ମୁଡ ଅଫ ନେଶନ: ଦେଶର ଟପ୍‌ ’୫ ସିଏମ’ରେ ନାହାନ୍ତି ନବୀନ, ଯୋଗୀ ନଂ ୧

ନୂଆଦିଲ୍ଲୀ: ଦେଶର ବେଷ୍ଟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷ ୫ ଜଣଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି। ଦେଶର ୨୫% ଲୋକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ  ପସନ୍ଦ କରି ୧ନଂ ଆସନରେ ବସାଇଥିବା ବେଳେ ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ନୀତୀଶ କୁମାର ଓ ଉଦ୍ଧବ ଠାକରେ ଯଥାକ୍ରମେ ୨ରୁ ୫ମ ସ୍ଥାନରେ ରହିଛନ୍ତି। ୫ ଜଣ ବେଷ୍ଟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେବଳ ଯୋଗୀଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତେ […]

vc

vc

Hemant Lenka
  • Published: Friday, 22 January 2021
  • Updated: 22 January 2021, 10:38 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବେଷ୍ଟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷ ୫ ଜଣଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି। ଦେଶର ୨୫% ଲୋକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ  ପସନ୍ଦ କରି ୧ନଂ ଆସନରେ ବସାଇଥିବା ବେଳେ ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ନୀତୀଶ କୁମାର ଓ ଉଦ୍ଧବ ଠାକରେ ଯଥାକ୍ରମେ ୨ରୁ ୫ମ ସ୍ଥାନରେ ରହିଛନ୍ତି।

୫ ଜଣ ବେଷ୍ଟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେବଳ ଯୋଗୀଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତେ ଅଣ କଂଗ୍ରେସ ଓ ଅଣ ବିଜେପି ତଥା ଆଞ୍ଚଳିକ ଦଳର ସୁପ୍ରିମୋ ଅଟନ୍ତି। ସର୍ବବୃହତ୍ତ ଆଞ୍ଚଳିକ ଦଳ ବୋଲି ଦାବି କରୁଥିବା ଓଡ଼ିଶାର କ୍ଷମତାସୀନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଶର ମାତ୍ର ୬% ଲୋକ ବେଷ୍ଟ ସିଏମ କହିଛନ୍ତି। ଆଜି ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟ୍ସ ପକ୍ଷରୁ ପ୍ରକାଶ ପାଇଥିବା ମୁଡ ଅଫ ନେଶନ ସର୍ଭେ ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

ନିକଟରେ ଏବିପି ନ୍ୟୁଜ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହରେ ହୋଇଥିବା ଏକ ସର୍ଭେରେ ନବୀନଙ୍କୁ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ବୋଲି ଦର୍ଶାଇଥିଲା। ଏଥିପାଇଁ ଏବେ ବି ନବୀନଙ୍କୁ ତାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦେବା ଜାରି ରହିଛି। ଏପରି ସ୍ଥିତିରେ ମୁଡ ଅଫ ନେଶନ ସର୍ଭେରେ କିଛି ଅଲଗା କଥା କୁହାଯାଇଛି।

ଚଳିତ ମାସ ଜାନୁଆରୀ ୩ରୁ ୧୩ ତାରିଖ ମଧ୍ୟରେ ଓଡ଼ିଶା ସମେତ ୧୯ଟି ରାଜ୍ୟର ୯୭ଟି ଲୋକସଭା କ୍ଷେତ୍ର ଓ ୧୯୪ଟି ବିଧାନସଭାରେ ଏହି ସର୍ଭେ କରାଯାଇଥିଲେ। ଏଥିରେ ମୋଟ ୧୨, ୨୨୫ ଜଣ ଲୋକ ଭାଗ ନେଇଥିବା ବେଳେ ଏଥିରୁ ୬୭% ଗ୍ରାମାଞ୍ଚଳ ଓ ୩୩% ସହାରାଞ୍ଚଳ ଲୋକ ରହିଥିଲେ।

ଅନ୍ୟପକ୍ଷରେ ରାଜ୍ୟ ସ୍ତରର କଥା ବିଚାରକୁ ନେଲେ ନବୀନଙ୍କୁ ଓଡ଼ିଶାବାସୀ ୫୧% ଭୋଟ ଦେଇ ୧ନଂ ସ୍ଥାନରେ ରଖିଛନ୍ତି। ସେହିପରି ୪୧% ଭୋଟ ସହ କେଜ୍ରିୱାଲ ଦ୍ୱିତୀୟରେ, ୩୯% ଭୋଟ ସହ ଯୋଗୀ ତୃତୀୟ, ୩୫% ଭୋଟ ସହ ଉଦ୍ଧବ ଠାକରେ ୪ର୍ଥ ଓ ତେଲେଙ୍ଗାନାର କେ ଚନ୍ଦ୍ର ଶେଖର ରାଓଙ୍କୁ ତାଙ୍କ ରାଜ୍ୟର ୩୫% ଲୋକ ଭୋଟ ଦେଇଥିବାରୁ ସେ ୫ମ ସ୍ଥାନରେ ରହିଛନ୍ତି।

ମୁଡ଼ ଅଫ ନେଶନର ସର୍ଭେରେ କ୍ରମାଗତ ୪ର୍ଥ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଦେଶର ଅନ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଭଲ କାମ କରୁଥିବା ସର୍ଭେରେ କୁହାଯାଇଛି।

ବିଜେପିର ଏହି ଫାୟାରବ୍ରାଣ୍ଡ ମୁଖ୍ୟମନ୍ତ୍ରୀ ଜଣଙ୍କୁ ସର୍ଭେରେ ସାମିଲ ହୋଇଥିବା ୨୫% ଲୋକଙ୍କ ପସନ୍ଦ କରି ୧ନଂ ସ୍ଥାନରେ ରହିଛନ୍ତି। ଅଗଷ୍ଟରେ ହୋଇଥିବା ସର୍ଭେ ବେଳେ ଯୋଗୀଙ୍କ ସପକ୍ଷରେ ୨୪% ଭୋଟ ପଡ଼ିଥିଲା। ହେଲେ ଏବେ ଏଥିରେ ୧% ବୃଦ୍ଧି ଘଟିଛି।

ଯୋଗୀ ୧ନଂରେ ଥିବା ବେଳେ ୧୫% ଭୋଟ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ନଂରେ, ୯% ଭୋଟ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ନଂ, ୭% ଭୋଟ ସହ  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୪ ନଂ, ୭% ଭୋଟ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୫ ନଂ ଓ ୬% ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୭ ନଂରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story