ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

ନୂଆଦିଲ୍ଲୀ: ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟକୁ ଆଜି ସିଜ୍‌ କରାଯାଇଛି। ଏହି ବିଳାଶପୂର୍ଣ୍ଣ ଫ୍ଲାଟଟି ଲଣ୍ଡନରେ ରହିଥିଲା। ହେଲେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାକୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଫ୍ଲାଟଟି ଲଣ୍ଡନର ୭୭ ଦକ୍ଷିଣ ଅଉଡେଲି ଷ୍ଟ୍ରିଟରେ ରହିଥିଲା। ବ୍ରିଟେନରେ ଏହି ଫ୍ଲାଟର ବଜାର ମୂଲ୍ୟ ୧୩.୫ ମିଲିୟ ପାଉଣ୍ଡ। ୨୦୧୭ରେ କପୁର ୯.୯ […]

cc

cc

Hemant Lenka
  • Published: Friday, 25 September 2020
  • Updated: 25 September 2020, 07:03 PM IST

Sports

Latest News

ନୂଆଦିଲ୍ଲୀ: ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟକୁ ଆଜି ସିଜ୍‌ କରାଯାଇଛି। ଏହି ବିଳାଶପୂର୍ଣ୍ଣ ଫ୍ଲାଟଟି ଲଣ୍ଡନରେ ରହିଥିଲା। ହେଲେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାକୁ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଫ୍ଲାଟଟି ଲଣ୍ଡନର ୭୭ ଦକ୍ଷିଣ ଅଉଡେଲି ଷ୍ଟ୍ରିଟରେ ରହିଥିଲା। ବ୍ରିଟେନରେ ଏହି ଫ୍ଲାଟର ବଜାର ମୂଲ୍ୟ ୧୩.୫ ମିଲିୟ ପାଉଣ୍ଡ। ୨୦୧୭ରେ କପୁର ୯.୯ ମିଲିୟ ପାଉଣ୍ଡ ବା ପ୍ରାୟ ୯୩ କୋଟି ଟଙ୍କା ଦେଇ Doit Creations Jersey Ltd ନାଁରେ କିଣିଥିଲେ।

ମାର୍ଚ୍ଚ ମାସରେ ୪,୩୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଇଡି କପୁରଙ୍କୁ ଗିରଫ କରିଥିଲେ। ସେବେଠାରୁ ସେ ଜେଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story