ଭାବିପତ୍ନୀଙ୍କୁ କିଏ କଲା ବଦନାମ

ଗାଜିଆବାଦ: ବିବାହ ଭାଙ୍ଗିଗଲା ପରେ ସୋସିଆଲ ମିଡିଆରେ ଭାବିପତ୍ନୀଙ୍କ ଅଶ୍ଳୀଳ  ଛାଡି ଯୁବକ ଗିରଫ। । ଏଭଳି ଏକ ଘଟଣା ଘଟିଛି ଗାଜିଆବାଦରେ । ଅଭିଯୁକ୍ତ ଯୁବତୀଙ୍କ ଫୋଟକୁ ଏଡିଟ୍‌ କରି ଫଟୋ ଫେସବୁକରେ ଛାଡିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ଜଣା ପଡିଥିଲା ଯେ  ଗିରଫ ହୋଇଥିବା ଏହି ଯୁବକ ଜଣକ ସହ ଯୁବତୀର ନିର୍ବନ୍ଧ ସରିଥିଲା । କିନ୍ତୁ ପୂର୍ବରୁ ଏହି ଯୁବକ ବିବାହିତ ବୋଲି ଯାଣିବା ପରେ ଯୁବତୀଙ୍କ ଘରଲୋକ ବିବାହ ଭାଙ୍ଗି ଦେଇଥିଲେ । ଫଳରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ବଦନାମ କରିବା ପାଇଁ ଅଶ୍ଳୀଳ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଜଣାପଡିଛି ।