପଲବ୍ଧ। ଏହାସହ Xiaomi ତାର ଆଉ ଗୋଟେ ନୂଆ ଫୋନ୍‌  Mi6 plus ବଜାରକୁ ଖୁବଶୀଘ୍ର ଛାଡ଼ିବ। ଏଥିରେ  8GB ରାମ୍‌ ରିହିଥିବା ସହ 256GB ପର୍ଯ୍ୟନ୍ତ ଷ୍ଟୋରେଜ କାପାସିଟି ଉପଲବ୍ଧ।  ଏହାର ବଜାର ମୂଲ୍ୟ  24,700 ରୁ 32,200 ଟଙ୍କା ମଧ୍ୟରେ ରହିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story