ରାବଣପୋଡ଼ିରେ ଟ୍ରେନ୍‌ ଯମ: କ’ଣ କୁହନ୍ତି ପ୍ରତ୍ୟକ୍ଷଦର୍ଶୀ, ଦେଖନ୍ତୁ ଭିଡିଓ

“ଅନୁମତି ବିନା କଂଗ୍ରେସ ଆୟୋଜନ କରିଥିଲା ରାବଣପୋଡ଼ି। ଅତିଥି ନବଜ୍ୟୋତ କୌର ସିଦ୍ଧୁ ଦୁର୍ଘଟଣା ପରେ ମଧ୍ୟ ଭାଷଣ ଜାରି ରଖିଥିଲେ।”