୨୦୦ ଜଣ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ଦେଶର ୨୦୦ ଜଣ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌ ହୋଇଛି। କଟକଣା ସତ୍ତ୍ୱେ ବିମୁଦ୍ରାକରଣ ପରଠୁ ଏସବୁ ଆକାଉଣ୍ଟ ଜରିଆରେ ୧କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଯାହା ଆୟକାର ବିଭାଗର ସ୍କାନରରେ ଥିଲା। ଏବେ ଏହି ଆକାଉଣ୍ଟଧାରୀଙ୍କ ପାଖକୁ ଆୟକର ବିଭାଗର ନୋଟିସ୍‌ ପଠାଇଛି।