ୟୁପିରେ ଯୋଗୀଙ୍କ ମାଷ୍ଟରଷ୍ଟ୍ରୋକ

ଫୁଲପୁର ଏବଂ ଗୋରଖପୁର ଉପନିର୍ବାଚନରେ ପରାଜୟ ଏବଂ ଏସ୍‌ପି-ବିଏସ୍‌ପି ମଧ୍ୟରେ ବଢୁଥିବା ବନ୍ଧୁତାକୁ ମାତ୍‌ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଧାନସଭା ବଜେଟ୍‌ ଅଦିବେସନରେ ଯୋଗୀ କହିଛନ୍ତି “ଆବଶ୍ୟକ ପଡିଲେ ମହାଦଳିତ ଏବଂ ପଛୁଆ ଲୋକମାନଙ୍କ ପାଇଁ ରିଜର୍ଭେସନ୍‌ ରଖାଯିବ।” ତଳିଆ ପ୍ରତି ଯୋଗୀଙ୍କର ଏହି ଦରଦରୁ ଜଣାପଡୁଛି ଯୋଗୀ ବିଏସ୍‌ପି ଭୋଟ ବ୍ୟାଙ୍କରେ ତାଲା ଲଗାଇବାକୁ ହୁଏତ ପ୍ରସ୍ତୁତି କରିଛନ୍ତି। ଉପନିର୍ବାଚ୍ଚନରେ ବିଜେପିର ସମୀକରଣକୁ ଆଖି ଆଗରେ ରଖି ଯୋଗୀ […]

yogi

yogi

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 06:07 PM IST

Sports

Latest News

ଫୁଲପୁର ଏବଂ ଗୋରଖପୁର ଉପନିର୍ବାଚନରେ ପରାଜୟ ଏବଂ ଏସ୍‌ପି-ବିଏସ୍‌ପି ମଧ୍ୟରେ ବଢୁଥିବା ବନ୍ଧୁତାକୁ ମାତ୍‌ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଧାନସଭା ବଜେଟ୍‌ ଅଦିବେସନରେ ଯୋଗୀ କହିଛନ୍ତି “ଆବଶ୍ୟକ ପଡିଲେ ମହାଦଳିତ ଏବଂ ପଛୁଆ ଲୋକମାନଙ୍କ ପାଇଁ ରିଜର୍ଭେସନ୍‌ ରଖାଯିବ।” ତଳିଆ ପ୍ରତି ଯୋଗୀଙ୍କର ଏହି ଦରଦରୁ ଜଣାପଡୁଛି ଯୋଗୀ ବିଏସ୍‌ପି ଭୋଟ ବ୍ୟାଙ୍କରେ ତାଲା ଲଗାଇବାକୁ ହୁଏତ ପ୍ରସ୍ତୁତି କରିଛନ୍ତି।

ଉପନିର୍ବାଚ୍ଚନରେ ବିଜେପିର ସମୀକରଣକୁ ଆଖି ଆଗରେ ରଖି ଯୋଗୀ ଆଦିତ୍ୟନାଥ ପୁଣିଥରେ ନନ୍-ୟାଦବ ଓବିସି ଏବଂ ନନ୍-ୟାଦବ ଦଲିତ୍‌ଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।

କିନ୍ତୁ ପ୍ରଶ୍ନ ଉଉଛି, ଏଭଳି ମାଷ୍ଟରଷ୍ଟ୍ରୋକ ଖେଳି ସତରେ କଣ ଏସ୍‌ପି-ବିଏସ୍‌ପି ମଧ୍ୟରେ ବଢୁଥିବା ସମ୍ପର୍କକୁ ଏବଂ ଦଲିତ ଏବଂ ପଛୁଆ ଭୋଟବ୍ୟାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସକ୍ଷମ ହେବେ? ବାସ୍ତବରେ ଏହି ପ୍ରଶ୍ନର ଉତ୍ତର ଆଗାମୀ ଦିନରେ ମିଳିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story