'ଭାରତ ରତ୍ନ' ପୁରସ୍କାରକୁ ନେଇ ରାମଦେବଙ୍କ ଗୁଗଲି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ସମ୍ମାନ ଦିଆଯିବା ପ୍ରକ୍ରିୟାକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ଯୋଗଗୁରୁ ବାବା ରାମଦେବ। ସ୍ୱାଧୀନତା ପରଠାରୁ କୌଣସି ସାଧୁସନ୍ଥଙ୍କୁ ଭାରତ ରତ୍ନ କିମ୍ବା କୌଣସି ଜାତୀୟ ସମ୍ମାନ ମିଳି ନଥିବାରୁ ରାମଦେବ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଆହ୍ଲାବାଦର କୁମ୍ଭମେଳା ଠାରେ ରାମଦେବ କହିଛନ୍ତି, “ଚଳିତ ବର୍ଷ ଯେଉଁମାନେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ଭାରତ ରତ୍ନ ମିଳିଛି। ମୁଁ ଏହାକୁ […]

ra

ra

Hemant Lenka
  • Published: Sunday, 27 January 2019
  • Updated: 27 January 2019, 08:26 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ସମ୍ମାନ ଦିଆଯିବା ପ୍ରକ୍ରିୟାକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ଯୋଗଗୁରୁ ବାବା ରାମଦେବ। ସ୍ୱାଧୀନତା ପରଠାରୁ କୌଣସି ସାଧୁସନ୍ଥଙ୍କୁ ଭାରତ ରତ୍ନ କିମ୍ବା କୌଣସି ଜାତୀୟ ସମ୍ମାନ ମିଳି ନଥିବାରୁ ରାମଦେବ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଜି ଆହ୍ଲାବାଦର କୁମ୍ଭମେଳା ଠାରେ ରାମଦେବ କହିଛନ୍ତି, “ଚଳିତ ବର୍ଷ ଯେଉଁମାନେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ଭାରତ ରତ୍ନ ମିଳିଛି। ମୁଁ ଏହାକୁ ସମ୍ମାନ କରେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ୟାସୀ କାହିଁକି ଭାରତ ରତ୍ନ ପାଇନାହାନ୍ତି? କୌଣସି ରାଜନୀତିକ ନେତା କିମ୍ବା କ୍ରୀଡ଼ାବିତ୍‌ଙ୍କ ତୁଳନାରେ ମହର୍ଷି ଦୟାନନ୍ଦ ଓ ସ୍ୱାମୀ ବିବେକାନନ୍ଦ ଦେଶ ଗଠନ ପ୍ରତି ଅବଦାନ କିଛି କମ୍‌ ନୁହେଁ।

ସେମାନେ ଖ୍ରୀଷ୍ଟିୟାନ ସନ୍ଥ ମଦର ଟେରେସାଙ୍କୁ ସମ୍ମାନିତ କରିପାରୁଛନ୍ତି। କିନ୍ତୁ ହିନ୍ଦୁ ସାଧୁସନ୍ଥଙ୍କୁ କୌଣସି ଜାତୀୟ ସମ୍ମାନ ମିଳୁନାହିଁ। କ’ଣ ଏ ଦେଶରେ ହିନ୍ଦୁ ହେବା ଏକ ଅପରାଧ? ତେବେ ମୁଁ ଧର୍ମ କିମ୍ବା ଜାତିକୁ ନେଇ କୌଣସି ଭେଦଭାବ ସୃଷ୍ଟି କରୁନାହିଁ। ହେଲେ ଯେଉଁ ସାଧୁ ସନ୍ଥମାନେ ଦେଶ ଗଠନ ଦିଗରେ ଅନେକ କିଛି କରିଛନ୍ତି, ସେମାନଙ୍କୁ ମଧ୍ୟ ଅନ୍ୟମାନଙ୍କ ପରି ସମ୍ମାନିତ କରାଯିବା ଦରକାର।”

ଗତକାଲି ଭାରତ ସରକାର ପ୍ରଣବ ମୁଖାର୍ଜୀ, ନାନାଜୀ ଦେଶମୁଖ ଓ ଭୁପେନ୍‌ ହଜାରିକାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ। ତେବେ ଅନେକ ଏହାକୁ ଭାରତୀୟ ଜନତା ପାର୍ଟିର ରାଜନୀତିକ ଉଦ୍ଦେଶ୍ୟ ସାଧନ ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଜେପି ଏଭଳି ଭାରତ ରତ୍ନ ପୁରସ୍କାର ଘୋଷଣା କରିଛି ବୋଲି ମଧ୍ୟ କେତେକ ମହଲରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story