ବିଭିନ୍ନ ଦାବି ନେଇ ଜନ୍ତରମନ୍ତରରେ ଏକାଠି ହେଲେ ୨୫ଟି ରାଜ୍ୟର ଶିକ୍ଷକ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଦିଲ୍ଲୀର ଜନ୍ତରମନ୍ତରରେ ଶିକ୍ଷକମାନେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି। ଦେଶର ୨୫ଟି ରାଜ୍ୟର ଶିକ୍ଷକ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଓଡିଶାରୁ ଅଖିଳ ଭାରତୀୟ ପ୍ରଥମିକ ଶିକ୍ଷକ ସଂଘ ମଧ୍ୟ ଏହି ଆନ୍ଦୋଅଳନରେ ଯୋଗଦେଇଛି।