୨୭ ମହଲା କୋଠା ହୁତୁ ହୁତୁ ହୋଇ ଜଳୁଛି

ନୂଆଦିଲ୍ଲୀ: ଲଣ୍ଡନରେ ଏକ ୨୭ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗି ଯାଇଛି। ଗ୍ରୀନଫେଲ ଟାୱର ନାମକ ଏହି କୋଠାରେ ଭୀଷଣ ଭାବେ ନିଆଁ ଲାଗିଥିବା ବେଳେ ପ୍ରାୟ ୨୦୦ ଦମକଳକୁ ନିଆଁ ଲିଭାଇବାକୁ ନିୟୋଜିତ କରାଯାଇଛି।

https://youtu.be/pStB7aCT43E

 

ସୌଜନ୍ୟ- ଅମର ଉଜାଲା