ଯୋଗୀଙ୍କୁ ଭେଟିଲେ ରାମଦେବ,ୟୁପି ବଜାରରେ ନିବେଶ ପାଇଁ ଦେଖାଇଲେ ଆଗ୍ରହ

ଲକ୍ଷ୍ନୌ: ଯୋଗ ଗୁରୁ ବାବା ରାମ ଦେବ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ କରିଛନ୍ତି। ବାବା ରାମଦେବଙ୍କ ସହିତ ଆଚାର୍ଯ୍ୟ ବାଲକୃଷ୍ଣ ସକାଳ ପ୍ରାୟ ସାଢେ ୯ଟା ବେଳେ ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ଉତ୍ତରପ୍ରଦେଶରେ ପତଞ୍ଜଳୀ କମ୍ପାନୀ ପକ୍ଷରୁ ରାଜ୍ୟରେ ନିବେଶ ନେଇ ରାମଦେବ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଦେବଙ୍କ ସହ ସାକ୍ଷାତର ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ ଏଥିରେ ଲେଖିଛନ୍ତି, […]

ramdev

ramdev

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 01:23 PM IST

ଲକ୍ଷ୍ନୌ: ଯୋଗ ଗୁରୁ ବାବା ରାମ ଦେବ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ କରିଛନ୍ତି। ବାବା ରାମଦେବଙ୍କ ସହିତ ଆଚାର୍ଯ୍ୟ ବାଲକୃଷ୍ଣ ସକାଳ ପ୍ରାୟ ସାଢେ ୯ଟା ବେଳେ ଲକ୍ଷ୍ନୌ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ଉତ୍ତରପ୍ରଦେଶରେ ପତଞ୍ଜଳୀ କମ୍ପାନୀ ପକ୍ଷରୁ ରାଜ୍ୟରେ ନିବେଶ ନେଇ ରାମଦେବ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଦେବଙ୍କ ସହ ସାକ୍ଷାତର ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ ଏଥିରେ ଲେଖିଛନ୍ତି, “ ରାମଦେବଙ୍କ ସହ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଉତ୍ତର ପ୍ରଦେଶ ଇନ୍‌ଭେଷ୍ଟର ସମିଟ୍‌-୨୦୧୮ର ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି।”

ସୂଚନାଅନୁସାରେ ରାମଦେବ ଉତ୍ତରପ୍ରଦେଶରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବୁନ୍ଦେଲଖଣ୍ଡ ଓ ନୋଏଡାରେ ରାମଦେବ ନିବେଶ କରିବାକୁ ଚାହୁଁଛନ୍ତି। ଉତ୍ତର ପ୍ରଦେଶରେ ନିବେଶକୁ କରିବାକୁ ରାମଦେବ ବହୁ ଦିନ ହେବ ଚେଷ୍ଟା କରି ଆସୁଥିଲେ। ତେଣୁ  ସେ ପୂର୍ବତନ ସମାଜବାଦୀ ପାର୍ଟି ସରକାରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story